ବାଳକାଟିରେ ଜିଓର ନୂଆ ପେଟ୍ରୋଲ ଟାଙ୍କି

ପେଟ୍ରୋଲ ପକାଇଲେ ମାଗଣାରେ ହେଲମେଟ ବାଲିଅନ୍ତା: ସରଦେଇପୁର-ନିମାପଡା ରାସ୍ତା ବାଳକାଟିରେ ଜିଓର ନୂଆ ପେଟ୍ରୋଲ ଟାଙ୍କି ଉଦଘାଟନ ହୋଇଯାଇଛି l ଏନେଇ ଟାଙ୍କିର ମାଲିକ ସଞ୍ଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା l ଏଥିରେ ଅତିଥିଭାବେ ଜିଓ କମ୍ପାନୀର ବରିଷ୍ଠ ଅଧିକାରୀ ସମେତ ସ୍ଥାନୀୟ ଅଞ୍ଚଳର ସମାଜସେବୀ ସୁବ୍ରତ ମହାନ୍ତି, ସଂଳାପକାର ଡ଼. ରଜନୀ ରଞ୍ଜନ ଦାଶ, ବେଣୁଧର ଭୋଇ,ଭାଗ୍ୟଧର ନନ୍ଦୀ, ଚକ୍ରଧର ନାୟକ, ପବିତ୍ର ବେହେରା, ଇଂ. ରୁଦ୍ରପ୍ରସାଦ ଭଞ୍ଜ ପ୍ରମୁଖ… Continue reading ବାଳକାଟିରେ ଜିଓର ନୂଆ ପେଟ୍ରୋଲ ଟାଙ୍କି

ଆଜିବି ବଞ୍ଚି ରହିଚି ନିଆରା କଣ୍ଢେଇ ବିବାହ

ଧଉଳି: ବାଜାବାଣ, ରୋଷଣି ସାଙ୍ଗକୁ ଆଲୋକ ମାଳାରେ ଝଲସି ଉଠିଥିଲା ବାଳକାଟିର ବିଭିନ୍ନ ସାହିର ଗାଁଦାଣ୍ଡ । ମନ୍ତ୍ରଧ୍ୱନିରେ କମ୍ପୁଥିଲା ବିବାହ ମଣ୍ଡପ l ବିବାହ ହେଉଥିଲା ଦୁଇଜଣ କନ୍ୟାଙ୍କ ମଧ୍ୟରେ । ଯାହାକୁ ଆମ ସମାଜରେ କଣ୍ଢେଇ ବାହାଘର ବା କୁମାରୀ ବିବାହ କୁହାଯାଏ । କୁମାରପୂର୍ଣ୍ଣମୀ ଦିନ ଗାଁର କୁଆଁରୀ ଝିଅ ଏବଂ ନବ ବିବାହିତ ଝିଅ ମାନେ ଏହି ବିବାହ ଆୟୋଜନ କରିଥାନ୍ତି l କ୍ରମବଦ୍ଧିଷ୍ଣୁ ସମାଜରେ ଧିରେଧିରେ ଜନମାନସରୁ ଲିଭି ଯାଉଥୁବା… Continue reading ଆଜିବି ବଞ୍ଚି ରହିଚି ନିଆରା କଣ୍ଢେଇ ବିବାହ

ବାଙ୍କୁଆଳ ଗ୍ରାମରେ ୩୦ତମ ମା’ ଗଜଲକ୍ଷ୍ମୀ ପୂଜା

ବାଲିଅନ୍ତା: ଏକାମ୍ର ନିର୍ବାଚନମଣ୍ଡଳୀ ଅଧୂନ ଵାସୁଆଘାଇ ପଞ୍ଚାୟତ ବାଙ୍କୁଆଳ ଗ୍ରାମରେ ୩୧ ତମ ମା’ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ମା’ ଗଜଲକ୍ଷ୍ମୀ ପୂଜା କମିଟି ଏବଂ ବାଙ୍କୁଆଳ ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପୂଜା ମହାଡମ୍ବରରେ ପାଳିତ ହୋଇଯାଇଛି। ସୁନ୍ଦର ସାଜସଜା ସାଙ୍ଗକୁ ଆଖୁ ଝଲସିବା ଭଳି ତୋରଣର ବଳୟ ଭିତରେ ପୂଜା ପାଉଛନ୍ତି ଧନଧାତ୍ରୀ ମା’ ଗଜଲକ୍ଷ୍ମୀ। ଏହି ଉତ୍ସବ ଗତକାଲିଠାରୁ ଶ୍ରୋତୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ଵନୀରେ ମା’ଙ୍କ ପୂଜା ରୀତିନୀତି ବିଧ… Continue reading ବାଙ୍କୁଆଳ ଗ୍ରାମରେ ୩୦ତମ ମା’ ଗଜଲକ୍ଷ୍ମୀ ପୂଜା

ଆଦିତ୍ୟଙ୍କ ନିଟ ସଫଳତା

ଭୁବନେଶ୍ୱର: ଜଟଣୀ, ଗୋଡ଼ିପୁଟମାଟିଆପଡା ନିବାସୀ, ଓଡ଼ିଆ ମାତୃପ୍ରାଣ, ଯୁବ ସମାଜସେବୀ ଆଦିତ୍ୟ ପ୍ରସାଦ ସାହୁ ଚଳିତ ବର୍ଷ ନିଟ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଫୁଲବାଣୀ ସରକାରୀ ମେଡିକାଲ କଲେଜରେ ଆଡମିଶନ କରି ଡାକ୍ତରି ପାଠ ଅଧ୍ୟୟନ କରିବାକୁ ଯାଉଛନ୍ତି l ଜଣେ ମେଧାବୀ ଛାତ୍ର ଭାବେ ସେ ନିଜ ଗ୍ରାମର ସମ୍ମାନକୁ ବୃଦ୍ଧି କରିବା ସହିତ ନିଜ ପିତା ଲିଙ୍ଗରାଜ ସାହୁ ଓ ମାତା ସବିତା ସାହୁଙ୍କୁ ଶ୍ରେୟ ଦେବା ସହିତ ସମସ୍ତ ଗୁରୁଜନଙ୍କ… Continue reading ଆଦିତ୍ୟଙ୍କ ନିଟ ସଫଳତା

ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା): ଧର୍ମଗଡ଼ ବ୍ଲକ ବେହେରା- ଧଅଂରପୁର ରାଜସ୍ୱ ନିରୀକ୍ଷକ ଅଧିନ ବିଭିନ୍ନ ଗ୍ରାମ ର ହିତାଧିକାରୀଙ୍କୁ ଘରଡିହ ପଟ୍ଟା ବଣ୍ଟନ ହୋଇ ହୋଇଯାଇଛି । ଏହି ଅବସରରେ ବେହେରା ସ୍ଥିତ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଷୀ ଯୋଗ ଦେଇ ନିଜ ହସ୍ତରେ ପଟ୍ଟା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଧର୍ମଗଡ… Continue reading ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

You cannot copy content of this page