ବଲାଙ୍ଗିର: ବଲାଙ୍ଗିର ଗତବର୍ଷ ରାମନବମୀ ଅବସରରେ ଉଦଘାଟିତ ହୋଇଥିବା ତହଁକ୍ କୁଟୁମ୍ ର ଭିନ୍ନ କାର୍ଯ୍ୟକ୍ରମ ” ସ୍କୁଲ ନୁ କଲେଜ୍ ଗାଁ ନୁ ସହର୍ ‘ ତହଁକ୍ ପୁହୁଁଚିଲା ଘର୍ କେ ଘର୍ ” କୁ ଗୋଟିଏ ବର୍ଷ ପୂରିଯାଇଛି ଆଜି ଏହି ଅବସରରେ ଆଉ ଏକ ପଦକ୍ଷେପ ନେଇଛି ଅନୁଷ୍ଠାନ ବିଭିନ୍ନ ଗ୍ରାମରେ ରାମନବମୀ ଅବସରରେ ପାଳିତ ହେଉଅଛି ରାମଲୀଳା ନାଟକ କାହିଁ କେତେ ବର୍ଷ ରୁ ଆରମ୍ଭ ହୋଇଥିବା ଏହି ନାଟକ ଏବେ… Continue reading ତହଁକ୍ କୁଟୁମ୍ବ ଆରମ୍ଭ କଲା ଗାଁ କଲା ସମ୍ମାନ
ତହଁକ୍ କୁଟୁମ୍ବ ଆରମ୍ଭ କଲା ଗାଁ କଲା ସମ୍ମାନ
