କାର ଦୁର୍ଘଟଣାରେ ଦାଦନ ଶ୍ରମିକର ମୃତ୍ୟୁ

କଳାହାଣ୍ଡି, ୨୮|୪ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଧର୍ମଗଡ ଅଞ୍ଚଳରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ସମସ୍ୟା ଉଦବେଗ ଦେଖାଦେଇଛି। ଦୈନନ୍ଦିନ ଦାଦନ ଶ୍ରମିକଙ୍କ କରୁଣ ଚିତ୍ର ଅଞ୍ଚଳ ପାଇଁ ଚର୍ଚ୍ଚା ର ବିଷୟ ପାଲଟିଛି।ଅନ୍ୟପଟେ ଅଞ୍ଚଳ ପାଇଁ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ହିଁ ଶ୍ରମ ବିଭାଗ ସ୍ଥାଣୁ ପାଲଟି ଯାଇଥିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି। ରାଜ୍ୟ ସରକାର ଗ୍ରାମାଂଚଳ ଲୋକମାନଙ୍କୁ ନିଜ ଗ୍ରାମରେ କାର୍ଯ୍ୟ ସଂସ୍ଥାନ ଯୋଗାଇ ଦେବା… Continue reading କାର ଦୁର୍ଘଟଣାରେ ଦାଦନ ଶ୍ରମିକର ମୃତ୍ୟୁ

ଗୋଡ଼ଭଞ୍ଜା ବିଦେଶୀ ମଦ କୋଠିରେ ଧର୍ମଗଡ ପୋଲିସର ଚଢ଼ାଓ, ଜଣେ କୋର୍ଟ ଚାଲାଣ

କଳାହାଣ୍ଡି, ୨୮|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ନୂତନ ଭାବେ ଧର୍ମଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲାହରସ ଯୋଗ ଦେବା ପରେ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେନିୟମ ଭାବେ ମଦ ମାଫିଆ ଓ ବେପାରୀ ଉପରେ ଚଢ଼ାଉ ଜାରି ରଖିଛନ୍ତି। ଗତ କିଛି ଦିନ ତଳେ ଚିଲିଚିଲା ସ୍ଥିତ ଏକ ଢ଼ାବା ରେ ଚଢ଼ାଉ କରିବା ସହ ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଠିକ ତାର ୨ଦିନ ପରେ ତଥା ରବିବାର ରାତ୍ରିରେ ଧର୍ମଗଡ଼… Continue reading ଗୋଡ଼ଭଞ୍ଜା ବିଦେଶୀ ମଦ କୋଠିରେ ଧର୍ମଗଡ ପୋଲିସର ଚଢ଼ାଓ, ଜଣେ କୋର୍ଟ ଚାଲାଣ

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି,୨୮|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗ ପଞ୍ଚାୟତ ଡଙ୍ଗରିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଶ୍ୱିନ କୁମାର ରାଉତ ଙ୍କୁ ଆଜି ସ୍କୁଲ୍ ପ୍ରାଙ୍ଗଣରେ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଟି ଶିକ୍ଷାଧିକାରୀ ଲିନା ଦାସ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ସି ଆର୍ ସି ସି ଗଜିନ୍ଦ୍ର ନାଏକ, ଉଦେସୃଙ୍ଗ ସରପଞ୍ଚ ନାରାୟଣ ଆଘ୍ରିଆ,ସ୍କୁଲ ପରିଚାଳନା ସଭାପତି… Continue reading ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଉତ୍କଳଗୌରବ ମଧୁସୂଦନ ଦାସଙ୍କ 178 ତମ ଜୟନ୍ତୀ ଅନୁଷ୍ଠିତ

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ,ସଂସ୍କୃତି ତଥା ପ୍ରଥମ ବାରିଷ୍ଠର, ପ୍ରଥମ ସ୍ନାତକ ତଥା ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ଉତ୍କଳଗୌରବ ମଧୁସୂଦନ ଦାସଙ୍କ 178 ତମ ଜୟନ୍ତୀ ସ୍ଥାନୀୟ ୟୁନିଟ 8 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥିଙ୍କ ମାର୍ଗଦର୍ଶନରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ବିବେଦୀ,… Continue reading ଉତ୍କଳଗୌରବ ମଧୁସୂଦନ ଦାସଙ୍କ 178 ତମ ଜୟନ୍ତୀ ଅନୁଷ୍ଠିତ

ଗାଁ, ଗାଁ ଗଳିକନ୍ଦିରେ ଭାସୁଛି ଦେଶୀ-ବିଦେଶୀ ମଦ ସୁଅ

କୁମ୍ଭ କର୍ଣ୍ଣ ନିଦ୍ରାରେ ପୋଲିସ ଓ ଅବକାରୀ ବିଭାଗ କଳାହାଣ୍ଡି, ୨୮|୪(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲାରେ ଦେଶୀ ଓ ବିଦେଶୀ ମଦ ଚୋରା ବେପାରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅନେକ ଜାଗାରେ ଚୋରା ବେପାରୀଙ୍କୁ ପୋଲିସ ଓ ଅବକାରୀ ବିଭାଗ ଧରି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ତଦନ୍ତ ସାପେକ୍ଷ । କିଛି ମାତ୍ରାରେ କୁଚିଆ ଓ ଚୋରା ମଦ ବେପାରୀକୁ ଧରି ମଦ ଜବତ କରିବା ଓ କିଛି ଦିନରେ ଛାଡ଼ି ଦେବା ଏକ ପୋଲିସ… Continue reading ଗାଁ, ଗାଁ ଗଳିକନ୍ଦିରେ ଭାସୁଛି ଦେଶୀ-ବିଦେଶୀ ମଦ ସୁଅ

You cannot copy content of this page