Untitled

ଭୁବନେଶ୍ୱର: ସତ୍ୟନଗର ଜାଭିଅର ସ୍କୁଲକୁ କର୍ତ୍ତୃପକ୍ଷ ବନ୍ଦ କରିଦେଇଛି l ସ୍କୁଲର ସବୁ ପିଲାଙ୍କୁ ଖଣ୍ଡଗିରି ସ୍କୁଲକୁ ସ୍ଥାନାନ୍ତରଣ କରିଦେଇଛନ୍ତି l ସତ୍ୟନଗର ସ୍କୁଲରେ ସବୁ ପ୍ରାଇଭେଟ ସ୍କୁଲ ଭଳି ଶିକ୍ଷା ଅଧିକାର ଆଇନ ଅନୁଯାଇ 25% ଆର୍ଥିକ ଦୁର୍ବଳ ଶ୍ରେଣୀ ପିଲା ପାଠ ପଢୁଛନ୍ତି l ସତ୍ୟନଗର ପାଖାପାଖି ଅଭିଭାବକ ଘରଠାରୁ ଖଣ୍ଡଗିରି ସ୍କୁଲର ଦୂରତା ପ୍ରାୟ 8 ରୁ 12 କିମି ହେବ l ଗରିବ ଅଭିଭାବକ ମାନେ କିପରି ଏତେ ଦୂର ପଠାଇ… Continue reading Untitled

ଅବକାରୀ ବିଭାଗ ଦ୍ଵାରା ହାତ ରନ୍ଧା ମଦ ଓ ମହୁଲ ପୋଚ ଜବତ

ଭବାନୀପାଟଣା, ୦୬/୦୫; ଉତ୍କଳ ବୁଲେଟିନ(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ବ୍ଳକ ରେତ ଡେମ ନିକଟ ହାତୀ ମୁଣ୍ଡା ଗ୍ରାମରେ ବେନିୟମ ଭାବେ ରନ୍ଧା ମଦ ଚାଲିଥିବା ଖବର ପାଇ ଅବକାରୀ ଟିମ ଚଢାଉ କରିଥିଲେ। ଭବାନୀପାଟଣା ଅବକାରୀ ଭାରପ୍ରାପ୍ତ ଅଧିକାରୀ ତିଲକ ରାମ ନାଏକଙ୍କ ନେତୃତ୍ଵରେ ପ୍ରଦ୍ୟୁମ୍ନ ନାଏକ, ଅଶୋକ କୁମାର ପ୍ରଧାନ, ଅମରେନ୍ଦ୍ର ମାଝୀ, ସାମୁଏଲ ଆଚାର୍ଯ୍ଯ, କିଶାନ ଗଉଡ, ମହାଦେବ ମାଝୀ,… Continue reading ଅବକାରୀ ବିଭାଗ ଦ୍ଵାରା ହାତ ରନ୍ଧା ମଦ ଓ ମହୁଲ ପୋଚ ଜବତ

ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ

ଭବାନୀପାଟଣା, ୦୬/୦୫ (ଜଗନ୍ନାଥ ନାଏକ) : ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଦାଇତ୍ୱ ରେ ଥିବା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ର ମନ୍ଦାକିନୀ ବାଣୁଆଁ (ସୋନୀ ) ଙ୍କୁ ବଲାଙ୍ଗୀର ଜିଲ୍ଲା ଯୁବ କଂଗ୍ରେସ ର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି l ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ଦାଇତ୍ୱ ମିଳିଛି l ମନ୍ଦାକିନୀ କଳାହାଣ୍ଡି ଜିଲ୍ଲା କଂଗ୍ରେସ ରେ ଜଣେ ସକ୍ରିୟ ନାରୀ… Continue reading ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ

ଡ୍ରେନେଜ୍ ସମସ୍ୟା; ଅସୁବିଧା ସାଲେପାଲି ଅଞ୍ଚଳରବାସୀ

ବଲାଙ୍ଗୀର : ବଲାଙ୍ଗୀର ମୁନିସିପାଲିଟି ଅନ୍ତର୍ଗତ ସର୍କିଟ ହାଉସ ରୋଡ ତଥା ସାଲେପାଲିରୁ ରେଳଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତାରେ (୧୮ ନମ୍ଵର୍ ୱାର୍ଡ) ଡ୍ରେନ୍ ପାଣି ବର୍ତ୍ତମାନ ରାସ୍ତାରେ ବୋହୁ ଥିବା ଯୋଗୁଁ ଏକ ଅସ୍ଵାସ୍ଥ୍ୟକର କର ପରିବେଶ ସ୍ରୁଷ୍ଟି ହେଉଛି l ଏହା ଦ୍ଵାରା ଏହି ରାସ୍ତା ଉପରେ ନିର୍ଭରଶୀଳ ଲୋକଙ୍କୁ ଅନେକ ହଇରାଣର ସମ୍ମୁଖୀନ ହେବାକୁ ପଡୁଛି l ବଲାଙ୍ଗୀର ପି.ଡବ୍ଲ୍ୟୁ.ଡି ବିଭାଗ ତରଫରୁ ଏଠାରେ ଡ୍ରେନ୍ ନିର୍ମାଣ ହୋଇଛି ସତ କିନ୍ତୁ ଡ୍ରେନ୍… Continue reading ଡ୍ରେନେଜ୍ ସମସ୍ୟା; ଅସୁବିଧା ସାଲେପାଲି ଅଞ୍ଚଳରବାସୀ

