ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ସାମୂହିକ ବିବାହ ଓ ବ୍ରତୋପନୟନ ଅନୁଷ୍ଠିତ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ସାମୂହିକ ଗଣ ବିବାହ ଓ ବ୍ରତୋପନୟନ ରାଜଧାନୀ ଭୁବନେଶ୍ୱର ତଥା ଖୋର୍ଦ୍ଧା, କୋଣାର୍କ, ବାଲିପାଟଣା ପ୍ରମୁଖ ସ୍ଥାନରେ ସଂଗଠନର ପ୍ରତିଷ୍ଠାତା ତଥା ସମାଜସେବୀ ସିତାଶୁଂ ଶେଖର ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଗଣବିବାହ ଓ ବ୍ରତୋପୟନ କାର୍ଯ୍ୟକ୍ରମରେ କନ୍ୟା ପିତା ଭାବେ କୋଷାଧ୍ୟକ୍ଷ ଅରବିନ୍ଦ ତ୍ରିପାଠୀ ଓ ବର ପିତା ଭାବେ ସୀତାଶୁଂ ଶେଖର ମହାରଣା ଉପସ୍ଥିତ ରହିବା ସହ ନବ ଦମ୍ପତି ଓ… Continue reading ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ସାମୂହିକ ବିବାହ ଓ ବ୍ରତୋପନୟନ ଅନୁଷ୍ଠିତ

ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ “ବିଶ୍ୱ ମାନବାଧିକାର ଦିବସ 2025” ଅନୁଷ୍ଠିତ

ଭୁବନେଶ୍ୱର: ବିଶ୍ଵମାନବାଧିକାର ଦିବସ ଅବସରରେ ୱେବ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ”, ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏକ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠାନର ସମ୍ପାଦକ ତଥା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ, ବାଗ୍ନୀ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବ ରେ ସ୍ଥାନୀୟ ଖାରବେଳନଗର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ସାମ୍ବାଦିକ, ଅଧିବକ୍ତା, ମାନବବାଦର ସୁରକ୍ଷାକର୍ମୀ ପରିବେଶ ସଚେତନତା ଧର୍ମୀ ସାରସ୍ୱତ… Continue reading ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ “ବିଶ୍ୱ ମାନବାଧିକାର ଦିବସ 2025” ଅନୁଷ୍ଠିତ

You cannot copy content of this page