ଓଡ଼ିଆ ଚଳଚ୍ଚିତ୍ର ପ୍ରଚାର ପ୍ରସାର ରେ‌ ଅତୁଳନୀୟ ଅବଦାନ ପାଇଁ ପ୍ରଣୟ ଜେଠୀ ସମ୍ମାନିତ

ଭୁବନେଶ୍ୱର: ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ଓ ପ୍ରସାର ତଥା ଚଳଚ୍ଚିତ୍ର ଶିଳ୍ପର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀଙ୍କୁ ସମ୍ମାନିତ କରାଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପ୍ରଥ୍ଵୀରାଜ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ଏକାମ୍ର, ଭୁବନେଶ୍ୱରର ମାନ୍ୟବର ବିଧାୟକ… Continue reading ଓଡ଼ିଆ ଚଳଚ୍ଚିତ୍ର ପ୍ରଚାର ପ୍ରସାର ରେ‌ ଅତୁଳନୀୟ ଅବଦାନ ପାଇଁ ପ୍ରଣୟ ଜେଠୀ ସମ୍ମାନିତ

ପାଟଣାଗଡ଼ ବ୍ରହ୍ମପୁରା ସଅଁରାପଡ଼ା ଗଣହତ୍ୟା ମାମଲା : ବାପା ପୁଅ ଦୁହେଁ ଗିରଫ

ବଲାଙ୍ଗିର: ୨୦୨୦ ମସିହା ନଭେମ୍ବର ୧୧ ତାରିଖ ଦିନ ପାଟଣାଗଡ଼ ଥାନା ବ୍ରହ୍ମପୁରା ନିକଟସ୍ଥ ସଅଁରାପଡ଼ା ସଂଲଗ୍ନ କୁସୁମକାନୀ ଗଣହତ୍ୟାର ୬ ଅଭିଯୁକ୍ତକୁ ପୁଲିସ ଗିରଫ କରି ସେତେବେଳେ ଜେଲ ପଠାଇଥିଲା । ତେବେ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଗଙ୍ଗୱା ମାଝୀ ଓ ତା’ ପୁଅ ଦେବରାଜ ମାଝୀ ସେହିଦିନ ଠାରୁ ଫେରାର ଥିବାବେଳେ ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରାୱାନା ଜାରି ହୋଇଥିଲା । ଏପରିକି ଗଙ୍ଗୱା ମାଝୀ ହତ୍ୟାକାଣ୍ଡ ଭିଆଇ ନୂଆପଡା… Continue reading ପାଟଣାଗଡ଼ ବ୍ରହ୍ମପୁରା ସଅଁରାପଡ଼ା ଗଣହତ୍ୟା ମାମଲା : ବାପା ପୁଅ ଦୁହେଁ ଗିରଫ

ଟିଟିଲାଗଡ଼ ଡିଏଫ୍‌ଓଙ୍କୁ କେନ୍ଦୁପତ୍ର କର୍ମଚାରୀ ସଂଘର ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ବଲାଙ୍ଗିର: ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟର ବୃହତ୍ତମ ପଞ୍ଜୀକୃତ ଏବଂ ସ୍ଵୀକୃତି ପ୍ରାପ୍ତ ଶ୍ରମିକ ସଙ୍ଗଠନ । ସଂଗଠନ ପକ୍ଷରୁ ବାରମ୍ବାର ବିଭିନ୍ନ ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇପାରିନାହିଁ । ଯେପରିକି ଘୋଷିତ କନ୍ୟା ବିବାହ ସହାୟତା ଉକ୍ତ ସାମାଜିକ ନିରାପତ୍ତା ସହାୟତା, ସର୍ବନିମ୍ନ ମଜୁରୀ ଘୋଷଣା ଅନୁଯାୟୀ ସିଜିନାଲ କର୍ମଚାରୀଙ୍କ ମାସିକ ମଜୁରୀ ଦୀର୍ଘ ୮/୯ ମାସ ଅତିବାହିତ ହୋଇ ଯାଇଥିଲେ… Continue reading ଟିଟିଲାଗଡ଼ ଡିଏଫ୍‌ଓଙ୍କୁ କେନ୍ଦୁପତ୍ର କର୍ମଚାରୀ ସଂଘର ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ବଲାଙ୍ଗିରରେ ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ପାଳିତ

