ହିନ୍ଦୁ-ମୁସଲିମ୍ ଭାଇଚାରାର ଅନନ୍ୟ ଉଦାହରଣ: ମାଣିକାଗୋଡ଼ା ଦଶହରା

ମାଣିକାଗୋଡ଼ା, ଖୋର୍ଦ୍ଧା: ଧର୍ମ ଅଲଗା, କିନ୍ତୁ ହୃଦୟ ଏକ। ହିନ୍ଦୁ-ମୁସଲିମ୍ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍‌ଭାବର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ମାଣିକାଗୋଡ଼ା ଗ୍ରାମ। ଏଠାରେ ଦଶହରା ପର୍ବ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଶତାବ୍ଦୀ ଧରି ଚାଲିଆସୁଥିବା ହିନ୍ଦୁ-ମୁସଲିମ୍ ଏକତାର ଜୀବନ୍ତ ପ୍ରତୀକ। ଏହି ନିଆରା ପରମ୍ପରାର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି, ମାଆ ଦୁର୍ଗାଙ୍କ ଦଶହରା ପର୍ବରେ ମୁସଲିମ୍ ସମ୍ପ୍ରଦାୟର ଦଳବେହେରା ମୁଖ୍ୟ ପୁରୋଧା… Continue reading ହିନ୍ଦୁ-ମୁସଲିମ୍ ଭାଇଚାରାର ଅନନ୍ୟ ଉଦାହରଣ: ମାଣିକାଗୋଡ଼ା ଦଶହରା

ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମ

ଭୁବନ: ମନରେ ଆଧ୍ୟାତ୍ମିକ ଚେତନା ଓ ସ୍ୱଚ୍ଛ ପରିବେଶକୁ ଆଧାର କରି ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଥିବା ମା’ ଚର୍ଚ୍ଚିକା ଦେବୀଙ୍କ ମନ୍ଦିର, ହନୁମାନ ମନ୍ଦିର ରାମ ମନ୍ଦିର ଓ ପ୍ରଭୁ ଶ୍ରୀ ଶ୍ରୀ ମହାଦେବୀଙ୍କ ମନ୍ଦିରର ଚତୁଃପାଶ୍ୱର୍କୁ ସଫେଇ କରିବାକୁ ଆଗେଇ ଆସିଥିଲେ। ଓଡ଼ିଶ ଗ୍ରାମର ମହିମା ମହିଳା କମିଟିର ସଦସ୍ୟାଗଣ ଓ ମହାପାଟ ମନ୍ଦିରକୁ ସଫେଇ କରିଥିଲେ ମହାପାଟ୍ଟ ମହିଳା କମିଟିର ସଦସ୍ୟା ଗଣ ସେମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଉତ୍କଳ ବୁଲେଟିନ୍… Continue reading ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମ

ଦଶହରା ଅବସରରେ ଗୋ ସେବା କାର୍ଯ୍ୟକ୍ରମ

ଭୁବନ: (Bimal Kumar Rana) ଭୁୁବନ୍ ବ୍ଲକ୍ତ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଗୋସେବା କାର୍ଯ୍ୟକ୍ରମ । ପବିତ୍ର ଦୁର୍ଗା ପୂଜା ଅବସରରେ ସାମାଜିକ ଅନୁଷ୍ଠାନ ଉକôଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ୍ ପକ୍ଷରୁ ଗୋମାତାଙ୍କୁ ସେବା କାର୍ଯ୍ୟ କରାଯାଇଛି । ଏଥିରେ ଗୋମାତାଙ୍କୁ ଚନ୍ଦନ ଓ ସିନ୍ଦୁର ଲଗାଯିବା ପରେ କଦଳୀ ଏବଂ ଘାସ ଖାଇବାକୁ ଦିଆଯାଇଥିଲା । ଏହି ସେବା କାର୍ଯ୍ୟରେ ଉକôଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟର ସ୍ୱେଚ୍ଛାସେବୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।… Continue reading ଦଶହରା ଅବସରରେ ଗୋ ସେବା କାର୍ଯ୍ୟକ୍ରମ

ମୁଗୁପୁର ସମାଚାରର 15ତମ ବାର୍ଷିକ ଉତ୍ସବ ପାଳିତ

କେନ୍ଦୁଝର /ହାଟଡିହି /ମୁଗୁପୁର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ମୁଗୁପୁର ଅଞ୍ଚଳରୁ ପ୍ରକାଶିତ ଖବରକାଗଜ ମୁଗୁପୁର ସମାଚାରର 15ତମ ସ୍ଵନକ୍ଷତ୍ର ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ଓଝାଙ୍କ ସଭାପତିତ୍ୱ ଓ଼ ଇଂ ଲକ୍ଷ୍ମୀଧର ଜେନାଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା l ସଦସ୍ୟ ନରେନ୍ଦ୍ର ନାୟକ ଶ୍ଳୋକ ପାଠ କରିଥିଲେ l ଏହି ପରିପ୍ରେକ୍ଷୀରେ ମୁଗୁପୁର ସମାଚାରର ସ୍ୱତନ୍ତ୍ର ସଂଖ୍ୟା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l… Continue reading ମୁଗୁପୁର ସମାଚାରର 15ତମ ବାର୍ଷିକ ଉତ୍ସବ ପାଳିତ

ରାଜ୍ୟସ୍ତରୀୟ ୧୨୧ ତମ ସତ୍ୟପ୍ରିୟ ମହାନ୍ତି ଜୟନ୍ତୀ ପାଳିତ

ବାଲିଅନ୍ତା,୨୧|୧୦(ଗୋବର୍ଦ୍ଧନ ଦାସ): ଜଣେ ସମର୍ପିତ ମଣିଷ ଏବଂ ନବ ଓଡିଶା ନିର୍ମାତାର ଅନ୍ୟତମ ବିନ୍ଧାଣି ଥିଲେ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତି । ଆଜି ପବିତ୍ର ବିଜୟାଦଶମୀ ତିଥିରେ ରାଜ୍ୟସ୍ତରୀୟ ସତ୍ୟପ୍ରୀୟ ସ୍ମୃତି କମିଟି ଆନୁକୂଲ୍ୟରେ ଓଡିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଆଧ୍ୟାତ୍ମିକବାଦୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତିଙ୍କ ୧୨୧ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ I ବାଳକାଟି ବଜାର ନୂତନ ମାର୍କେଟ କମ୍ପ୍ଲେକ୍ସ ପରିସରରେ ସ୍ମୃତିକମିଟିର ସଭାପତି… Continue reading ରାଜ୍ୟସ୍ତରୀୟ ୧୨୧ ତମ ସତ୍ୟପ୍ରିୟ ମହାନ୍ତି ଜୟନ୍ତୀ ପାଳିତ

You cannot copy content of this page