ଚିତାଲାଗି ଅମାବାସ୍ୟା

ଶ୍ରାବଣ ଅମାବାସ୍ୟା- ଚିତାଲାଗି ଅମାବାସ୍ୟାମହିମା ମଣ୍ଡିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ଉକôଳୀୟ ପରମ୍ପରାର ଅନନ୍ୟ ନିଦର୍ଶନ ପବିତ୍ର ଚିତାଲାଗି ଅମାବାସ୍ୟା । ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କ ମସ୍ତକରେ ଶୋଭାପାଉଥିବା ରନô ଖଚିତ ଚିତାଗୁଡ଼ିକୁ ସ୍ନାନପୂର୍ଣ୍ଣିମା ଦିନ ରାତି୍ରରେ ଓଲାଗି କରାଯାଇ ରଖାଯାଇଥାଏ ଏବଂ ଶ୍ରାବଣ ଅମାବାସ୍ୟା ଦିନ ପୂନର୍ବାର ଏହି ଚିତାକୁ ଶ୍ରୀବିଗ୍ରହମାନଙ୍କ ମଥାରେ ଲାଗି କରାଯାଇଥାଏ । ଶ୍ରୀମନ୍ଦିରରେ ଅନୁଷ୍ଠିତ ଅନେକ ଯାତ୍ରା, ଉପଯାତ୍ରା, ଉସôବାଦି ମଧ୍ୟରେ ଚିତାଲାଗି ଅମାବାସ୍ୟା… Continue reading ଚିତାଲାଗି ଅମାବାସ୍ୟା

You cannot copy content of this page