କଳାହାଣ୍ଡି, ୩|୪ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ନିଜ ସ୍ତ୍ରୀ କୁ ହତ୍ୟା ଅଭିଯୋଗରେ ସ୍ଵାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ଥୁଆମୂଳ ରାମପୁର ପୋଲିସ | ସୂଚନା ଅନୁଯାୟୀ, ଗତ ୨୮ ତାରିଖ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପୋଡ଼ାପଦର ପଞ୍ଚାୟତର ସରାପାସ ଗ୍ରାମର ଡମୁ ମାଝୀ ଓରଫ୍ ବାରୁ କୌଣସି କଥାକୁ ନେଇ ଯୁକ୍ତିତର୍କ ହେଉଥିବା ବେଳେ ଉତ୍ତ୍ଯକ୍ତ ହୋଇ ନିଜ ସ୍ତ୍ରୀ ସୁନ୍ଦରୀ ମାଝୀଙ୍କୁ ହତ୍ୟା କରି ଫେରାର୍… Continue reading ସ୍ତ୍ରୀ ର ହତ୍ୟା ଅଭିଯୋଗରେ ସ୍ୱାମୀ କୋର୍ଟଚାଲାଣ
ସ୍ତ୍ରୀ ର ହତ୍ୟା ଅଭିଯୋଗରେ ସ୍ୱାମୀ କୋର୍ଟଚାଲାଣ
