ଖମାରହଲଦି ଗ୍ରାମପଞ୍ଚାୟତ ସ୍ତରୀୟ ଡମ୍ୱ ସମାଜ ବିକାଶ ପରିଷଦର ବନ୍ଧୁ ମିଳନ

ଗୋଲାମୁଣ୍ଡା, (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଲଦି ଗ୍ରାମପଞ୍ଚାୟତରେ  ଡମ୍ବ ସମାଜ ବିକାଶ ପରିଷଦର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ବହୁ ମୁଖୀ ପ୍ରତିଭା ମହାମାନବ ବାବାସାହେବ ଡ଼ଃ ,ଆମ୍ବେଦକର ଫଟୋ ଚିତ୍ରରେ ଦୀପ ପୁଷ୍ପ ପ୍ରଦାନ କରା ଯାଇଥିଲା । ପରେ ଗୋଲାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦ ର ସଭାପତି  ରାମ କୁମାର ସେନାପତି ସମାଜର ବିକାଶ ନିମନ୍ତେ… Continue reading ଖମାରହଲଦି ଗ୍ରାମପଞ୍ଚାୟତ ସ୍ତରୀୟ ଡମ୍ୱ ସମାଜ ବିକାଶ ପରିଷଦର ବନ୍ଧୁ ମିଳନ

You cannot copy content of this page