ଭୁବନେଶ୍ୱର: ବ୍ରହ୍ମେସ୍ୱର ବିଦ୍ୟାଳୟ ର ପୁରୁଣା ବିଦ୍ୟାର୍ଥୀ ଶିକ୍ଷାବିତ, ସମାଜସେବୀକା ସୁକାନ୍ତି ପଣ୍ଡାଙ୍କ ଶୁଭଜନ୍ମ ଦିବସ ତଥା ପବିତ୍ର ଶ୍ରୀରାମ ନବମୀ ଅବସରରେ କିଛି ପୁରୁଣା ବିଦ୍ୟାର୍ଥୀ ଏକାଠିହୋଇ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ଠାରେ ଅସହାୟ, ଅଭାବୀ ମହିଳାଙ୍କୁ ବସ୍ତ୍ର ଓ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ l ପ୍ରଦୀପ ପ୍ରଜ୍ବଳନ ସହ ଶୂନ୍ୟ ମହିମା ପ୍ରଭୁଙ୍କୁ ଜଗତକଲ୍ୟାଣ ପାଇଁ ଶୁଭ କାମନା ସହ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା lସହପାଠୀ,… Continue reading ଜନ୍ମଦିବସ ଅବସରରେ ଖାଦ୍ୟବସ୍ତ୍ର ବଣ୍ଟନ
ଜନ୍ମଦିବସ ଅବସରରେ ଖାଦ୍ୟବସ୍ତ୍ର ବଣ୍ଟନ
