ଶହୀଦ ରଘୁ -ଦିବାକରଙ୍କ 85 ତମ ବଳିଦାନ ଦିବସ ଅନୁଷ୍ଠିତ

ଶହୀଦଙ୍କ ଭବ୍ୟ ପ୍ରତିମୂର୍ତ୍ତି ରାଜଧାନୀରେ ହେବ -ବାଚସ୍ପତିଭୁବନେଶ୍ୱର: ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ୟୁନିଟ 9 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ରଣପୁର ପ୍ରଜା ଆନ୍ଦୋଳନ ରେ ଶହୀଦ ହୋଇଥିବା ଯୁବ ଅମ୍ଲାନ କବି, ବିପ୍ଲବୀ ମହାନ ବ୍ୟକ୍ତିତ୍ୱ ଶହୀଦ ରଘୁ -ଦିବାକର ଙ୍କ 85 ତମ ବଳିଦାନ ଦିବସ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ… Continue reading ଶହୀଦ ରଘୁ -ଦିବାକରଙ୍କ 85 ତମ ବଳିଦାନ ଦିବସ ଅନୁଷ୍ଠିତ

You cannot copy content of this page