ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “ଜ୍ୟୋତି କଳା ମନ୍ଦିର ଲିଙ୍ଗିପୁରର ବାର୍ଷିକ ଉତ୍ସବ

ଭୁବନେଶ୍ଵର ,୨୮/୦୮: ଚାରିଟେବଲ୍ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “ଜ୍ୟୋତି କଳା ମନ୍ଦିର ” ମୁଖ୍ୟାଳୟ – କାଲିଫର୍ଣ୍ଣିଆ, ଆମେରିକା ର ଓଡ଼ିଶା ଶାଖା ଲିଙ୍ଗିପୁର, ଭୁବନେଶ୍ବରର ବାର୍ଷିକ ଉତ୍ସବ ( ଜ୍ୟୋତି କଳା ମନ୍ଦିର ଓଡ଼ିଶୀ ସମ୍ମାନ) ୨୦୨୫ ଚଳିତ ମାସ ଅଗଷ୍ଟ ୨୮ ତାରିଖ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାବୁ ସିଂହ (ବିଧାୟକ ) ଏକାମ୍ର ଭୁବନେଶ୍ବର, ଡକ୍ଟର ଚନ୍ଦ୍ରଶେଖର ହୋତା (ଓଡ଼ିଶା ସଙ୍ଗୀତ… Continue reading ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “ଜ୍ୟୋତି କଳା ମନ୍ଦିର ଲିଙ୍ଗିପୁରର ବାର୍ଷିକ ଉତ୍ସବ

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଅଭିଷ୍କା

ଭୁବନ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଓଡ଼ିଶ ଗ୍ରାମର ଅବିନାଶ ଷଣ୍ଢ ଓ ଜୟଶ୍ରୀ ସଂଗୀତା ବଳଙ୍କ ଝିଅ ଅଭିଷ୍କା ଷଣ୍ଢ । ଅଭିଷ୍କାଙ୍କ ବୟସ ମାତ୍ର ୪ବର୍ଷ ହୋଇଥିବାବେଳେ ଏଭଳି ରେକର୍ଡ କରିବା ଅଂଚଳରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବାରୁ ନିଜ ଗ୍ରାମର ଗର୍ବ ଓ ଗୌରବ ସାଜିଛନ୍ତି। ଏବେ ସେ ଯାଜପୁର ଜିଲ୍ଲା ନୃତ୍ୟାୟାନ ପବ୍ଲିକ୍ ସ୍କୁଲର ଛାତ୍ରୀ ଅଟନ୍ତି।

You cannot copy content of this page