ଦିବ୍ୟାଙ୍ଗ କୁମାରୀଙ୍କୁ ନେଇ ରଜର ରାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଗତ ୨୧ ତାରିଖ ଶନିବାର ହରିହର ଆର୍ଟ ଆଣ୍ଡ କଲଚର ଏକାଡେମୀ ତରଫରୁ ରେଡକ୍ରସ ଭବନରେ ଅନୁଷ୍ଠିତ ହୋଇଯାଇଛି ରଜର ରାଣୀ କାର୍ଯ୍ୟକ୍ରମ । ପଚାଶରୁ ଉର୍ଦ୍ଧ ଦିବ୍ୟାଙ୍ଗ ଯୁବକ ଯୁବତୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ନୃତ୍ୟ ସଂଗୀତରେ ଉଚ୍ଚକୋଟୀର ପରିବେଷଣ ପାଇଁ 15 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଅନ୍ୟ ଅତିଥିଭାବେ… Continue reading ଦିବ୍ୟାଙ୍ଗ କୁମାରୀଙ୍କୁ ନେଇ ରଜର ରାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜନ୍ମଦିବସ ଅବସରରେ ସାଧୁଭିକ୍ଷା ସହିତ ପଠନ ସାମଗ୍ରୀ ବଣ୍ଟନ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ସମାଜସେବୀକା ବନୋଜୋଶ୍ନା ଭୁଜବଳଙ୍କ ସୁପୁତ୍ର ସାଇରାଜଙ୍କ ଶୁଭ ଚତୁର୍ଥ ଜନ୍ମ ଦିବସ ସ୍ଥାନୀୟ ଅନ୍ଧାରୁଆ ସ୍ଥିତ ପାଦପଦ୍ମ ପାହାଡ଼ ଠାରେ ଫାଉଣ୍ଡେସନର ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆଙ୍କ ପୌର ହିତ୍ୟ ଓ ସାମ୍ବାଦିକା ରୀନା ମହାନ୍ତିଙ୍କ ସଂଯୋଜନାରେ ସାଧୁ ଭିକ୍ଷା ସହ କିଛି ବିଦ୍ୟାର୍ଥୀଙ୍କୁ ପଠନ ସାମଗ୍ରୀ ବଣ୍ଟନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିମା ସାଧୁ ମଧୁସୂଦନ ଦାସ,… Continue reading ଜନ୍ମଦିବସ ଅବସରରେ ସାଧୁଭିକ୍ଷା ସହିତ ପଠନ ସାମଗ୍ରୀ ବଣ୍ଟନ

ସଂଗ୍ରାମୀ ସାମନ୍ତ ନଟବରଙ୍କ ପୂଣ୍ୟତିଥିରେ ବୃକ୍ଷପୂଜା ଓ ସ୍ମୃତିରଣ

ଭୁବନେଶ୍ଵର: ସ୍ଵାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ପାତ୍ରପଡ଼ାସ୍ଥିତ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଥୁବା ସ୍ମୃତିବନଠାରେ ସଂଗ୍ରାମୀ ସାମନ୍ତ ନଟବର ସିଂହଙ୍କ ସ୍ମୃତିରେ ଥିବା ବକୁଳ ବୃକ୍ଷକୁ ପୂଜା କରାଯିବା ସହ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀ, ଯଶୋଦା ଦେବୀ ଓ ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତି ବୃକ୍ଷରେ ଜଳଦାନ କରାଯାଇଥିଲା ।ଏହି ଅବସରରେ ଆୟୋଜିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର କହିଲେ ଯେ, ସଂସାରରେ… Continue reading ସଂଗ୍ରାମୀ ସାମନ୍ତ ନଟବରଙ୍କ ପୂଣ୍ୟତିଥିରେ ବୃକ୍ଷପୂଜା ଓ ସ୍ମୃତିରଣ

You cannot copy content of this page