ମା

ଜନ୍ମେଜୟ ନାଏକ  ମାଁ ବୋଲି ଡାକି ଦେଲେ ମାଟିରୁ ଆକାଶ ଯାଏ ଖେଳେ ପ୍ରତିଧ୍ଵନି।  ସେ ଥାଏ ମୋ ହୃଦୟରେ, ମୋ ବେଦନାରେ,,,  ମୋ ପ୍ରାର୍ଥନା ରେ , ଆତ୍ମାର ପୁଳକରେ,,, ସେ ତ ମୋ ଜନନୀ ।।                                         ସେ ଚାହିଁ ଥାଏ ମୋ ଆସିବା ପଥକୁ , ଚଗଲା ପଣକୁ କରି ଥାଏ ଆକଟ, ମୋ ଆଖିରେ ଟିକିଏ ଲୁହ ଦେଖିଲେ ବାହୁନି ଉଠେ ତା ଅନ୍ତରେ କୁହ,, ଏମିତି କିଏ ଅଛି, ଏହି ଜଗତରେ,।             … Continue reading ମା

ପାରଦର୍ଶୀ ପୋର୍ଟାଲରେ ଘୋଟାଲା, କବାଟ କିଳି ଅଭିଯୋଗ ପ୍ରକୋଷ୍ଠକୁ ଘେରିଲା ଅଭିଭାବକ ମହାସଂଘ

8101 ନାକଚ ଫର୍ମର ପୁନଃ ଯାଞ୍ଚ ପାଇଁ ନିର୍ଦେଶ l ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ଅନୁଯାଇ ପ୍ରାଇଭେଟ ସ୍କୁଲରେ 25% ସିଟରେ ଆର୍ଥିକ ଅନାଗ୍ରସର ଶ୍ରେଣୀ ପିଲାଙ୍କୁ ମାଗଣା ପଢିବା ଉଦ୍ୟେଶରେ ଗଠିତ ପାରଦର୍ଶୀ ପୋର୍ଟାଲରେ ଘୋଟଲାକୁ ନେଇ ଉଗ୍ର ରୂପ ଧାରଣ କଲେ ଅଭିଭାବକ, ନ୍ୟାୟ ନ ମିଳିବାରୁ ଅଭିଯୋଗ ପ୍ରକୋଷ୍ଟରେ ଥିବା ବିଭାଗୀୟ ଅଫିସର ମାନଙ୍କୁ ତାଲା ପକେଇଲେ l ପରିସ୍ଥିତି ଅଣାୟତ୍ତ ହେବାରୁ ସରକାରୀ ଅଫିସର ମାନେ ଜରୁରୀ ବୈଠକ ଡାକି… Continue reading ପାରଦର୍ଶୀ ପୋର୍ଟାଲରେ ଘୋଟାଲା, କବାଟ କିଳି ଅଭିଯୋଗ ପ୍ରକୋଷ୍ଠକୁ ଘେରିଲା ଅଭିଭାବକ ମହାସଂଘ

ବଲାଙ୍ଗୀର ଜିଲ୍ଲା ବାର୍ ଏସୋସିଏସନ୍ ତରଫରୁ ମଧୁବାବୁ ଜୟନ୍ତୀ ପାଳିତ

ବଲାଙ୍ଗୀର: ବଲାଙ୍ଗିର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ମାନ୍ୟତା ପ୍ରଦାନ କରିବା ଦିଗରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏପ୍ରିଲ ୨୮ ମଧୁବାବୁଙ୍କ ଜନ୍ମ ଦିନକୁ ସାରା ରାଜ୍ୟରେ ଲୟରସ’ ଡେ’ ଭାବରେ ପାଳନ କଲରାଯାଉଥିବା ବେଳେ ମଧୁସୂଦନ ଦାସଙ୍କ ପ୍ରଗତୀଶାଳି ଚିନ୍ତାଧାରା ଓ ମୁକଦ୍ଦମା ପରିଚାଳନା କ୍ଷେତ୍ରରେ ବ୍ୟବସାୟିକ ମନୋବୃତ୍ତି ନରଖି ନିଜର ମହକିଲଙ୍କ ପ୍ରତି ଉଦାର ମନୋଭାବ ପାଇଁ ସେ ସବୁଦିନ ସ୍ମରଣୀୟ ହୋଇରହିବେ । କୋର୍ଟରେ… Continue reading ବଲାଙ୍ଗୀର ଜିଲ୍ଲା ବାର୍ ଏସୋସିଏସନ୍ ତରଫରୁ ମଧୁବାବୁ ଜୟନ୍ତୀ ପାଳିତ

ବେତନଟୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ ପାଳିତ

ବେତନଟୀ: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ବେତନଟୀ ବରିଷ୍ଠ ନାଗରିକସଂଘ ଓ ବେତନଟୀ ବାର ଏସୋସିଏସନ ପକ୍ଷରୁ ଆଜି ପାଳିତ ହୋଇଯାଇଛି । ବେତନଟୀ ବରିଷ୍ଠ ନାଗରିକସଂଘ ପକ୍ଷରୁ ସଂଘର ସମ୍ପାଦକ ଜୟନ୍ତ କୁମାର ପଟ୍ଟନାୟକଙ୍କ ସଂଯୋଜନା ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ତଥା ବରିଷ୍ଠ ଆଇନଜୀବୀ ହିମାଂଶୁ କୁମାର ପରିଡା ମୁଖ୍ୟ ଅତିଥ ଭାବେ ଯୋଗଦାନ କରି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ବରିଷ୍ଠନାଗରିକ ସଂଘ ପକ୍ଷରୁ… Continue reading ବେତନଟୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ ପାଳିତ

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି କେଣ୍ଡେଲ ଶୋଭାଯାତ୍ରା

ଗୋଲାମୁଣ୍ଡା, ଜନ୍ମେଜୟ ନାଏକ ଙ୍କ ରିପୋର୍ଟ: ଜମ୍ମୁକାଶ୍ମୀର ର ପହଲଗାମ ଠାରେ ୨୨/୦୪/୨୦୨୫ ମଙ୍ଗଳବାର ଦିନ ହୋଇଥିବା ଆତଙ୍କବାଦୀ ମାନଙ୍କ ବର୍ବର କାଣ୍ଡ ରେ ମୃତ୍ୟୁ ବରଣ କରିଥିବାର ପର୍ଯ୍ୟଟକ ମାନଙ୍କ ଅମର ଆତ୍ମାର ସତଗତି ପାଇଁ ଗୋଲାମୁଣ୍ଡା ହିନ୍ଦୁ ସଂଗଠନ ତରଫରୁ କେଣ୍ଡେଲ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ,ବରିଷ୍ଠ ଭାଜପା ନେତା ପ୍ରସନ୍ନ ରାଉତ, ଭାଜପା ଜିଲ୍ଲା ଯୁବ ମୋର୍ଚ୍ଚା ସମିର… Continue reading ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି କେଣ୍ଡେଲ ଶୋଭାଯାତ୍ରା

ପହଲଗାମ ପର୍ଯ୍ୟଟକ ମାନଙ୍କ ହତ୍ୟା ବିରୋଧ ରେ ଜନ କଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା

ଧର୍ମଗଡ, ୨୮/୪/୨୫ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):  ପହଲ ଗାମ ପର୍ଯ୍ୟଟକ ମାନଙ୍କ ଉପରେ ଆତଙ୍କବାଦୀ ମାନେ ୨୭ରୁ ଉର୍ଦ୍ଧ୍ବ ଙ୍କୁ ନିହତ କରିଥିବା ଘଟଣାକୁ ତୀବ୍ର ନିନ୍ଦା କରି ମୃତ ବ୍ୟକ୍ତି ମାନଙ୍କ ପାଇଁ  ସାରା ଭାରତ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କ ପରିବାରଙ୍କ ମଙ୍ଗଳ କାମନା ନିମନ୍ତେ ପ୍ରାର୍ଥନା କରିଥିଲେ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ  ଦଶପୁର, ଟେମରି ବୁଦ୍ଧିଜିବି ଙ୍କ… Continue reading ପହଲଗାମ ପର୍ଯ୍ୟଟକ ମାନଙ୍କ ହତ୍ୟା ବିରୋଧ ରେ ଜନ କଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା

You cannot copy content of this page