ଲାସ୍ୟକଳା ଓ ସୁରଭାଇବ୍ରେସନ ପକ୍ଷରୁ ମାଟିର ମହକ ପାଳିତ ହୋଇଯାଇଛି

ମାଟିର ମହକ ସମ୍ମାନରେ ସମ୍ମାନିତ ହେଲେ ଡ଼. ଅଚ୍ୟୁତ ସାମନ୍ତ ଭୁବନେଶ୍ୱର: ହୋଟେଲ ତାଜ ଭିଭାନ୍ତ ରେ ମହାବିଷୁବ ସଂକ୍ରାନ୍ତି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଅର୍ନ୍ତଜାତୀୟ ଖ୍ୟାତିସଂପନ୍ନ ଓଡ଼ିଆ ଡ଼: ଅଚ୍ୟୁତ ସାମନ୍ତଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ମାଟିର ମହକ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଚାରିଜଣ ପଦ୍ମଶ୍ରୀଙ୍କୁ ଉତ୍ତରୀୟ ଉପଢୌକନ ଓ କୋଡିଏ ହଜାର ଟଙ୍କା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଚାରିଜଣ ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରେ… Continue reading ଲାସ୍ୟକଳା ଓ ସୁରଭାଇବ୍ରେସନ ପକ୍ଷରୁ ମାଟିର ମହକ ପାଳିତ ହୋଇଯାଇଛି

You cannot copy content of this page