ବଲାଙ୍ଗିର: ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ହରିଶଂକର ଠାରେ ବିଶ୍ଵ ରେଡ଼କ୍ରସ ଦିବସ ୨୦୨୫ ପାଳନ କରାଯାଇଛି। ଏ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପବିତ୍ର ବେହେରା ରେଡ଼କ୍ରସ ପତାକା ଉତ୍ତୋଳନ କରି ସାର ଜନ ହେନେରୀ ଦୁନାଣ୍ଟ ଙ୍କ ଜୀବନୀ ତଥା ରେଡକ୍ରସ ଦିବସ ର ମହନୀୟତା ସମ୍ପର୍କ ରେ ଉପସ୍ଥିତ ଲୋକଙ୍କୁ ଆଲୋକପାତ କରିଥିଲେ। ଏହାପରେ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗୀର ଙ୍କ… Continue reading ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ହରିଶଂକର ଠାରେ ବିଶ୍ଵ ରେଡ଼କ୍ରସ ଦିବସ ୨୦୨୫ ପାଳନ
ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ହରିଶଂକର ଠାରେ ବିଶ୍ଵ ରେଡ଼କ୍ରସ ଦିବସ ୨୦୨୫ ପାଳନ
