ଶଗଡା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, ୨0|୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡା ଠାରେ ବାର୍ଷିକ ଉତ୍ସବ(ପୂଜ୍ୟ ପ୍ରଣାମ)-୨୦୨୫ ଏକ ସୃଜନଶୀଳ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଯୋଗାଚାର୍ଯ୍ୟ ତଥା ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ କଳାହାଣ୍ଡି ଡାକ୍ତର ନୀହାରେନ୍ଦ୍ର ପଣ୍ଡା ଯୋଗଦେଇ ଶାରୀରିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବିଶିଷ୍ଟ ବଂଶୀବାଦକ ତଥା ଧର୍ମଗଡ଼… Continue reading ଶଗଡା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଦୋଷୀ ସାବ୍ୟସ୍ତ ହେଲା ଅଭିଯୁକ୍ତ ସଂଜୟ ରାୟ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ ହୋଇଛି। ସିଆଲଦାହର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଜି ତାର ଦଣ୍ଡ ଶୁଣାଣି କରିବେ କୋର୍ଟ। କୋର୍ଟଙ୍କ ଏହି ରାୟ ଆସିବା ବେଳେ ମୃତ ଟ୍ରେନି ଡାକ୍ତରଙ୍କ ବାପା ସେଠାରେ ଉପସ୍ଥିତ ଥିଲେ। ଆପଣଙ୍କ ଉପରେ ମୋର ସଂପୂର୍ଣ୍ଣ ବିଶ୍ୱାସ… Continue reading ଦୋଷୀ ସାବ୍ୟସ୍ତ ହେଲା ଅଭିଯୁକ୍ତ ସଂଜୟ ରାୟ

ମହାକୁମ୍ଭ ମେଳା ଅଞ୍ଚଳରେ ନିଆଁ

ପ୍ରୟାଗରାଜ: ପ୍ରୟାଗରାଜ ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ଅଞ୍ଚଳରେ ନିଆଁ ଲାଗିଥିବା ଖବର ମିଳିଛି । ଏହି ନିଆଁ ଏତେ ଭୀଷଣ ଥିଲା ଯେ ଦୂରରୁ ନିଆଁ ଦୃଶ୍ୟମାନ ହେଉଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ଅଗ୍ନିକାଣ୍ଡ ଯୋଗୁଁ କୁମ୍ଭ ଆଖପାଖରେ ଥିବା ତମ୍ବୁ ମଧ୍ୟ କ୍ଷତିଗ୍ରସ୍ତ ହେବା ସହ ଟେ ରେ ରଖାଯାଇଥିବା ସିଲିଣ୍ଡରଗୁଡ଼ିକ କ୍ରମାଗତ ଭାବେ ବିସ୍ଫୋରଣ ହେଉଛି। ସୂଚନା ଅନୁସାରେ ୨୦ରୁ ୨୫ଟି ତମ୍ବୁ ଜଳିଯାଇଛି… Continue reading ମହାକୁମ୍ଭ ମେଳା ଅଞ୍ଚଳରେ ନିଆଁ

ଭାରତ ଖୋ ଖୋ ବିଶ୍ୱକପ୍ ଚାମ୍ପିଅନ

ନୂଆଦିଲ୍ଲୀ: ଭାରତର ମହିଳା ଦଳ ଫାଇନାଲରେ ନେପାଳକୁ ୭୮-୪୦ ରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ନୂଆଦିଲ୍ଲୀରେ ଭାରତ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜିତ ଥିଲା । ଅଧିନାୟିକା ପ୍ରିୟଙ୍କା ଇଙ୍ଗଲେ ବଡ଼ ଫାଇନାଲରେ ଆଗରୁ ଦଳର ନେତୃତ୍ୱ ନେଇଥିଲେ । ରବିବାର ଦିନ ନୂଆଦିଲ୍ଲୀରଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଖୋ ଖୋ ବିଶ୍ୱକପର ପ୍ରଥମ ସଂସ୍କରଣ ଜିତି ଭାରତୀୟ ମହିଳା ଦଳ ଇତିହାସ ରଚଛି। ଭାରତ ଏକ ଏକପାଖିଆ ପ୍ରତିଯୋଗିତାରେ ଚିରପ୍ରତିଦ୍ୱନ୍ଦ୍ୱୀ ନେପାଳକୁ ୭୮-୪୦ ରେ ପରାସ୍ତ… Continue reading ଭାରତ ଖୋ ଖୋ ବିଶ୍ୱକପ୍ ଚାମ୍ପିଅନ

