ପିପିଲି ଥାନା ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି ଆଇନ ଶୃଙ୍ଖଳା

ପୁରୀ: ପିପିଲି ଥାନା ଅଞ୍ଚଳରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି । ବିଶେଷ କରି ନାବାଳିକାଙ୍କୁ ଦୁଷ୍କର୍ମ ଓ ମହିଳାଙ୍କୁ ନିର୍ଯାତନା ଘଟଣା ବଢିଚାଲିଛି । ଏଇ ୨ ମାସ ଭିତରେ ୫ ଜଣ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗ ଆସିଛି । ସବୁ ଘଟଣା ପିପିଲି ଥାନା ଅଞ୍ଚଳରେ ଘଟିଛି । କେତେବେଳେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେଉଛନ୍ତି ତ ଆଉ କେତେବେଳେ ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଆଉ… Continue reading ପିପିଲି ଥାନା ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି ଆଇନ ଶୃଙ୍ଖଳା

କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲିଅନ୍ତା: ବାଳକାଟି ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରତିଭା ଓ ପ୍ରୟାସ କୋଚିଂ ସେଣ୍ଟରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୨0୨୪/୨୫ ଶିକ୍ଷାବର୍ଷରେ ଅଧ୍ୟୟନ କରିଥିବା ଦଶମ, ଯୁକ୍ତଦୁଇ ଏବଂ ସିବିଏସଇ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଅନୁଷ୍ଠାନର ମୁଖ୍ୟ ତଥା ପ୍ରତିଷ୍ଠାତା ଚିତ୍ତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ସମ୍ବର୍ଦ୍ଧିତ ସଭାରେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ସନ୍ତୋଷ ବେହେରା l ଏଥିରେ… Continue reading କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଳକୃଷ୍ଣ ବନୋଜ ତ୍ରିପାଠୀ ଓ ପୂଜା ପାଣିଙ୍କୁ ବାଳକୃଷ୍ଣ ଦାଶ ସ୍ମୃତି ସମ୍ମାନ

ବାଲିଅନ୍ତା: ପ୍ରବାଦପୁରୁଷ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଜଣେ ଉଜ୍ବସ୍ୱନି ପ୍ରତିଭା ଥିଲେ ବୋଲି ଆଜି ତାଙ୍କର ୧୦୩ ତମ ଜନ୍ମଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଏକ ସଭାରେ ନିମନ୍ତ୍ରୀତ ଅତିଥିମାନେ ବକ୍ତବ୍ୟ ଦେଇଛନ୍ତି l ତାଙ୍କ ବିଷୟରେ ଆଲୋଚନା କରିବା କିମ୍ବା ତାଙ୍କ ସଙ୍ଗୀତ ଆଗରେ ଅନ୍ୟ କାହାକୁ ତୁଳନା କରିବା ଧୃଷ୍ଟତା ହେବବୋଲି କହିଥିଲେ l ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଜନ୍ମଗ୍ରହଣ କରିଥିବା ଏହି ମହାନ… Continue reading ବାଳକୃଷ୍ଣ ବନୋଜ ତ୍ରିପାଠୀ ଓ ପୂଜା ପାଣିଙ୍କୁ ବାଳକୃଷ୍ଣ ଦାଶ ସ୍ମୃତି ସମ୍ମାନ

You cannot copy content of this page