ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣର ତୀବ୍ରନିନ୍ଦା ଓ ପ୍ରତିବାଦ

ଭୁବନେଶ୍ୱର, 26/05/25: ସାମ୍ବାଦିକଟିଏ ବହୁ କଷ୍ଟକରି ଖବର ସଂଗ୍ରହ କରିବା ସହିତ ସାଧାରଣଜନତାଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇ ଥାଏ l ମାତ୍ର ବହୁ ସମୟରେ ବହୁବାଧା ବିଘ୍ନ, ଆକ୍ରମଣ, ସମସ୍ୟା, ଅପମାନସହିଥାଏ l ବଡ଼ଖବର ସାମ୍ବାଦିକ ବିଜୟ ପ୍ରଧାନ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ କୁଲଥୀପାଲି ଅଂଚଳର ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ଦୁର୍ନୀତିର ଖବର ପ୍ରସାରଣ କରିଥିଲେ l ଏହା ବିରୋଧ ରେ ତାଙ୍କୁ ଆକ୍ରମଣ କରିବା, ମୁହଁକୁ ଗୋଇଠା ମାରିବା ସହିତ, ଆଶ୍ରାବ୍ୟ ଭାଷାରେ… Continue reading ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣର ତୀବ୍ରନିନ୍ଦା ଓ ପ୍ରତିବାଦ

ଟିଟିଲାଗଡ଼ର ସଫେଇ କର୍ମଚାରୀଙ୍କୁ ନେଇ ପ୍ରକୃତି ରକ୍ଷା ତରଫରୁ ହେଲଥ କ୍ୟାମ୍ପ

ବଲାଙ୍ଗିର: ବଲାଙ୍ଗିର ଟିଟିଲାଗଡ଼ ସହରର ପ୍ରକୃତି ରକ୍ଷା ଏନ୍‌ଜିଓ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ସେବା କରାଯାଇଥାଏ । ଶନିବାର ଦିନ ସକାଳେ ସ୍ଥାନୀୟ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ ପ୍ରକୃତି ମିତ୍ର ସୋସିଆଲ ଅନୁଷ୍ଠାନ ପକ୍ଷରୁ ସଭାପତି ସାରଦା ରାଓଙ୍କ ସଭାପତିତ୍ୱରେ ଟିଟିଲାଗଡ଼ ସହରର ସମସ୍ତ ସଫେଇ କର୍ମଚାରୀଙ୍କୁ ନେଇ ଏକ ହେଲଥ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାମ୍ପରେ ସରକାରୀ ଡାକ୍ତରଖାନାର ଡାକ୍ତର ଦେବାଶିଷ ସେନାପତି ଏବଂ ଗୌରବ ପଣ୍ଡା… Continue reading ଟିଟିଲାଗଡ଼ର ସଫେଇ କର୍ମଚାରୀଙ୍କୁ ନେଇ ପ୍ରକୃତି ରକ୍ଷା ତରଫରୁ ହେଲଥ କ୍ୟାମ୍ପ

ମନ୍ଦିର ରୋଷ ଘରେ ନାବାଳିକାଙ୍କୁ ବଳାତ୍କାର କଲେ ପୂଜକ

ସମ୍ବଲପୁର: ସମ୍ବଲପୁର ଜମନକିରା ଥାନା ସଦର ମହକୁମାସ୍ଥିତ ବାବା ମୁକ୍ତେଶ୍ୱର ମନ୍ଦିର ରୋଷେଇ ଗୃହରେ ଜଣେ ୧୨ବର୍ଷୀୟା ନାବାଳିକା ବଳାତ୍କାରର ଶିକାର ହୋଇଛି। ମନ୍ଦିରର ଜଣେ ସହଯୋଗୀ ପୂଜକ ଶୋଭା ମହାପାତ୍ର ଓରଫ କେଦାର(୩୬)ଙ୍କ ନାମରେ ଅଭିଯୋଗ କରାଯାଇଛି । ପୀଡିତା ନାବାଳିକା ବି ଜଣେ ପୂଜକଙ୍କ ଝିଅ ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି। ପୀଡ଼ିତାଙ୍କ ମା’ ଏ ନେଇ ଜମନକିରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ବିଏନ୍‌ଏସ୍ ଦଫା ୬୪(୨)ଏଫ୍‌ରେ ଏକ… Continue reading ମନ୍ଦିର ରୋଷ ଘରେ ନାବାଳିକାଙ୍କୁ ବଳାତ୍କାର କଲେ ପୂଜକ

