ଏନସିଇ ଆର ଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନ. ସି. ଇ. ଆର. ଟି) ସର୍ବ ଭାରତୀୟ ସ୍ତରରେ ପରିଚାଳିତ ୪ ଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରୁ ଅନ୍ୟତମ ଭୁନେଶ୍ବରସ୍ଥିତ ଶିକ୍ଷା ପ୍ରତଷ୍ଠାନରେ ପ୍ରାକ୍ଟାନ ଅନୁଷ୍ଟାନ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ବୃକ୍ଷରୋପଣ ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀଙ୍କ କରକମଳରେ ଉଦଘାଟିତ ହୋଇ ଯାଇଛି। ଏହି ବୃକ୍ଷ ରୋପଣ କାର୍ଯକ୍ରମରେ ପ୍ରତିଷ୍ଟନ ତରଫ ରୁ ପ୍ରଦୀପ୍ତ କୁମାର ବେହେରା,ଅଶୋକ କୁମାର ବଳିଆର ସିଂହ ଓ… Continue reading ଏନସିଇ ଆର ଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ

You cannot copy content of this page