ଭୁବନେଶ୍ୱର: ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ଏକାଡେମୀ ଓ ଓଡିଶା ନାଟ୍ୟ ସଙ୍ଘର ମିଳିତ ଆନୁକୂଲ୍ୟରେ ସାମାଜିକ ନାଟକ “ପରାଗ “ମଞ୍ଚସ୍ଥ ହୋଇଯାଇଛି l ନାଟ୍ୟକାର ସୁବାଷ ପଣ୍ଡାଙ୍କ ରଚିତ ତଥା ଯୁଧିଷ୍ଠିର ସାହୁଙ୍କ ନିର୍ଦ୍ଧେଶନା ଓ ଶକ୍ତି ପ୍ରସାଦ ମିଶ୍ରଙ୍କ ସଂଗୀତରେ ଅନୁଷ୍ଠିତ ଉକ୍ତ ନାଟକଟି ସାମାଜିକ ବାର୍ତ୍ତା ଦେବା ସହିତ ସମାଜ ରେ କିପରି ସାଧାରଣ ଜନତା ଶୋଷିତ, ଲାଂଛିତ ହେବା ସହିତ ବିକାଶ… Continue reading ରାଜନେତା ଓ କାର୍ପୋରେଟଜଗତ ର ବାସ୍ତବ ଚିତ୍ର ହେଉଛି “ପରାଗ’
ରାଜନେତା ଓ କାର୍ପୋରେଟଜଗତ ର ବାସ୍ତବ ଚିତ୍ର ହେଉଛି “ପରାଗ’