ଅରଭାନୀ ସମୟର ଊନବିଂଶ ସ୍ୱନକ୍ଷତ୍ର ଅନୁଷ୍ଠିତ

ଭୁବେନଶ୍ୱର : ପାକ୍ଷିକ ସମ୍ବାଦପତ୍ର ‘ଅରଭାନୀ ସମୟ’ର ଊନବିଂଶ ସ୍ୱନକ୍ଷତ୍ର ଉତ୍ସବ ଓ ସାମ୍ପ୍ରତିକ ଭାରତର ପରିସ୍ଥିତି ଓ ହିନ୍ଦୁରାଷ୍ଟ୍ର ସହିତ ଗଣତନ୍ତ୍ରର ଭୂମିକା ଶୀଷର୍କ ଅୋଲାଚନାଚକ୍ର ସ୍ଥାନୀୟ ଲୋହିଆ ଏକୋଡ଼ମୀ ପରିସରେର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ତଥା ସମାଜେସବୀ ଶଶଧର ପଣ୍ଡାଙ୍କ ଅଧ୍ୟକ୍ଷତୋର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମେର ମୁଖ୍ୟ ଅତିଥି ଭୋବ ବରିଷ୍ଠ ଭାଜପା ନେତା ତଥା ମୁଖପାତ୍ର ସଜ୍ଜନ ଶର୍ମା, ମୁଖ୍ୟ ବକ୍ତା ବୈଦିକ ବିଶ୍ୱବିଦ୍ୟାଳୟ ତାମିଲନାଡୁର କୁଳପତି ଡଃ ହରିହର କାନନେୁଗା,… Continue reading ଅରଭାନୀ ସମୟର ଊନବିଂଶ ସ୍ୱନକ୍ଷତ୍ର ଅନୁଷ୍ଠିତ

ଶକ୍ତି ଟିଭି ପ୍ରତିଷ୍ଠାତା ଙ୍କୁ ଡକ୍ଟରେଟ ଉପାଧି

କଳାହାଣ୍ଡି, ୧୯|୧(ପ୍ୟାରିଲାଲ ଦୁର୍ଗା): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋରର ଶକ୍ତି ଟିଭି ଚ୍ୟାନେଲ ସମ୍ପାଦକ ତଥା ପ୍ରତିଷ୍ଠାତା ଓ ସମାଜ ସେବୀ କ୍ରୀଷ୍ଣା ସେଠୀ ଙ୍କୁ ତା ୧୮/୧/୨୫ ରେ ସମ୍ମାନ ଜନକ ଡକ୍ଟରେଟ ସମ୍ମାନରେ ସମ୍ମାନିତ କରାଯାଇଥିଲା I ନୂଆଦିଲ୍ଲୀ ସ୍ଥିତ ଦ କେଷ୍ଟଲ ଅଫ ଆର୍ଟ ଥିଏଟର ଦଶମେସ ପ୍ଲାଜ ଫରିଦାବାଦ ରେ ମେଜିକ ଏଣ୍ଡ ଆର୍ଟ ଉନିଭରସିଟି ପକ୍ଷରୁ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଦେଶର ବିଭିନ୍ନ ପ୍ରାନ୍ତରୁ ଚୟନହୋଇ ଥିବା… Continue reading ଶକ୍ତି ଟିଭି ପ୍ରତିଷ୍ଠାତା ଙ୍କୁ ଡକ୍ଟରେଟ ଉପାଧି

ଯୁବଶକ୍ତି ୟୁଥ କ୍ଲବ ତରଫରୁ ସାଧାରଣ ଜ୍ଞାନ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କୁରୁଣ୍ଟା ପଂଚାୟତ ମିରିପୁର ଖଇରା ଗ୍ରାମରେ ଯୁବଶକ୍ତି ୟୁଥ କ୍ଲବ ତରଫରୁ ସାଧାରଣ ଜ୍ଞାନ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି ,କ୍ଲବର ସଭାପତି ଅକ୍ଷୟ କୁମାର ବାରିକି ସମ୍ପାଦକ ପର୍ଶୁରାମ ସେଠୀଙ୍କ ତତ୍ୱାବଧାନରେ ଆୟୋଜନ କୁ ଗ୍ରାମର ବରିଷ୍ଠ ନାଗରିକ ଗୋପାଳ ବାରିକି ଉତଘାଟନ କରିଥିଲେ ଏଥିରେ 45 ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ, କ୍ଲବର ସଦସ୍ୟ ଚନ୍ଦନ ପତ୍ରି, କାଁହୁ ସାମଲ, ରଞ୍ଜନ ପତ୍ରି, ସୁଦାମ ବେହେରା,… Continue reading ଯୁବଶକ୍ତି ୟୁଥ କ୍ଲବ ତରଫରୁ ସାଧାରଣ ଜ୍ଞାନ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା

ନୀଳକଣ୍ଠ ମଧ୍ଯ ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଚିଲିକା,୧୯।୧: ନୀଳକଣ୍ଠ ମଧ୍ଯ ଇଂରାଜୀ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଭରତ ଚରଣ ସାହୁ ଙ୍କର(୮୦) ବର୍ଷ ବୟସରେ ବ୍ରହ୍ମପୁର ଠାରେ ପରଲୋକ ହୋଇଯାଇଅଛି।ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ଥିଲେ।ସେ ଜଣେ ସ୍ନେହୀ,ଅମାୟିକ,ବନ୍ଧୁ ବତ୍ସଳ ଓ ଛାତ୍ର ବତ୍ସଳ ଶିକ୍ଷକ ଭାବେ ପରିଚିତ।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ର ସହ ଧର୍ମଣୀ,ପୁତ୍ର,ପୁତ୍ରବଧୂ,ଜାମାତା,କନ୍ୟା ଓ ଆତ୍ମୀୟ ସୋଜନ ଉପସ୍ଥିତ ଥିଲେ।ତାଙ୍କ ଶବକୁ ଶେଷ ଦର୍ଶନ ପାଇଁ ନିଜ ଜନ୍ମ ସ୍ଥାନ ଚିଲିକା ବ୍ଲକ ଅନ୍ତର୍ଗତ ସାନ… Continue reading ନୀଳକଣ୍ଠ ମଧ୍ଯ ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର

କଳାହାଣ୍ଡି,୧୯|୧(ପ୍ୟାରିଲାଲ ଦୁର୍ଗା ): ଦୁର୍ନୀତି ଓ ଭଷ୍ଟାଚାରମୁକ୍ତ ନୂତନ ଓଡିଶା ଗଠନ ପାଇଁ ଓଡିଶା ସୂଚନା ଅଧିକାର ଅଭିଯାନର କଳାହାଣ୍ଡି ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ଜୁନାଗଡ଼ ସ୍ଥିତ ମୋନାର୍ଚ୍ଚପ୍ଲେସ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଯୁଗ୍ମ ଆବାହକ ଶ୍ରୀକାନ୍ତ ପାକଲ , ଥୁଆମୁଲ… Continue reading ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର

ଚିନ୍ତାନଳ

କବି ବ୍ରହ୍ମାନନ୍ଦ ପାଢ଼ୀ ଚିତା ଚିନ୍ତା ଜୁଇ ମଧ୍ୟେ, ଚିନ୍ତା ବଳବାନ ନିର୍ଜୀବ ଜାଳଇ ଚିତା, ଚିନ୍ତାଯେ ଜୀବନ ଲୋଭ ମୋହ ସ୍ୱାର୍ଥ ଆଦି, ଚିନ୍ତାର ବାହନ ଅସନ୍ତୋଷ ଚିନ୍ତାନଳେ, ଯୋଗାଏ ଇନ୍ଧନ ଚିନ୍ତାକୀଟ ଯାର ମୁଣ୍ଡେ, କରିଥାଏ ବାସ ସୁଖ ଶାନ୍ତି ରୂପକାନ୍ତି, ହୁଏ ସର୍ବନାଶ। ଯୁବକ ବୃଦ୍ଧ ପରାଏ, ପାଲଟେ ସତ୍ୱର ବିଷଲାଗେ ଘର ଦ୍ୱାର, ସୁଖର ସଂସାର ସଦାହାୟ ହାୟ ହୁଏ, ଚିନ୍ତାଗ୍ରସ୍ତଜନ ଭୋଗ ଶୋଷ ନିଦ୍ରାତେଜି, ଲୋଡୁଥାଏ ଧନ। ଉର୍ଣ୍ଣନାଭ ଫାଶେ… Continue reading ଚିନ୍ତାନଳ

You cannot copy content of this page