ଚର୍ଚ୍ଚା ରେ ଭବାନୀପାଟଣା ପରିବହନ ବିଭାଗ ର ମହିଳା କନଷ୍ଟେବଳ

ବଲାଙ୍ଗିର : ଭବାନୀପାଟଣା ପରିବହନ ବିଭାଗ ରେ ଆଇନ କୁ ଖୋଲା ଉଲଂଘନ କରି ମହିଳା କନଷ୍ଟେବଳ ଚର୍ଚ୍ଚା ରେ ଟଙ୍କା ଦିଅ… ନହେଲେ ଚାପୁଡ଼ା ଖାଅ…। ଭବାନୀପାଟଣା ପରିବହନ ବିଭାଗର ଏପରି ପଲିସି ଏବେ ଚର୍ଚ୍ଚାରେ । ଜଣେ ଟ୍ରକ ଡ୍ରାଇଭରକୁ ଅଟକାଇ ଟଙ୍କା ମାଗିଲେ ପରିବହନ ବିଭାଗର ଦବଙ୍ଗ କନଷ୍ଟେବଳ ବାନୋ ବେଗମ । ଟଙ୍କା ନଦେବାରୁ ସିଧା ଡ୍ରାଇଭରଙ୍କ ଗାଲରେ ଚାପୁଡ଼ା କସିଦେଲେ ମ୍ୟାଡାମ । ଆଉ ପୁରା ଦବଙ୍ଗଗିରିର ଦୃଶ୍ୟ ଏବେ… Continue reading ଚର୍ଚ୍ଚା ରେ ଭବାନୀପାଟଣା ପରିବହନ ବିଭାଗ ର ମହିଳା କନଷ୍ଟେବଳ

ନେହେରୁ ଯୁବ ପ୍ରତିଷ୍ଠାନର ୫୩ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଯୁବ ସାଂସ୍କୃତିକ ଅନୁଷ୍ଠାନ ନେହେରୁ ଯୁବ ପ୍ରତିଷ୍ଠାନର ୫୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି,ଗତ ୨ ତାରିଖ ସନ୍ଧ୍ୟାରେ ଅନୁଷ୍ଠାନ ପରିସରରେ ପ୍ରତିଷ୍ଠାନର ସଭାପତି ସହଦେବ ଜୟସିଂହଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକାରୀ ସଦସ୍ୟା ମିନତି ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ, ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଅନ୍ୟତମ ମୂଖ୍ୟ ଅତିଥି ଚଳଚିତ୍ର ଓ ଟିଭି ଧାରାବାହିକର ଅଭିନେତା ଜ୍ଞାନେନ୍ଦ୍ର ଓ ସ୍ଥାନୀୟ କର୍ପୋରେଟର ପୁଷ୍ପା ରାଉତ… Continue reading ନେହେରୁ ଯୁବ ପ୍ରତିଷ୍ଠାନର ୫୩ତମ ପ୍ରତିଷ୍ଠା ଦିବସ ପାଳିତ

କଣ୍ଠଶିଳ୍ପୀ ପବନଦୀପ ରାଜନ୍ କାର ଦୁର୍ଘଟଣାରେ ଗୁରୁତର

ମୁମ୍ବାଇ: ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ର ବିଜେତା କଣ୍ଠଶିଳ୍ପୀ ପବନଦୀପ ରାଜନ୍ ସୋମବାର ଆମରୋହାରେ କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି। ସୋମବାର ପବନଦୀପ ବିଳମ୍ବିତ ରାତିରେ ଉତ୍ତରାଖଣ୍ଡ ଚମ୍ପାବତରୁ ବାହାରି ଦିଲ୍ଲୀର ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ରାତି ପାଖାପାଖି ୩ଟା ସମୟ ହେବ ପବନଦୀପ ରାଜନଙ୍କ କାର ଚାଳକଙ୍କ ଆଖି ଲାଗି ଯାଇଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ଦେଇଥିଲା। ଦୁର୍ଘଟଣାରେ… Continue reading କଣ୍ଠଶିଳ୍ପୀ ପବନଦୀପ ରାଜନ୍ କାର ଦୁର୍ଘଟଣାରେ ଗୁରୁତର

You cannot copy content of this page