ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଭାନପୁର ପଞ୍ଚାୟତ ଦାନାମାଲ ଗାଁ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ନାବାଳକକୁ ଖେଲଣା ବନ୍ଧୁକ ଦେଖାଇ ଧମକ ଚମକ ସହ ଟଙ୍କା ଦାବି କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ଗୁରୁବାର ମଧ୍ୟାହ୍ନ ସମୟରେ ଦାନାମାଲ ଗ୍ରାମର ରାମେଶ୍ୱର ପାତ୍ର(୧୬)ଙ୍କୁ ପାଇକମାଲ ଥାନା କେରମେଲାବାହାଲ ଗ୍ରାମର ଅମର ବାଗ(୧୯) ଓ ଖପ୍ରାଖୋଲ ଥାନା ଜଲିଆବାହାଲ ଗ୍ରାମର ବିକାଶ ମହାନନ୍ଦ(୧୯) ଦାନାମାଲ କଲେଜ ନିକଟକୁ ଡାକିଥିଲେ… Continue reading ପ୍ରେମ ସମ୍ପର୍କକୁ ନେଇଁ ଧମକ : ନକଲି ବନ୍ଧୁକ ଜବତ
ପ୍ରେମ ସମ୍ପର୍କକୁ ନେଇଁ ଧମକ : ନକଲି ବନ୍ଧୁକ ଜବତ
