ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାରା ପକ୍ଷରୁ ଓଡ଼ିଶୀ ନୃତ୍ୟର ସମ୍ଭାର

ଭୁବନେଶ୍ୱର: ଅଗ୍ରଣୀ ଅନୁଷ୍ଠାନ ତ୍ରିଧାରା ପକ୍ଷରୁ ତ୍ରଭଞ୍ଜ କଳା ମଣ୍ଡପ ଠାରେ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ଦେବସ୍ମୃତି ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଛି । ସ୍ବର୍ଗତ ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀ (ଘରାନା)କୁ ଓଡ଼ିଶୀ ନୃତ୍ୟ ରୂପରେ ପ୍ରଦର୍ଶନ ଓ ଓଡ଼ିଶୀ ନୃତ୍ୟକୁ ପାରମ୍ପରିକ ଆଦିବାସୀ, ଲୋକନୃତ୍ୟରେ ସଂଯୋଗ କରିବା ଏହି ମହୋତ୍ସବର ଉଦ୍ଦେଶ୍ୟ । ଏହି ଉତ୍ସବରେ ସମ୍ମାନିତ ଅତିଥୁ ଭାବେ ପ୍ରସାର ଭାରତୀର ପୂର୍ବତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେଶ… Continue reading ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାରା ପକ୍ଷରୁ ଓଡ଼ିଶୀ ନୃତ୍ୟର ସମ୍ଭାର

ସ୍ବର୍ଗତ ହେମଲତାଙ୍କ ସ୍ମୃତିରେ ଖାଦ୍ୟ ଓ ବସ୍ତ୍ର ଦାନ

ଭୁବନେଶ୍ୱର: ବରିଷ୍ଠ ସମାଜସେବୀକା, ସରଳ, ମିଷ୍ଠଭାଷୀ ବ୍ୟକ୍ତିତ୍ୱ ର ଅଧିକାରୀ ସ୍ବର୍ଗତ ହେମଲତା ସାହୁଙ୍କ 11 ତମ ସ୍ମୃତି ଚାରଣ ଦିବସ ସ୍ଥାନୀୟ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ଠାରେ ନିଆରା ଭାବେ “ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ “ପକ୍ଷରୁ ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆଙ୍କ ପୌରହିତ୍ୟ ଓ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଙ୍କ ସଂଯୋଜନା ରେ ଆୟୋଜିତ ହୋଇ ଯାଇଛି l ଶୂନ୍ୟ ପ୍ରଭୁଙ୍କୁ ପ୍ରଦୀପ ପ୍ରଜ୍ବଳନ ସହ ବିଶ୍ୱ ବାସୀ ଙ୍କ… Continue reading ସ୍ବର୍ଗତ ହେମଲତାଙ୍କ ସ୍ମୃତିରେ ଖାଦ୍ୟ ଓ ବସ୍ତ୍ର ଦାନ

You cannot copy content of this page