ଚିଲିକା: ଦଣ୍ଡ ଯାତ୍ରା ଓ ମେରୁ ଉତ୍ସବ ପାଳିତ

ଚିଲିକା,୧୩।୪:ପବିତ୍ର ଚୈତ୍ର ମାସ ଅବସରରେ ଚିଲିକା ଅଞ୍ଚଳରେ ଥିବା ଦଣ୍ଡ କୋଠି ମାନଙ୍କରେ ଦଣ୍ଡଯାତ୍ରା ଓ ମେରୁ ଉତ୍ସବ ପାଳିତ ହୋଇଯାଇଛି।ସ୍ଥାନୀୟ ସୁନାଖଳା କୋଠି ସମେତ ବଡପଦର, ସଲପଡିହ, କୁଲେଇ, ନଇରୀ, ବଉଳା ବନ୍ଧ, ବାଲିଆ, ଛକଡିପୁର, ଭେଟେଶ୍ଵର , ଗାଲୁଆ ମାଟିଆ ପୋଖରୀ, ଭୀମପୁର, ଅରାଙ୍ଗ, ଖରିଆପଲ୍ଲୀ ,ସାନ ହନ୍ତୁଆଡ , ବୋରିଗାଁ, ବେଣୁଆ ବାଡି, ମଙ୍ଗଳପୁର ଓ ବଡ଼ସିରେଇ ପୁର ଆଦି କୋଠି ପକ୍ଷରୁ ପାଣିତୋଳା ପର ଠାରୁ ୨୧ ଦିନିଆ ଦଣ୍ଡ ପର୍ବ… Continue reading ଚିଲିକା: ଦଣ୍ଡ ଯାତ୍ରା ଓ ମେରୁ ଉତ୍ସବ ପାଳିତ

ମ. ରାମପୁରରେ ଅଷ୍ଟଶମ୍ଭୁ ମହାମିଳନ ଆୟୋଜିତ

କଳାହାଣ୍ଡି,୧୩|୪ (ପ୍ୟାରିଲାଲ ଦୁର୍ଗା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସହରର ବସଷ୍ଟାଣ୍ଡ ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଷ୍ଟଶମ୍ଭୁ ମହାମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉକ୍ତ ବ୍ଲକ ଅଞ୍ଚଳର ୮ ଗୋଟି ପୀଠ ଗୁଡିକର ଦଳ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମେ ପୁଜାପୀଠ ରେ ବନ୍ଦାଣ ଗାନ ପରେ ଲଟେରୀ ମାଧ୍ୟମରେ ସ୍ଥାନ ନିର୍ଦ୍ଧାରଣ ହୋଇଥିବା ଜାଗାରେ ପହଞ୍ଚି ଥିଲେ। ତଳ… Continue reading ମ. ରାମପୁରରେ ଅଷ୍ଟଶମ୍ଭୁ ମହାମିଳନ ଆୟୋଜିତ

You cannot copy content of this page