ରାଜ୍ୟସ୍ତରୀୟ ଭଜନ ସମ୍ରାଟ ଭିକାରୀ ବଳ ଅଖଣ୍ଡ ଭଜନ ମହୋତ୍ସବ

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 40;

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ,”ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର” ଠାରେ ଭିକାରୀ ବଳ ଫାଉଣ୍ଡେସନ ଦ୍ବାରା ଆୟୋଜିତ ଗୀତରେ ନୃତ୍ୟରେ ରାଜ୍ୟସ୍ତରୀୟ ଭଜନ ସମ୍ରାଟ ଭିକାରୀ ବଳ ଅଖଣ୍ଡ ଭଜନ ମହୋତ୍ସବରେ ,”ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ” ଭଜନ ସମ୍ରାଟ୍ ଭିକାରୀ ବଳଙ୍କର ଭଜନରେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଡଂ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣରେ ଏବଂ ପ୍ରତିମା ମିଶ୍ରଙ୍କ ସୁପରିଚାଳନା ଦ୍ବାରା ଅନୁଷ୍ଠାନର ନୃତ୍ୟାଙ୍ଗନା ମାନେ ଖୁବ୍ ସୁନ୍ଦର ଭାବରେ ନୃତ୍ୟ… Continue reading ରାଜ୍ୟସ୍ତରୀୟ ଭଜନ ସମ୍ରାଟ ଭିକାରୀ ବଳ ଅଖଣ୍ଡ ଭଜନ ମହୋତ୍ସବ

ତୁଷୁରାରେ ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର ଉଦଘାଟିତ

ବଲାଙ୍ଗିର: ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ତୁଷୁରା ମାରୱାଡି ଯୁବାମଞ୍ଚ ଓ ଜାଗୃତି ଶାଖାର ଆନୁକୂଲ୍ୟରେ ଶ୍ରୀ ମହାବୀର ବିକଳାଙ୍ଗ ସହାୟତା ସମିତି, ରାଞ୍ଚିର ମିଳିତ ତତ୍ତ୍ବାବଧାନରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଅଗ୍ରସେନ ଭବନ ଠାରେ ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର ଉଦଘାଟିତ ହୋଇ ଯାଇଛି। ଏହି ଶିବରକୁ ବଲାଙ୍ଗୀର ଗାୟତ୍ରୀ ଶକ୍ତିପୀଠର ସଂପାଦକ ଡା ସୁରେଶ କୁମାର ସଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମାରୱାଡି ଯୁବାମଞ୍ଚର ସଂସ୍ଥାପକ ଓ… Continue reading ତୁଷୁରାରେ ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର ଉଦଘାଟିତ

ଯୁକ୍ତଦୁଇ ବିଜ୍ଞାନରେ ଆକାଂକ୍ଷା ଙ୍କ ସଫଳତା

ନୟାଗଡ: ନୟାଗଡ ଜିଲ୍ଲା, ଭାପୁର ବ୍ଲକ ଅନ୍ତର୍ଗତ କରବର ଗ୍ରାମର ଆକାଂକ୍ଷା ଙ୍କ ଅସ୍ମିକା ଯୁକ୍ତଦୁଇ ବିଜ୍ଞାନ 2025 ଓଡିଶା ବୋର୍ଡ ଅଧୀନ ବାର୍ଷିକ ପରୀକ୍ଷା ରେ 94.8% ପ୍ରତିଶତ ନମ୍ବର ରଖି ଅର୍ଥାତ 600 ରୁ 569 ନମ୍ବର ଅହେତୁକ ସଫଳତା ହାସଲ କରିବା ସହିତ ନୟାଗଡ ହାୟର ସେକେଣ୍ଡେରୀ ସ୍ୱୟଂ ଶାସିତ ଅର୍ଥାତ ନିଜ ବିଦ୍ୟାଳୟ କୁ ଗୌରାବାନ୍ୱିତ କରିଛନ୍ତି l ଝିଅମାନେ ବି କୌଣସି ଗୁଣରେ କମ ନୁହଁନ୍ତି, ଏହା ପୁନର୍ବାର ପ୍ରମାଣିତ… Continue reading ଯୁକ୍ତଦୁଇ ବିଜ୍ଞାନରେ ଆକାଂକ୍ଷା ଙ୍କ ସଫଳତା

You cannot copy content of this page