ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ତୃତୀୟ ଆନ୍ତର୍ଜାତୀୟ ଅର୍କ ନୃତ୍ୟ ମହୋତ୍ସବରେ ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ନୃତ୍ୟାଙ୍ଗନାମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମାଡମ ଏବଂ ନିର୍ଦେଶିକା ପ୍ରିୟଙ୍କା ମାଡମଙ୍କ special guidance ରେ ପିଲାମାନେ ଖୁବ୍ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନ ପ୍ରତିଷ୍ଠାତ୍ରୀ ଶ୍ରୀମତୀ ପ୍ରତିମା ମିଶ୍ର ଏବଂ ନିର୍ଦ୍ଦେଶିକା ଡକ୍ଟର ପ୍ରିୟଙ୍କା ମିଶ୍ର ବିଶିଷ୍ଟ ଅତିଥି ଭାବେ ସେଠାରେ ଉପସ୍ଥିତ ରହିବା ସହିତ , ମୁଖ୍ୟ… Continue reading ତୃତୀୟ ଆନ୍ତର୍ଜାତୀୟ ଅର୍କ ନୃତ୍ୟ ମହୋତ୍ସବ
ତୃତୀୟ ଆନ୍ତର୍ଜାତୀୟ ଅର୍କ ନୃତ୍ୟ ମହୋତ୍ସବ