୬ ଗିରଫ, ୩୦.୬୫ ଲକ୍ଷ ଜବତରାଉରକେଲା: ସମ୍ପ୍ରତି ଜାରି ରହିଥିବା ଟି-୨୦ କ୍ରିକେଟ୍ ବିଶ୍ୱକପ୍ ଅବସରରେ ଅବୈଧ ସଟ୍ଟାବାଜି ସମ୍ପର୍କରେ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ରାଉରକେଲା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏକ ବଡ ସଫଳତା ପାଇଛି। ଓଡ଼ିଶା ପୁଲିସ ପକ୍ଷରୁ ସମଗ୍ର ରାଜ୍ୟରେ ଏବେ ଜାରି ରହିଛି ଅପରେସନ ସାଇବର କବଚ। ଏହି କ୍ରମରେ ରାଉରକେଲା ପୁଲିସ ପକ୍ଷରୁ ବହୁସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଅଭିଯାନରେ ଏକ ସଂଗଠିତ ଅବୈଧ ବେଟିଂ ରାକେଟ… Continue reading ଟି-୨୦ କ୍ରିକେଟ ବିଶ୍ୱକପ୍ ଜୁଆଡ଼ି ରାକେଟର ପର୍ଦ୍ଦାଫାଶ
ଟି-୨୦ କ୍ରିକେଟ ବିଶ୍ୱକପ୍ ଜୁଆଡ଼ି ରାକେଟର ପର୍ଦ୍ଦାଫାଶ