କଳାହାଣ୍ଡି ଚେସ ଏକାଡେମୀ ତରଫରୁ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସବ

ଭବାନୀପାଟଣା, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି | ଚଳିତ ଏପ୍ରିଲ ୧୮ ଓ ୧୯ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ଏହି ପ୍ରତିଯୋଗିତା ରେ ସଫଳ ହୋଇଥିବ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ… Continue reading କଳାହାଣ୍ଡି ଚେସ ଏକାଡେମୀ ତରଫରୁ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସବ

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ବ୍ଲକ ଛିଲିପା ପଞ୍ଚାୟତ ଅନ୍ତର୍ଗତ ଗୋଡ଼ଭଞ୍ଜା କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ (ଗୁରୁବାର ) ସ୍ଥାନୀୟ ସ୍କୁଲ୍ ପ୍ରାଙ୍ଗଣରେ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ଅରୂପା ନନ୍ଦ ଭୋଇ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ଏବିଇଓ ତଥା ବିଆରସିସି ଗୋଲାମୁଣ୍ଡା ଲବଣି ନାଏକ, ସମ୍ମାନିତ… Continue reading ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ରାଜ୍ୟସ୍ତରୀୟ ଆଦିଶଙ୍କର ଜୟନ୍ତୀରେ ପ୍ରଦୁ୍ୟମ୍ନ ଶତପଥୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨.୫ : ଆଦିଶଙ୍କର ବେଦାନ୍ତ ପ୍ରତିଷ୍ଠାନମ୍ ପକ୍ଷରୁ ରାଜ୍ୟସ୍ତରୀୟ ଭଗବତପାଦ ଆ•ର୍ଯ୍ୟ ଆଦିଶଙ୍କରଙ୍କ ଜୟନ୍ତୀ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠାନର ଅଧ୍ୟକ୍ଷ, ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପୂର୍ବତନ ପ୍ରଶାସକ ସହଦେବ ଜୟସିଂହ କହିଲେ ଯେ, ଆଜି ମଧ୍ୟ ଭଗବତ ପାଦ ଆଦିଶଙ୍କରଙ୍କ ଜନ୍ମକାଳକୁ ନେଇ ଅନେକଙ୍କ ମନରେ ସନେ୍ଦହ ରହିଛି । ଏ ବିଷୟରେ ବିଶିଷ୍ଟ… Continue reading ରାଜ୍ୟସ୍ତରୀୟ ଆଦିଶଙ୍କର ଜୟନ୍ତୀରେ ପ୍ରଦୁ୍ୟମ୍ନ ଶତପଥୀ ସମ୍ବର୍ଦ୍ଧିତ

ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ଶ୍ରମିକ ଦିବସ ପାଳିତ

ବଲାଙ୍ଗିର : ସ୍ଥାନୀୟ ପାୱାର ହାଉସ୍ ଠାରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ଶ୍ରମିକ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ସଂଘର ଉପ ସଭାପତି ପବିତ୍ର ଖୁଣ୍ଟିଆ ଙ୍କ ନେତୃତ୍ଵରେ ବିଶିଷ୍ଟ ଶ୍ରମିକ ନେତା ତଥା ଶିକ୍ଷାବିତ୍ ମନୋରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ସମ୍ବିତ କୁମାର ପଣ୍ଡା, ଡିଭିଜନ ସମ୍ପାଦକ ଉଦ୍ଧବ କରଣ, ଅମରେଶ ଚନ୍ଦ୍ର ଦାସ, ସୁଶୀଲ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଉକ୍ତ ସଭାର ପ୍ରାରମ୍ଭରୁ ପାହଲଗାମ ଠାରେ ହତ୍ଯା କରାଯାଇଥିବା… Continue reading ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ଶ୍ରମିକ ଦିବସ ପାଳିତ

ଲୋଇସିଂହା ବିଧାନସଭା ମଣ୍ଡଳସ୍ତରୀୟ ମାରାଥନ ସମୀକ୍ଷା

ବଲାଙ୍ଗିର,ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ : ବଲାଙ୍ଗିର ଲୋଇସିଂହା ବିଧାନସଭା ମଣ୍ଡଳସ୍ତରୀୟ ସମୀକ୍ଷା କମିଟି ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହେଇଛି । ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ତଥା ଲୋଇଶିଙ୍ଘା ବିଧାୟକ ଡ଼ ମୁକେଶ ମହାଲିଙ୍ଗ ଉକ୍ତ ବୈଠକର ସଭାପତିତ୍ଵ କରିବା ସହ ଲୋଇଶିଙ୍ଘା ବିଧାନସଭା ମଣ୍ଡଳର ଉନ୍ନୟନ କାର୍ଯ୍ୟର ତଦାରଖ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ କରିଥିଲେ । ଏହି ବୈଠକ ରେ… Continue reading ଲୋଇସିଂହା ବିଧାନସଭା ମଣ୍ଡଳସ୍ତରୀୟ ମାରାଥନ ସମୀକ୍ଷା

