ପ୍ରବଳ ବର୍ଷାରେ ଗlଡ଼କଣ ଡମ୍ପିଙ୍ଗୟାର୍ଡ଼ ସମ୍ମୁଖରେ ଅଳିଆଗଦା ହଟାଇବାକୁ ଜନ ପ୍ରତିବାଦ

ଭୁବନେଶ୍ୱର: ପ୍ରବଳ ବର୍ଷା ସତ୍ୱେ ପୂର୍ବରୁ ଘୋଷଣା ମୁତାବକ ଆଜି ସକାଳ 9 ଟlରେ ଗlଡ଼କଣ ଅଳିଆଗଦା ଗେଟ ସମ୍ମୁଖରେ ଅଳିଆଗଦା ହଟାଅ ଓ଼ ସୈନିକସ୍କୁଲ ବଞ୍ଚାଅ ଅଭିଯାନ ପକ୍ଷରୁ ଶତାଧିକ ସାଧାରଣ ଜନତାଙ୍କ ଦ୍ୱାରା ପ୍ଲାକାର୍ଡ ଧରି କଥା ଦେଈ କଥା ରଖିଲ ନାହିଁ ମୋହନ ଭାଇ ପରି ସ୍ଲୋଗାନ ସହିତ ଜନ ପ୍ରତିବାଦ କରାଯାଇଥିଲା l ପ୍ରବଳ ବର୍ଷା ସତ୍ୱେ ଅଭିଯାନ କର୍ମକର୍ତା ମାନେ ଆଜି ଜନ ପ୍ରତିବାଦ ଆରଂଭ କରିଥିଲେ l ଆସନ୍ତା… Continue reading ପ୍ରବଳ ବର୍ଷାରେ ଗlଡ଼କଣ ଡମ୍ପିଙ୍ଗୟାର୍ଡ଼ ସମ୍ମୁଖରେ ଅଳିଆଗଦା ହଟାଇବାକୁ ଜନ ପ୍ରତିବାଦ

You cannot copy content of this page