ବଲାଙ୍ଗିର: ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ, ବଲାଙ୍ଗିର ମେ ୩ ତାରିଖ କୁ ସାରା ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ରୂପେ ପାଳନ କରିଆସୁଛି।ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଏସ ୟୁ ଯେ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଏହି ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ ମିଶ୍ର ଯୋଗଦେଇ ଗଣମାଧ୍ୟମ କେତେ ସ୍ଵାଧୀନ ସେ ବିଷୟରେ ଅନେକ ଦୃଷ୍ଟାନ୍ତ ଦେଇ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ସେ କହିଥିଲେ ସାମ୍ବାଦିକତା… Continue reading ବଲାଙ୍ଗିରରେ ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ପାଳିତ

ଭାରତର କୌଣସି ବନ୍ଦରକୁ ଆସିବନି ପାକିସ୍ତାନ ପତାକା ଥିବା ଜାହାଜ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଠୋର ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ସେନା, ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ହାଇ ଆଲର୍ଟ ମୋଡ୍‌ରେ ଅଛନ୍ତି।ଭାରତୀୟ ନୌସେନା ଆରବ ସାଗରରେ ସତର୍କ ରହିଛି ଏବଂ ଯୁଦ୍ଧାଭ୍ୟାସ କରୁଛି। ଭାରତୀୟ ନୌସେନା ଶନିବାର ପାକିସ୍ତାନ ପାଇଁ ନିଜର ସାମୁଦ୍ରିକ କ୍ଷେତ୍ର ବନ୍ଦ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି।ନିର୍ଦ୍ଦେଶ ଅନୁସାରେ, ପାକିସ୍ତାନୀ ପତାକା ଉଡ଼ାଉଥିବା କୌଣସି ଜାହାଜକୁ ଭାରତର କୌଣସି ବନ୍ଦରରେ… Continue reading ଭାରତର କୌଣସି ବନ୍ଦରକୁ ଆସିବନି ପାକିସ୍ତାନ ପତାକା ଥିବା ଜାହାଜ

ବ୍ରିଜ୍‌ର ସ୍ଲାବ ଖସି ଗଲା ୩ ଜଣ ଶ୍ରମିକଙ୍କ ଜୀବନ

କଟକ: ନିର୍ମାଣାଧୀନ ବ୍ରିଜ୍‌ରେ ଅଘଟଣ ଘଟିଛି। କଟକର ଖାନ୍‌ ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍ ଖସିପଡ଼ିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ୨ ଜଣ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି। ମୃତ ଶ୍ରମିକମାନେ ହେଲେ ସୌମ୍ୟରଂଜନ ବେହରା, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତ। ଆହତମାନେ ହେଲେ ଅରୁଣ ବାରିକ ଓ ବିକଳ ଜେନା। ସୂଚନା ଅନୁସାରେ ଖାନନଗରରେ କାଠଯୋଡ଼ିରେ ବ୍ରିଜ୍ କାମ ଜାରି ରହିଛି। ପୂର୍ତ୍ତ… Continue reading ବ୍ରିଜ୍‌ର ସ୍ଲାବ ଖସି ଗଲା ୩ ଜଣ ଶ୍ରମିକଙ୍କ ଜୀବନ

ନୃତ୍ୟ ଅନୁଷ୍ଠାନ ଡେନିମ ଆଣ୍ଡ ବ୍ଲୁସ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ଦିବସ ଅନୁଷ୍ଠିତ

ଭୁବନେଶ୍ୱର: ନୃତ୍ୟ ଅନୁଷ୍ଠାନ ଡେନିମ ଆଣ୍ଡ ବ୍ଲୁସ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ଦିବସ ୨୦୨୫ ସ୍ଥାନୀୟ ପ୍ରିନ୍ସ ହୋଟେଲ ପରିସରରେ ସାମ୍ବାଦିକ ସତ୍ୟ ପାଣିଗ୍ରାହୀଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ସୁବାର୍ତ୍ତା ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ବଡ଼ ଖବର ର ସମ୍ପାଦକ ଅର୍ଧେନ୍ଦୁ ଦାସ, ସାହିତ୍ୟିକ ନୀଳାଦ୍ରି ଭୂଷଣ ମହାପାତ୍ର, ଉତ୍କଳ ବୁଲେଟିନ ସମ୍ପାଦକ ଅରବିନ୍ଦ ତ୍ରିପାଠୀ, ଗଣମାଧ୍ୟମ ସଂଯୋଜକ ବାଳକୃଷ୍ଣ… Continue reading ନୃତ୍ୟ ଅନୁଷ୍ଠାନ ଡେନିମ ଆଣ୍ଡ ବ୍ଲୁସ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ଦିବସ ଅନୁଷ୍ଠିତ

You cannot copy content of this page