ଠିକା ଭାଗବଣ୍ଟାକୁ ନେଇ ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ

ବଲାଙ୍ଗିର,ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ, ବଲାଙ୍ଗିର, ଠିକା ଭାଗବଣ୍ଟାକୁ ନେଇ ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ। ବିଜେଡି ବ୍ଲକ ଅଧ୍ୟକ୍ଷଙ୍କ କାର୍ୟ୍ୟକଳାପକୁ ବିରୋଧ କରି ବାହାରି ଆସିଲେ ବିଜେଡି, କଂଗ୍ରେସ ସରପଞ୍ଚ ଓ ସମିତିସଭ୍ୟ। ବାହାରେ ହୋହାଲ୍ଲା ଚାଲିଥିବା ବେଳେ ଭିତରେ ନିଜ ସମର୍ଥକଙ୍କୁ ନେଇ ବୈଠକ କରୁଛନ୍ତି ବ୍ଲକ ଅଧକ୍ଷ।ଠିକା ଭାଗବଣ୍ଟାକୁ ନେଇ ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ। ଠିକା ଭାଗବଣ୍ଟାକୁ… Continue reading ଠିକା ଭାଗବଣ୍ଟାକୁ ନେଇ ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ

ନିଆରା ଢଙ୍ଗ ରେ ଜନ୍ମଦିନ ପାଳିତ

ଭୁବନେଶ୍ୱର: ଖଣ୍ଡଗିରି ନିକଟସ୍ଥ ସତ୍ୟ ମହିମା ଆଶ୍ରମରେ ଅନିକେଶ ଙ୍କ ଜନ୍ମଦିନ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇ ଅଛି I ମାତା. ଗାୟତ୍ରୀ ଓ ପିତା. ଆଲୋକ ଙ୍କ ନିଷ୍ପତି ଅନୁଯାଇ କେକ କାଟିବା ଓ ମହମବତୀ ଲଗାଇ ଫୁଙ୍କିବା ପରମ୍ପରାକୁ ବାଦ ଦେିଇ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ନିଜ ପୁତ୍ରର ଜନ୍ମଦିନକୁ ପ୍ରଭୁ ଶୂନ୍ୟବ୍ରହ୍ମ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଅସହାୟ ମାନଙ୍କୁ ଖାଦ୍ୟ ଓ… Continue reading ନିଆରା ଢଙ୍ଗ ରେ ଜନ୍ମଦିନ ପାଳିତ

ବାର୍ଷିକ ମହୋତ୍ସବ ମହିମା ଆଶ୍ରମ ବରମୁଣ୍ଡା

ଭୁବନେଶ୍ୱର: ଅକ୍ଷୟ ତୃତୀୟା ଦିନ ବରମୁଣ୍ଡା ଗ୍ରାମ ସ୍ଥିତ ମହିମା ଆଶ୍ରମ ର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଅଛି I ବ୍ରହ୍ମାବଧୁତ ଜୟକୃଷ୍ଣ ବାବା ମହୋଦୟ ଙ୍କ ଆଦେଶ ଅନୁସାରେ ସାଧୁ ବାବାଜୀ ଚରଣ ଦାସ ଙ୍କ ଅଧକ୍ଷତାରେ ପ୍ରାତଃ ବ୍ରହ୍ମ ମୁହୂର୍ତ ରେ ଅଖଣ୍ଡ ଘୃତାବତୀ ପ୍ରଜ୍ୱଳନ ଓ ବ୍ରହ୍ମ ଧ୍ଵନି ସ୍ଥାପନ କରାଯାଇଥିଲା ବିଶ୍ଵଜଗତ ମଙ୍ଗଳ ନିମନ୍ତେ ଅଲେଖ ପ୍ରଭୁ ଙ୍କ ସମବେଦ ପାର୍ଥନା କରାଯାଇଥିଲା ଓ ସନ୍ଧ୍ୟା ସମୟ ରେ ଭଜନ କୀର୍ତନ… Continue reading ବାର୍ଷିକ ମହୋତ୍ସବ ମହିମା ଆଶ୍ରମ ବରମୁଣ୍ଡା

You cannot copy content of this page