ବଲାଙ୍ଗିର ନସିଂ ସ୍କୁଲ ଶପଥ ଗ୍ରହଣ ସମାରୋହ, ୪୯ ଜଣ ଛାତ୍ର ଛାତ୍ରୀ ଶପଥ ନେଲେ

ବଲାଙ୍ଗୀର, ୧୨/୦୪/୨୫: ବଲାଙ୍ଗିର ସହର ସ୍ଥିତ ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ସୁଦପଡା ନସିଂ ସ୍କୁଲରେ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଆଦିତ୍ରୀ ନସିଂ ଅନୁଷ୍ଠାନର ଅଧ୍ୟକ୍ଷା ଆର୍. ଝାନସିଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ବଲାଙ୍ଗୀର ଡ଼ା କୁବେର ଚନ୍ଦ୍ର ମହନ୍ତ ଯୋଗ ଦେଇ ତ୍ୟାଗପୁତ ସେବା ପାଇଁ ଆହ୍ୱାନ ଦେଇଥିଲେ । ନର୍ସିଂ ଉପଦେଷ୍ଟା ତଥା ପୂର୍ବ ପ୍ରଶାସନିକ ଅଧିକାରୀ… Continue reading ବଲାଙ୍ଗିର ନସିଂ ସ୍କୁଲ ଶପଥ ଗ୍ରହଣ ସମାରୋହ, ୪୯ ଜଣ ଛାତ୍ର ଛାତ୍ରୀ ଶପଥ ନେଲେ

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହାଣିଲେ, ରାସ୍ତାରେ ପଡ଼ିଛି ରକ୍ତାକ୍ତ ମୃତଦେହ

ବଲାଙ୍ଗିର,୧୨।୪: ବଲାଙ୍ଗିର ରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି l ହତ୍ୟାକାରୀ ଫେରାର ହୋଇଯାଇଥିବା ବେଳେ ପୋଲିସ ଟିମ୍‌ ପହଞ୍ଚି ତଦନ୍ତ କରୁଛି। ପରିବାରଲୋକେ ପହଞ୍ଚିବା ପରେ ଯୁବକଙ୍କ ପରିଚୟ ମିଳିଛି l ତାଙ୍କ ନାମ ରାମ ଦାସ ବୋଲି ଜଣାପଡ଼ିଛି I ପ୍ରାରମ୍ଭିକ ସୂଚନାନୁଯାୟୀ, ରାମ ହେଉଛନ୍ତି ଚିମିନିଭାଟି ପଡ଼ାର ଜଣେ ଟ୍ରକ… Continue reading ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହାଣିଲେ, ରାସ୍ତାରେ ପଡ଼ିଛି ରକ୍ତାକ୍ତ ମୃତଦେହ

ଡିଜିପି ଡିସ୍କ ରେ ସମ୍ମାନିତ ହେଲେ ପ୍ରଣବ କିଶୋର ପଣ୍ଡା

ବଲାଙ୍ଗିର: ବଲାଙ୍ଗିର, କଟକ ସ୍ଥିତ ରାମକୃଷ୍ଣ ପାଢ଼ୀ ମେମୋରିଆଲ ହଲ ପରିସରରେ ୯୦ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କର୍ତ୍ତବ୍ୟନିଷ୍ଠା, ଉତ୍ସର୍ଗୀକୃତ ସେବା ନିମନ୍ତେ ରାଜ୍ୟ ଆରକ୍ଷୀ ସଦର ମହକୁମା, କଟକ ରେ କାର୍ଯ୍ୟରତ ସହକାରୀ ଆରକ୍ଷୀ ଉପ ନିରିକ୍ଷୀକ ପ୍ରଣବ କିଶୋର ପଣ୍ଡାଙ୍କୁ ସମ୍ମାନଜନକ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ଓ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି। ଏହି ପଦକ ପ୍ରଦାନ ଉତ୍ସବରେ ରାଜ୍ୟ ପୋଲିସର ବହୁ… Continue reading ଡିଜିପି ଡିସ୍କ ରେ ସମ୍ମାନିତ ହେଲେ ପ୍ରଣବ କିଶୋର ପଣ୍ଡା

ଉଷୁ କ୍ରିଡ଼ା ବିଜୟିନୀଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଲିଗ ଉଷୁ କ୍ରିଡ଼ାରେ ସୁହାନୀ ଗୁରୁହାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ସବ-ଜୁନିଅର ତଥା ଜୁନିଅର ସ୍ତରରେ ଅନୁଷ୍ଠିତ ହେଇଥିବା କ୍ରିଡ଼ାରେ ବଲାଙ୍ଗିରର ର ଏହି ଖେଳାଳି ବ୍ରୋଞ୍ଜ ଜିତିଥିଲେ । ସବ-ଜୁନିଅର ସ୍ତରରେ ୩୦ କେଜି ବର୍ଗରେ ସେ ଏହି ପୁରସ୍କାର ଜିତିଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ କକ୍ଷରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସୁହାନୀ ଗୁରୁହାଣ୍ଡିଙ୍କୁ ଅତିରିକ୍ତ… Continue reading ଉଷୁ କ୍ରିଡ଼ା ବିଜୟିନୀଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା

