ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ପଞ୍ଚାୟତରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଖେରଙ୍ଗଠାରେ ଓଡିଆ ନବବର୍ଷ ପାଳିତ | ସବୁଦିନପରି ଆଜି ମଧ୍ୟ ସକାଳ ୭ଟାସମୟରେ ସମାଜସେବୀ ତଥା ଯୋଗଏବଂ ପ୍ରାକୂତିକ ବୈଦଗୁରୁ ଡକ୍ଟର ଦୀପକ ରଞ୍ଜନ ବେହେରାଙ୍କ ଦ୍ବାରା ଯୋଗପ୍ରଶିକ୍ଷଣ ସରିବାପରେପରେ ଡକ୍ଟର ଦୀପକ ରଞ୍ଜନ ବେହେରା ଓଡିଆ ନବବର୍ଷ ଏବଂ ବିଷୁବ ପଣାଶଙ୍କରାନ୍ତି ବିଷୟରେ କହିଥିଲେ ଯେ ପଣା ସଂକ୍ରାନ୍ତିଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ । ଏହା ସୌର ବୈଶାଖର… Continue reading ଖେରଙ୍ଗଠାରେ ଓଡିଆ ନବବର୍ଷ ପାଳିତ
ଖେରଙ୍ଗଠାରେ ଓଡିଆ ନବବର୍ଷ ପାଳିତ
