ବହୁଜନ ମିଳିତ ମହାସଂଘ ତରଫରୁ ମହାତ୍ମା ଜ୍ୟୋତି ରାଓ ଫୁଲେ ଙ୍କ ଜୟନ୍ତୀ ପାଳନ

କଳାହାଣ୍ଡି, ୧୧|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ଧର୍ମଗଡ଼ କଲ୍ୟାଣ ମଣ୍ଡପ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ମହାତ୍ମା ଜ୍ୟୋତି ରାଓ ଫୁଲେ ଙ୍କ ଜୟନ୍ତୀ ପାଳନ କରାଯାଇଥିଲା | ଏହି ମହାସଂଘ ର ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଲିଙ୍ଗରାଜ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଦୁର୍ଗାପ୍ରସାଦ ନାଏକ, ପ୍ରକାଶ ନାଏକ, ପ୍ରମୋଦ ହଂସ, ବିରଞ୍ଚି ଜାଲ, ଗୋବର୍ଦ୍ଧନ ଶବର,ଏସ. ସୁଜାତା,… Continue reading ବହୁଜନ ମିଳିତ ମହାସଂଘ ତରଫରୁ ମହାତ୍ମା ଜ୍ୟୋତି ରାଓ ଫୁଲେ ଙ୍କ ଜୟନ୍ତୀ ପାଳନ

ପୁଣି ଥରେ ଦାଦନ ଶ୍ରମିକଙ୍କ ଶବ ନିଜ ଗାଁ ଭିଟାମାଟିକୁ ଫେରିଲା

ଭବାନୀପାଟଣା, ଉତ୍କଳ ବୁଲେଟିନ,(ଜଗନ୍ନାଥ ନାଏକ) : ପୁଣି ଦାଦନ ଦୁଃଖ, କାନ୍ଦୁଛି ସ୍ତ୍ରୀଙ୍କ ଆଖିରୁ ଶୁଖୁନି ଲୁହ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ, ଛାତି ପିଟି କାନ୍ଦୁଛି ସ୍ତ୍ରୀ, ଝୁରି ହେଉଛନ୍ତି ୨ ନାବଳ। କାହିଁକି ନାଁ ଦାଦନ ହୋଇ ବାଙ୍ଗାଲୋର ଯାଇଥିବା ବାପା ଆଉ ଦୁନିଆରେ ନାହିଁ। ହଁ ଦର୍ଶକ ବନ୍ଧୁ ପୁଣି ସାମ୍ନାକୁ ଆସିଲା ଦାଦନ ଶ୍ରମିକଙ୍କ ଛାତିଥରା ଚିତ୍ର। ଗତ କିଛି ମାସ ମଧ୍ୟରେ କଳାହାଣ୍ଡି କୋକସରା ବ୍ଳକରେ ଅନେକ… Continue reading ପୁଣି ଥରେ ଦାଦନ ଶ୍ରମିକଙ୍କ ଶବ ନିଜ ଗାଁ ଭିଟାମାଟିକୁ ଫେରିଲା

ଚହଗାଁ ପଞ୍ଚାୟତ ଘଣ୍ଟବାହାଲି ଗାଁକୁ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଦାବି

ଭଵାନୀପାଟଣା, ଉତ୍କଳ ବୁଲେଟିନ(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାରେ ଗତ ଦୁଇ ଦଶହନ୍ଧି ଅନେକ ଗ୍ରାମକୁ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରି ପିଚୁ ସଡ଼କ ଓ କଂକ୍ରିଟ ରାସ୍ତା ମାନ ନିର୍ମାଣ ହେଉଛି। ଏହା ଦ୍ୱାରା କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗୁଡିକ ବାଦ ପଡି ନଥିବାବେଳେ ଜିଲ୍ଳା ସଦର ମହକୁମା ଭଵାନୀପାଟଣା ବ୍ଲକ ଚହଗାଁ ପଞ୍ଚାୟତର ଘଣ୍ଟବାହାଲି ଗାଁ ଏହି ସଡ଼କ ଯୋଜନାରୁ ବାଦ ପଡିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରୁଛି। ପ୍ରାପ୍ତ ସୂଚନାରୁ… Continue reading ଚହଗାଁ ପଞ୍ଚାୟତ ଘଣ୍ଟବାହାଲି ଗାଁକୁ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଦାବି

ସରକାରୀ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳିତ

ଭବାନୀପାଟଣା, ଉତ୍କଳ ବୁଲେଟିନ (ଜଗନ୍ନାଥ ନାଏକ) : ସ୍ଥାନୀୟ ଡି ଆଇ ଇ ଟି ପରିସରରେ ଥିବା ସରକାରୀ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର 2025 ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମେରୀଲିନ ସୁଧାଂଶୁ ମୟୀ ମହାନ୍ତି ଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଇଶ୍ଵର ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡି ଅଧକ୍ଷ ଡ ଦେଶବନ୍ଧୁ ସାହୁ ମୁଖ୍ଯ ଅତିଥି, ଭବାନୀପାଟଣା ବି… Continue reading ସରକାରୀ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱରରେ ପୋଲିସ ଏନକାଉଣ୍ଟରରେ ବ୍ରାଉନ୍ ସୁଗାର ବେପାରୀ ଆହତ

ଭୁବନେଶ୍ୱର: ପୋଲିସ୍ ଏନକାଉଣ୍ଟରରେ ଆହତ ହେଲା ବ୍ରାଉନ୍ ସୁଗାର ବେପାରୀ। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଜଣେ ବ୍ରାଉନ୍ ସୁଗାର ବେପାରୀ ଆହତ ହୋଇଛି। ଶେଖ ଜାମସେଦ ନାମକ ଅପରାଧୀ ବାମ ଗୋଡରେ ଗୁଳି ବାଜିବା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରୁ ୨୦ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରିଛି। ଖଣ୍ଡଗିରି ଅଞ୍ଚଳରେ ଜାମସେଦର ଉପସ୍ଥିତି ସମ୍ପର୍କରେ ସୂଚନା ପାଇ କମିଶନରେଟ୍ ପୋଲିସର ସ୍ପେଶାଲ୍… Continue reading ଭୁବନେଶ୍ୱରରେ ପୋଲିସ ଏନକାଉଣ୍ଟରରେ ବ୍ରାଉନ୍ ସୁଗାର ବେପାରୀ ଆହତ

କେନ୍ଦୁପାଣି ଠାରେ ବିଜେପି ର ଗାଁ କୁ ଚାଲ ଅଭିଯାନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ କେନ୍ଦୁପାଣି ଗାଁ ରେ ଗୁରୁବାର ସକାଳ ୧୧ ଟା ରେ ବିଜେପି ର ଗାଁ କୁ ଚାଲ ଅଭିଯାନ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଜେପି ଗୋଲାମୁଣ୍ଡା ମଣ୍ଡଳ ପ୍ରତିନିଧି ପ୍ରଦୀପ ପଣ୍ଡା, ମଣ୍ଡଳ ସଭାପତି ବୈଶାଖୁ କେତକୀ, ଯୁବ ନେତା ସମୀର ସାହୁ , ପୂର୍ବତନ ଜିଲ୍ଲାପରିଷଦ ବୃଷଭ ନାଏକ,ଗୋଲାମୁଣ୍ଡା ସମିତି… Continue reading କେନ୍ଦୁପାଣି ଠାରେ ବିଜେପି ର ଗାଁ କୁ ଚାଲ ଅଭିଯାନ

ପ୍ରାଇଭେଟ୍ ହୋମିଓପାଥିକ ପ୍ରାକ୍ଟିସନର ଆସୋସିଏସନର ୧୦ ତମ ସମ୍ମିଳନୀ

ଭୁବନେଶ୍ୱର : ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପ ସମ୍ମିଳନୀ କକ୍ଷରେ ସଂଘର ସଭାପତି ଡ. ନେତ୍ରାନନ୍ଦ ଭୋଇଙ୍କ ସଭାପତିତ୍ବରେ ୧୦ ତମ ବାର୍ଷିକ ସମ୍ମିଳନୀ ଓ ସର୍ବ ପୁରାତନ ହୋମିଓପାଥି ଚିକିତ୍ସାର ଜନକ ଡାକ୍ତର ହ୍ୟାନିମାନଙ୍କ ୨୭୧ ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡଃ ଅରବିନ୍ଦ ଢ଼ାଲି ଯୋଗଦେଇଥିବା ବେଳେ,ମୁଖ୍ୟବକ୍ତା ଭାବେ ଡ଼ଃ ଅଭିନ ଚନ୍ଦ୍ର ହୋମିଓପାଥିକ… Continue reading ପ୍ରାଇଭେଟ୍ ହୋମିଓପାଥିକ ପ୍ରାକ୍ଟିସନର ଆସୋସିଏସନର ୧୦ ତମ ସମ୍ମିଳନୀ

ବନଦୁର୍ଗା ମହୋତ୍ସବର ତୃତୀୟ ସନ୍ଧ୍ୟା

ବିସ୍ଥାପିତଙ୍କ ମୌଳିକ ଅଧିକାର ଯୋଗାଇ ଦିଆଯାଉ – ପ୍ରଫୁଲ୍ଲ ସାମନ୍ତରାୟବଲାଙ୍ଗିର: ବଲାଙ୍ଗିର, ସୁକତେଲ ଡେମ୍‌ ପାଦ ଦେଶରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନଦୁର୍ଗା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ସଂଜୟ ଗଡତ୍ୟା ସଭାପତିତ୍ୱରେ ଓ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ପ୍ରଫୁଲ୍ଲ ସାମନ୍ତରାୟ ଯୋଗଦେଇ ଏ ଅଂଚଳର ଅତୀତରେ ପ୍ରାକୃତିକ ପରିବେଶ ନଦୀ, ନାଳ, ବଣ, ଜଙ୍ଗଲ ଏବଂ କୃଷିଜାତ ପଦାର୍ଥରେ ସମୃଦ୍ଧ ଥିଲା ଏ ଅଂଚଳ । ତେଣୁ ଏ ଅଂଚଳର… Continue reading ବନଦୁର୍ଗା ମହୋତ୍ସବର ତୃତୀୟ ସନ୍ଧ୍ୟା

You cannot copy content of this page