ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କେନ୍ଦ୍ରସରକାରଙ୍କ ଅଧିନରରେ ଥିବା ବଡ଼ମାଳ ଗୋଳାବାରୁଦ କାରଖାନାରେ ଉତ୍ପାଦିତ ଗୋଳାବାରୁଦ ବିକ୍ରିର ମୂଲ୍ୟ ମାତ୍ର ୩ ବର୍ଷରେ ଦ୍ୱିଗୁଣିତ ହୋଇସାରିଛି । ଏହା ୨୦୨୧- ୨୨ ବର୍ଷରେ ୪୪୩ କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୮୯୦ କୋଟି ଟଙ୍କାରେ ପହଞ୍ଚି ପାରିଛି । ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ ବୃହତ ରପ୍ତାନୀ ଅର୍ଡର ମଧ୍ୟ ପାଇଛି । ନିଗମର ଅନ୍ୟ କାରଖାନାମାନଙ୍କ ତୁଳନାରେ ଏହା ଏକ ଅଗ୍ରଣୀ… Continue reading ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ସାମ୍ବାଦିକ ସମ୍ମିଳନୀ

ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା

ବଲାଙ୍ଗିର: ବଲାଙ୍ଗିର ସହରର ଯୋଗର୍ସ ପାର୍କରେ ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. ସୁରେଶ କୁମାର ପଧାନ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଓଡ଼ିଶାର ପ୍ରାନ୍ତ ଉପ ପ୍ରଧାନ ପ୍ରାଣବନ୍ଧୁ ବେହେରା ଯୋଗ ଦେଇଥିଲେ । ବଲାଙ୍ଗିର କ୍ଷେତ୍ରର କ୍ଷେତ୍ର ପ୍ରଧାନ ଦୀପ୍ତି ରାଣୀ ମହାନ୍ତି, ସମ୍ବଲପୁର କ୍ଷେତ୍ରର କ୍ଷେତ୍ର ମନ୍ତ୍ରୀ ବିରେନ୍ଦ୍ର ମେହେର ପ୍ରମୁଖ ମଞ୍ଚରେ ମଞ୍ଚାସୀନ ଥିଲେ । ସହରର… Continue reading ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା

ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିନ

ଆୟୋଜିତ ହେଲା ଐତିହ୍ୟସ୍ଥଳୀ ଓ ଦେବସ୍ଥଳୀ ସ୍ୱଚ୍ଛତା ଅଭିଯାନ ବଲାଙ୍ଗିର: ଓଡ଼ିଶାର ସାଂସ୍କୃତିକ ଗୌରବ ଓ ଭାଷାକୁ ସମ୍ମାନ ଜଣାଇବା ଲାଗି ଚଳିତ ବର୍ଷ ପାଳନ କରାଯାଉଥିବା ଓଡ଼ିଆ ପକ୍ଷର ଆୟୋଜନ ଅଧୀନରେ ଷଷ୍ଠ ଦିବସରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପର୍ଯ୍ୟଟନ ବିଭାଗ, ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ‘ଐତିହ୍ୟସ୍ଥଳୀ ଓ ଦେବସ୍ଥଳୀ ସ୍ୱଚ୍ଛତା ଅଭିଯାନ’ ଆୟୋଜିତ ହୋଇଯାଇଛି । ଓଡ଼ିଶାର ଐତିହାସିକ… Continue reading ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିନ

ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର: ବଲାଙ୍ଗିର ନଗର ବିଜେପି ପାର୍ଟି ତରଫରୁ ରୁ ବିଜେପିର ପ୍ରତିଷ୍ଠା ଦିବସ ପଥରଚେପା ବିଜେପି କାର୍ଯ୍ୟାଳୟ ଠାରେ ପାଳନ ହୋଇଯାଇଛି I 6.ଏପ୍ରିଲ 1980ମସିଆରେ ଭାରତୀୟ ଜନତା ପାର୍ଟି ଗଠିତ ହୋଇଥିଲା I ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ଙ୍କ ଅଧକ୍ଷତା ରେ ଆଜି ବିଜେପି ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା. ବଲାଙ୍ଗୀର ବିଜେପି ସମଲେଇ ଶ୍ଵେରୀ ମଣ୍ଡଳ ଓ ପାଟଣେଶ୍ୱରୀ ମଣ୍ଡଳ ସଭାପତି ସଭାପତି ଲଳିତ ଶର୍ମା ଓ ପାର୍ଥ କରଣ… Continue reading ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠା ଦିବସ ପାଳିତ

ସ୍ବର୍ଗତ ନରେନ୍ଦ୍ରନାଥ ଥିଲେ ନିଆରା ପ୍ରତିଭା

ସୋମଣା ଶାସନ /ଜୟଦେବ: ପବିତ୍ର ଶ୍ରୀରାମ ନବମୀ ଅବସରରେ ଜୟଦେବ ନିର୍ବାଚନ ମଣ୍ଡଳୀ, ସୋମଣା ଶାସନ ଗ୍ରାମ ପଂଚାୟତର ପୂର୍ଵତନ ସରପଞ୍ଚ, ବାଲିପାଟଣା ବ୍ଲକ କଂଗ୍ରେସ କମିଟିର ପୂର୍ବତନ ସଭାପତି ସ୍ବର୍ଗତ ନରେନ୍ଦ୍ର କୁମାର ଦାଶଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟଅତିଥି ଭାବେ ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଯୋଗ ଦେବା ଅବସରରେ, ପୂର୍ଣ୍ଣାଙ୍ଗ ଉତ୍କଳ ଉର୍ଣ୍ଣୟନ ନ୍ୟାସର ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ ଧନେଶ୍ୱର ମହାନ୍ତି ଙ୍କ ଜନ୍ମସ୍ଥାନ ମୁକୁନ୍ଦ ଦାସପୁର ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ… Continue reading ସ୍ବର୍ଗତ ନରେନ୍ଦ୍ରନାଥ ଥିଲେ ନିଆରା ପ୍ରତିଭା

You cannot copy content of this page