ସ୍ୱର୍ଣୀମ ଜୟନ୍ତୀ ଉତ୍ସବ ଓ 3 ଦିନିଆ ରାଜ୍ୟ ଅଧିବେଶନ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା: ରାଉରକେଲା ସେକ୍ଟର -୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପଶ୍ଚିମର ୫୦ ତମ ରାଜ୍ୟ ଅଧିବେଶନ ସ୍ବର୍ଗତ କମଳ କିଶୋର ନାଏକ ସଭା ଗୃହରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବ୍ୟକ୍ତିତ୍ଵ ବିକାଶର ମୁକ୍ତ ବିଶ୍ଵବିଦ୍ୟାଳୟ ହେଉଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବୋଲି କହିବା ସହ ବିଦ୍ୟାର୍ଥୀ ଜୀବନର ବିକାଶ ପାଇଁ ବିଦ୍ୟାର୍ଥୀ… Continue reading ସ୍ୱର୍ଣୀମ ଜୟନ୍ତୀ ଉତ୍ସବ ଓ 3 ଦିନିଆ ରାଜ୍ୟ ଅଧିବେଶନ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ABVPO ପଶ୍ଚିମ ପ୍ରାନ୍ତର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ

ରାଉରକେଲା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ପଶ୍ଚିମ ପ୍ରାନ୍ତର ତ୍ରିଦିବସୀୟ ସ୍ୱର୍ଣିମ ଅଧିବେଶନ ଉଦଯାପିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସଭାପତି ଡ.ସଞ୍ଜୀବ ନାୟକ, ସମ୍ପାଦକ ଶ୍ଵେତାଶୁ ବରାଇ ଆଲୋଚନା କରିବା ସହ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ୨ ଗୋଟି ପ୍ରସ୍ତାବ ପାରିତ ହୋଇଥିଲା। ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମର ବ୍ୟବସ୍ଥା ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତା ମାନଙ୍କର ପରିଚୟ ରଖାଯାଇଥିଲା ଏବଂ ଆଗାମୀ ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ର ନୂତନ କାର୍ଯ୍ୟକାରିଣୀ ଘୋଷଣା… Continue reading ABVPO ପଶ୍ଚିମ ପ୍ରାନ୍ତର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ

ସଶକ୍ତ ନ୍ୟୁଜର ସପ୍ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ସଶକ୍ତ ଓଡିଶା ନ୍ୟୁଜର ସପ୍ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସିଆରପି କାର୍ୟ୍ୟଳୟ ଠାରେ ସଶକ୍ତ ଓଡିଶାର ଅଧ୍ୟକ୍ଷ ତଥା ସଶକ୍ତ ନ୍ୟୁଜର ଆବାହକ ସମାଜସେବୀ ବିଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆକାଶବାଣୀ ଓ ଦୂରଦର୍ଶନର ପ୍ରାକ୍ତନ ମହାନିର୍ଦ୍ଧେଶକ ଗିରିଧାରୀ ମହାନ୍ତି, ସମ୍ମାନିତ ଅତିଥିଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେଶ୍ୱର ମହାନ୍ତ, ପତ୍ରକାର ଅରବିନ୍ଦ ତ୍ରିପାଠୀ, ବରିଷ୍ଠ ସମାଜସେବୀ ସାଧୁ ଚରଣ ବେହେରା,… Continue reading ସଶକ୍ତ ନ୍ୟୁଜର ସପ୍ତମ ପ୍ରତିଷ୍ଠା ଦିବସ

You cannot copy content of this page