ବାଲିଅନ୍ତା: ବାଲିଅନ୍ତା ନିକୁଞ୍ଜ ବିହାରୀ କଲ୍ୟାଣ ମଣ୍ଡପରେ ବେଣୁପୁର୍ ବ୍ରାଞ୍ଚ୍ ସେଣ୍ଟ୍ରାଲ ବ୍ୟାଙ୍କ୍ ର ମେଗା ଋଣ ଶିବିର ଅନୁଷ୍ଠିତ ହୋଇଯାଇଛି।ମେଗା ଋଣ ଶିବିର ର ମଞ୍ଚ ପରିଚାଳନା କରିଥିଲେ ପ୍ରବନ୍ଧକ ବର୍ଷା ରାଣୀ ଜୀ। ଆଜିକାର ଏହି ମେଗା ଋଣ ଶିବିର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଆଞ୍ଚଳିକ ପ୍ରବନ୍ଧକ ପଙ୍କଜ କୁମାର, ମୁଖ୍ୟ ବକ୍ତା ଭାବେ ଭାରତୀୟ ସେଣ୍ଟ୍ରାଲ ବ୍ୟାଙ୍କ୍ ର ମୁଖ୍ୟ ପ୍ରବନ୍ଧକ ମୁକୁନ୍ଦ କର୍ନ ଯୋଗଦେଇ ସରକାରଙ୍କ ଯୋଜନା ଓ… Continue reading ବେଣୁପୁର୍ ବ୍ରାଞ୍ଚ୍ ସେଣ୍ଟ୍ରାଲ ବ୍ୟାଙ୍କ୍ ର ମେଗା ଋଣ ଶିବିର
ବେଣୁପୁର୍ ବ୍ରାଞ୍ଚ୍ ସେଣ୍ଟ୍ରାଲ ବ୍ୟାଙ୍କ୍ ର ମେଗା ଋଣ ଶିବିର
