ଭୁବନେଶ୍ୱର: ଶ୍ରୀ ଜୟଦେବ ରାଷ୍ଟ୍ରିୟ ସମlରୋହ ଏବଂ ନବୀନ କଳାକlର ଜାତୀୟ ପ୍ରତିଭା ସନ୍ଧାନ କାର୍ଯ୍ୟକ୍ରମ ଆରମ୍ଭ ହୋଇ 29 ଓ 30 ଦୁଇ ଦିନ ଭୁବନେଶ୍ୱରର ଭଞ୍ଜା କଳା ମଣ୍ଡପ” ରେ ଚାଲିବ l ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମରୋହରେ ଶାସ୍ତ୍ରୀୟ ନୃତ୍ୟରେ ଦେଶ ବିଦେଶରର ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ଶ୍ରୀ ଜୟଦେବଙ୍କ ରଚିତ ଗୀତ ଗୋବିନ୍ଦର ତlଳେ ତlଳେ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରି ଦର୍ଶକ ଙ୍କୁ ବିମୋହିତ କରିଥିଲେ l ସନ୍ଧ୍ୟାରେ ଅତିଥି… Continue reading ଶ୍ରୀ ଜୟଦେବ ଓ଼ ପଦ୍ମାବତୀ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ
ଶ୍ରୀ ଜୟଦେବ ଓ଼ ପଦ୍ମାବତୀ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ
