ଧର୍ମଗଡ ୧୩/୦୪/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):ରାଜ୍ୟ ଟୁଇଟର ଆସୋସିଏସନର ପୁରୀରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମିଳନୀରେ କଳାହାଣ୍ଡି ର ଟୁଇଟରମ୍ୟାନ ଯୁବ ସମାଜସେବୀ ସୁମିତ କୁମାର ଖମାରୀ ଙ୍କୁ ସମ୍ମାନିତ କରାଯାଇଛି। କଳାହାଣ୍ଡି ଜିଲ୍ଲା ସହିତ ପୁରା ରାଜ୍ୟର ସମସ୍ୟା ସମାଧାନ କରିବାକୁ ଆଜି ପର୍ଯ୍ୟନ୍ତ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ବ ଟୁଇଟ, ୬୩୦ରୁ ଉର୍ଦ୍ଧ୍ବ ଅନଲାଇନ୍ ଅଭିଯୋଗ, ୨୦୦ରୁ ଊର୍ଦ୍ଧ୍ବ ଇ-ମେଲ କରିସାରିଲେଣି। ତାଙ୍କ ଟୁଇଟ୍ କାରଣରୁ ଅନେକ ସମସ୍ୟାର ସମାଧାନ… Continue reading ରାଜ୍ୟ ସ୍ତରରେ ସମ୍ମାନିତ ହେଲେ ସୁମିତ
ରାଜ୍ୟ ସ୍ତରରେ ସମ୍ମାନିତ ହେଲେ ସୁମିତ
