ବଲାଙ୍ଗୀର: ବଲାଙ୍ଗିର ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀଙ୍କ ଦିନିକିଆ ବଲାଙ୍ଗୀର ଗସ୍ତ ଅବସରରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଏକ ପ୍ରତିନିଧି ଦଳ ମନ୍ତ୍ରୀ ପୂଝାରୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ଓ ବଲାଙ୍ଗୀରରେ ପ୍ରସ୍ତାବିତ ସିଭିଲ କୋର୍ଟ ନିର୍ମାଣର ସ୍ଥାନ ନିରୂପଣ ଉପରେ ଆଲୋଚନା ହୋଇଥିଲା । ବଲାଙ୍ଗୀରରେ ହାଇକୋର୍ଟ ବେଂଚ ଦାବିକୁ ନେଇ ଓକିଲ ମାନଙ୍କ ଦାବିର ଯଥାର୍ଥତା ରହିଛି ବୋଲି… Continue reading ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଲେ ଜିଲ୍ଲା ଓକିଲ ସଂଘର ପ୍ରତିନିଧି ଦଳ
ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଲେ ଜିଲ୍ଲା ଓକିଲ ସଂଘର ପ୍ରତିନିଧି ଦଳ
