ଭୁବନେଶ୍ୱର: ସାରା ରାଜ୍ୟରେ ପାଳିତ ହେଇଯାଇଛି ପବିତ୍ର ଚୈତ୍ର ମାସର ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା । ଯାହାକୁ ଚୈତ୍ର ମଙ୍ଗଳବାର ବୋଲି ସାରା ଓଡ଼ିଶାରେ ଜଣା। ମାସର ପ୍ରତ୍ୟେକ ମଙ୍ଗଳବାର ମା’ଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ନିଜ ନିଜର ମନସ୍କାମନା ପୂରଣ ପାଇଁ ପ୍ରତ୍ୟେକ ଘରର ବିବାହିତା ମହିଳାମାନେ ଏହି ଓଷା କରିଥାଆନ୍ତି। ଏହି ଅବସରରେ ବମିଖାଲସ୍ଥିତ ଦୟାନନ୍ଦ କଲୋନୀ ଠାରେ ଚୈତ୍ର ମଙ୍ଗଳବାର ମା ମଙ୍ଗଳାଙ୍କ ଶେଷ ପାଳି ପୂଜା ଉଦଯାପିତ ହୋଇଯାଇଛି l ମଙ୍ଗଳା ମାଙ୍କୁ… Continue reading ଚୈତ୍ର ମଙ୍ଗଳବାର ପୂଜା ଉଦଯାପିତ
ଚୈତ୍ର ମଙ୍ଗଳବାର ପୂଜା ଉଦଯାପିତ
