ତିର୍ତୋଲ: ଶ୍ରୀମଦ ବାବା ବଳିଆଙ୍କ ଶିଶୁ ଅନନ୍ତ ଆଶ୍ରମ ଅରିଲୋ ଠାରେ ସନ୍ଥ ତୀର୍ଥ ପୂଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ସଂସ୍କୃତି ପୁରୁଷ, ସ୍ତମ୍ଭକାର ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଙ୍କ ସମେତ ସାରା ଓଡିଶାରୁ 32 ଜଣ ସାଧୁ,ସନ୍ଥ, ମହନ୍ତ ଯୋଗ ଦେବା ସହିତ ଭାରତର ମହାନ ସାଂସ୍କୃତିକ ସନାତନ ପରମ୍ପରା କୁ ଆଗେଇ ନେବା ପାଇଁ ଏହା ଉଦ୍ଦିଷ୍ଠ ବୋଲି ମତ ବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମକୁ… Continue reading ସନ୍ଥ ତୀର୍ଥ ପୂଜନ ଉତ୍ସବ ଅନୁଷ୍ଠିତ
ସନ୍ଥ ତୀର୍ଥ ପୂଜନ ଉତ୍ସବ ଅନୁଷ୍ଠିତ
