ମାନଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

ଧର୍ମଗଡ ୧୦/୦୪/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗ୍ରୀଣ୍ଡୋଲ କ୍ଲଷ୍ଟର ସ୍ଥିତ ମାନଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ଓ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନାଦି ରାଉତଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ସହଗୋଷ୍ଠି ଅଧିକାରୀ ଲିନା ଦାସ ସମ୍ମାନୀତ ଅତିଥି… Continue reading ମାନଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନ

ଆଉ ଏକ ନୂଆ ଫର୍ଦ୍ଦ ଯୋଡିହେଲା ୦୮ ଗୋଟି ପୋଥି ସଂଗୃହୀତ ଭବାନୀପାଟଣା, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନ ନିରବଚ୍ଛିନ୍ନ ଭାବେ ଆଗେଇ ଚାଲିଛି । ପ୍ରାଚୀନ ପୋଥିର ଉଦ୍ଧାର ଓ ସଂରକ୍ଷଣ, ମୂଳପାଠ ନିର୍ଣ୍ଣୟ ସହିତ ଛାତ୍ରଛାତ୍ରୀଙ୍କୁ ପୋଥି ବିଷୟରେ ଅବଗତ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ । ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ଓ ସ୍ନାତକୋତ୍ତର ଓଡ଼ିଆ ଭାଷା, ସାହିତ୍ଯ ଓ… Continue reading ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନ

ବରିଷ୍ଠ ସମାଜସେବୀ ଶିଶିର କୁମାର ବାରିକଙ୍କ ବିୟୋଗ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପୂର୍ବତନ ବରିଷ୍ଠ ଅଧିକାରୀ, ସମାଜସେବୀ ଶିଶିର କୁମାର ବାରିକଙ୍କ ୬୩ ବର୍ଷ ବୟସରେ ବିୟୋଗ ଘଟିଛି । ସ୍ୱର୍ଗତ ବାରିକ ଜଣେ ସରଳ, ନିଷ୍ଠାପର, ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ଦୀର୍ଘମାସ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ନିଜ ଗ୍ରାମ ଭୁବନ, ଅନଳ ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଅନ୍ତିମ ସମୟରେ ସାମ୍ବାଦିକ ତଥା ତାଙ୍କ ପୁତ୍ର ପ୍ରିୟ ରଞ୍ଜନ ବାରିକଙ୍କ ସହିତ… Continue reading ବରିଷ୍ଠ ସମାଜସେବୀ ଶିଶିର କୁମାର ବାରିକଙ୍କ ବିୟୋଗ

ବଲାଙ୍ଗୀରରେ ଶିଶୁ ବିକ୍ରି, ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡିଲ୍

ବଲାଙ୍ଗିର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏକ ନବଜାତ ଶିଶୁ ପୁତ୍ର ବିକ୍ରି ପାଇଁ ଡିଲ୍ ହୋଇଥିବା ଜଣାପଡିଛି। ଶିଶୁପୁତ୍ରକୁ ଟଙ୍କା ଦେଇ ଜଣେ ଦମ୍ପତି କିଣିଥିବା ଜଣାପଡିବା ପରେ ହଇଚଇ ସୃଷ୍ଟି ହୋଇଛି। ବଲାଙ୍ଗୀର ସହର ମାଲପଡାରେ ଭଡ଼ାଘରେ ରହୁଥିବା ଜଣେ ମହିଳା ଗତ ୬ ତାରିଖ ଦିନ ଶିଶୁକୁ ଜନ୍ମ ଦେଇଥିଲେ। ଗତ ୮ ତାରିଖ ଦିନ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ସେଇ ଦିନ ଟିଟିଲାଗଡ଼ର ଜଣେ ମହିଳା ମଧ୍ୟସ୍ଥି ସମ୍ପୃକ୍ତ ନବଜାତ… Continue reading ବଲାଙ୍ଗୀରରେ ଶିଶୁ ବିକ୍ରି, ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡିଲ୍

ସର୍ଗିଗୁଡାରେ ଚୈତ୍ର ଯାତ୍ରା ମହା ଆଡ଼ମ୍ବରରେ ପାଳିତ

କଳାହାଣ୍ଡି,୯|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ, ଡହଗାଁ ଗ୍ରାମ ପଞ୍ଚାୟତ ସର୍ଗିଗୁଡାରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ଗଣେନ୍ ବୁଢୀ, ମାଁ ପରଦେସେନ୍, ମାଁ ପଞ୍ଚମୁଖୀ କାଳୀଙ୍କ ବାର୍ଷିକ ଚୈତ୍ର ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଗ୍ରାମର ଦେବୀ ପୂଝାରୀ କ୍ଷତ୍ରିୟ ପୂଝାରୀ ପୂଜାର୍ଚ୍ଚନା କଲା ପରେ କୁମାରୀ କନ୍ୟାଙ୍କ ଉପରେ ବୁହା ଯାଇଥିବା ଦେବୀଙ୍କ ଘଟ ଗ୍ରାମର ପ୍ରତ୍ୟେକ ଘରକୁ ବୁଲିଥିଲା। ଶ୍ରଦ୍ଧାଳୁମାନେ ଧୂପ, ଦୀପ, ନଡ଼ିଆ, ଶୁକ୍ଳ ଭୋଗ ତଥା… Continue reading ସର୍ଗିଗୁଡାରେ ଚୈତ୍ର ଯାତ୍ରା ମହା ଆଡ଼ମ୍ବରରେ ପାଳିତ

ଦୁଷ୍କର୍ମ ପୀଡିତାକୁ ନ୍ୟାୟ ପାଇଁ ଜୁନାଗଡ ପୋଲିସ କୁ ଦାବୀପତ୍ର ଦେଲା କଳାହାଣ୍ଡି ବଙ୍କା ସମାଜ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

କଳାହାଣ୍ଡି, ୯|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଗତ ତା ୨୬,୩,୨୦୨୫ ଦିନ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ମିଚା ଗାଁ ଠାରେ ଏକ ଗଣ ବଳାତ୍କାର ହୋଇଛି |ସୂଚନା ମୁତାବକ ପୀଡିତା କହିବା ହିସାବରେ ଗାଁ ରେ ଏକ ନାଟକ କାର୍ଯ୍ୟକ୍ରମ ଦେଖିବାକୁ ଏକାକୀ ଯାଉଥିଲା ସମୟରେ ତୁଲସୀ ନାମକ ପିଲା ଜଣକ ଝିଅ କୁ ଖାଇବା ଦେବା ବାହାନାରେ ଖାଦ୍ୟରେ ନିଶା ଜିନିଷ ମିଶାଇ ଝିଅ କୁ ଖୁଆଇ କିଛି ସମୟ ଗଲା ପରେ… Continue reading ଦୁଷ୍କର୍ମ ପୀଡିତାକୁ ନ୍ୟାୟ ପାଇଁ ଜୁନାଗଡ ପୋଲିସ କୁ ଦାବୀପତ୍ର ଦେଲା କଳାହାଣ୍ଡି ବଙ୍କା ସମାଜ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

You cannot copy content of this page