ଆରମ୍ଭ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା

ବଲାଙ୍ଗିର : ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ଶୁଭାରମ୍ଭ ଅନ୍ତର୍ଗତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ମିଶନ ପଡିଆରେ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ , ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ , ମୁଖ୍ୟ ଚିକିତ୍ସାଧିକାରୀ ଡ଼ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ… Continue reading ଆରମ୍ଭ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା

ଓଡ଼ିଆ ପକ୍ଷ ପାଳନ ଅବସରରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର: ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉ ଥିବା ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି । ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ଥିଲେ । ଓଡ଼ିଆ ଜାତୀୟତା ସମ୍ବଳିତ କବିତା ଲିଖନ, ଓଡ଼ିଆ ସଂସ୍କୃତି ଆଧାରିତ ଗଳ୍ପ ଲିଖନ ଓ… Continue reading ଓଡ଼ିଆ ପକ୍ଷ ପାଳନ ଅବସରରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ

ପ୍ରଶାସନର ଅବହେଳା, ଭିମଭୋଇ ସାର୍ମଥ୍ୟ ଶୀବିରରେ ଅସନ୍ତୋଷ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ପରିସରରେ ଅନୁଷ୍ଠିତ ଭିମଭୋଇ ସାର୍ମଥ୍ୟ ଶିବିରରେ ଅସନ୍ତୋଷ ।ଡାକ୍ତରଙ୍କ ଦୁଇଘଣ୍ଟା ବିଳମ୍ବରେ ପହଁଚାବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶୀବିରକୁ ଆସିଥିବା ବିକଳାଙ୍ଗ ମାଆ,ଭଉଣୀ,ପିଲାମାନେ ।ଏହି ଶୀବିର ଫୁଲବାଣୀ ଠାରେ ପ୍ରତ୍ୟକ ମାସରେ ଆୟୋଜନ ହେଉଥିଲା ।ସରକାର ଓ ପ୍ରଶାସନ ନିଷ୍ପତି ଅନୂଯାଇ ବିକଳାଙ୍ଗ ମାନଙ୍କର ସୁବିଧା ପାଇଁ ବାଲିଗୁଡା ବ୍ଳକ ପରିସରରେ ପ୍ରତ୍ୟକ ମାସ ୧୦ ତାରିଖ ରେ ଭିମଭୋଇ ସାମଥ୍ୟ ଶୀବିର କ୍ୟାମ୍ପ ଅନୁଷ୍ଠିତ ହେଉଛି ।ଯାହା… Continue reading ପ୍ରଶାସନର ଅବହେଳା, ଭିମଭୋଇ ସାର୍ମଥ୍ୟ ଶୀବିରରେ ଅସନ୍ତୋଷ

ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ତରଫରୁ ଅଳିଆଗଦା ହଟାଅ ସୈନିକସ୍କୁଲ ବଞ୍ଚାଅ ସଚେତନତା ପଦଯାତ୍ରା ଆରମ୍ଭ

ଭୁବନେଶ୍ୱର: ଡମପିଙ୍ଗ ୟାର୍ଡ଼ ହଟାଇବା ଓ ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତି ପ୍ରତ୍ୟାହାର ଦାବୀରେ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ତରଫରୁ ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି l ସୈନିକ ସ୍କୁଲ ଆମ ଅଂଚଳର,ଓଡିଶା, ତଥା ଭାରତର ଗର୍ବ ଗୌରବ ଭାବେ 1964 ମସିହାରୁ ପ୍ରତିଷ୍ଠିତ ଭୁବନେଶ୍ୱର ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ସର୍ବୋକ୍ତୃଷ୍ଟ ଯୋଗଦାନ କରିଥିବl ଅନେକ ବରିଷ୍ଟ ସେନାଧିକାରୀ,ଆଇ ଏ ଏସ, ଆଇ ପି ଏସ, ଆଇ ଏଫ ଏସ ତଥା ବହୁତ… Continue reading ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ତରଫରୁ ଅଳିଆଗଦା ହଟାଅ ସୈନିକସ୍କୁଲ ବଞ୍ଚାଅ ସଚେତନତା ପଦଯାତ୍ରା ଆରମ୍ଭ

ଦଣ୍ଡପାଟ ବେହେରା ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

**ବିକାଶ ଇତିହାସ ରେ ନୂଆ ଅଧ୍ୟାୟ-ମଞ୍ଚସ୍ଥ ଅତିଥି, *ବିଜୁ ସ୍ୱାସ୍ଥ୍ୟ କାର୍ଡ ବଦଳରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡ କଳାହାଣ୍ଡି,୧୧।୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଶୁକ୍ରବାର ଦିନ କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ବ୍ଲକ ବେହେରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ କେନ୍ଦ୍ର ପରିସରରେ ଅନୁଷ୍ଠିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ତ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଗ୍ରାମାଞ୍ଚଳ ସ୍ତରୀୟ ଶୁଭାରମ୍ଭ ହୋଇ ଯାଇଛି… Continue reading ଦଣ୍ଡପାଟ ବେହେରା ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

You cannot copy content of this page