ଭୁବନେଶ୍ୱର: ପ୍ରାଚୀନ କାଳରୁ ଖାଇବା ପୂର୍ବରୁ ଭଗବାନଙ୍କୁ ଭୋଗ ଅର୍ପଣ କରିବାର ପରମ୍ପରା ରହିଆସିଛି । ମାତ୍ର ଯେତେବେଳେ ରାଜାରାଜୁଡ଼ା ତଥା ଅତ୍ୟାଚାରୀ ମହାରାଜାମାନେ ଶାସନ ଆରମ୍ଭ କଲେ ସେମାନେ ନିଜକୁ ଈଶ୍ୱରଙ୍କ ପ୍ରତିନିଧି ବା ଈଶ୍ୱର ଭାବେ ମନେକଲେ । ଏହିପରିପ୍ରେକ୍ଷିରେ ସର୍ବପ୍ରଥମେ ସାଧାରଣ ଜନତାଙ୍କ ବାଡ଼ିରେ ହେଉ ଅବା ଖାଇବା ଜିନିଷରେ ହେଉ ରାଜାଙ୍କୁ ଅର୍ପଣ କରିବାର ଅବା ଭୋଗ ପ୍ରଦାନ କରିବାର ପ୍ରଥା ପରମ୍ପରା ଚାଲିଲା । ଉକ୍ତ ପରମ୍ପରାର ଦ୍ୱାହି ଦେଇ… Continue reading ନାଟକ ରାଜଭୋଗ ମଂଚସ୍ଥ
ନାଟକ ରାଜଭୋଗ ମଂଚସ୍ଥ
