ସବୁ ଜାଣି ଅଜଣା ବନ ବିଭାଗ; ଗାଁକୁ ପଶି ଆସୁଛନ୍ତି ଭାଲୁ

କଳାହାଣ୍ଡି,୧୮।୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲାକୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଅଧୀନ ଶିଉନି ଗାଁରେ ଏକ ଭାଲୁ ପଶି ଜନବସତି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳୁଛି | ଭାଲୁଟି ଗାଁ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ପ୍ରତିଦିନ ଚାଲି ଆସି କେତେବେଳେ ରାସ୍ତା ଉପରେ ତ’ କେତେବେଳେ ରାସ୍ତା କଡ଼ ପାଚେରୀ ଉପରେ ଚଢୁଛି | ଏନେଇ ସ୍ଥାନୀୟ ଲୋକେ ଆମପାଣି ସେକ୍ସନ ଫରେଷ୍ଟରଙ୍କ ନିକଟରେ ଅଭିଯୋଗ ପରେ ମଧ୍ୟ ବିଭାଗୀୟ ଅଧିକାରୀ ଭାଲୁ ଘଉଡାଇବା ପାଇଁ କୌଣସି… Continue reading ସବୁ ଜାଣି ଅଜଣା ବନ ବିଭାଗ; ଗାଁକୁ ପଶି ଆସୁଛନ୍ତି ଭାଲୁ

ରେଙ୍ଗସା ପାଳି ବଜାର ପ୍ରାଙ୍ଗଣରେ ମାଣ୍ଡିଆ ମଣ୍ଡି ଉଦଘାଟନ

କଳାହାଣ୍ଡି,୧୭/୧/(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଲି ଗ୍ରାମପଞ୍ଚାୟତ ସ୍ଥିତ ସପ୍ତାହିକ ବଜାର ପ୍ରାଙ୍ଗଣରେ ମାଣ୍ଡିଆ ମଣ୍ଡି ଉଦଘାଟନ ହୋଇଥିଲା, ଏହି ମାଣ୍ଡିଆ ମଣ୍ଡି ଉଦଘାଟନ ସମାରୋହ କାର୍ଯ୍ୟକ୍ରମ ରେ ମାଣ୍ଡିଆ ଚାଷ କରି ଅମଳ ଉତ୍ପାଦନ କରୁଥିବା ଚାଷୀମାନେ ମାଣ୍ଡିଆ ଆଣି କୁଇଣ୍ଟାଲ ପିଛା ୪୫୦୦ଟଙ୍କା ରେ ବିକ୍ରୟ କରିଥିଲେ l ଏହି କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥି ଭାବରେ ଉପ ଏ.ଡି ଓ ଏବଂ ୱାସନ୍ ର ଏ.ଡି.ପି ଶି,ଗୋଲାମୁଣ୍ଡା ବ୍ଲକ କୃଷି ଅଧିକାରୀ,ଏ.ଏ.ଓ,… Continue reading ରେଙ୍ଗସା ପାଳି ବଜାର ପ୍ରାଙ୍ଗଣରେ ମାଣ୍ଡିଆ ମଣ୍ଡି ଉଦଘାଟନ

ମାଟିରେ ମିଶିଲା ବୈକୁଣ୍ଠଧାମ ଆଶ୍ରମ

#baikunthanath ashram

ଭୁବନେଶ୍ବର: ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମକୁ ବିଡିଏ ପକ୍ଷରୁ ବୁଲଡୋଜର୍ ଚଢ଼ାଇ ଠିକ୍ ମଧ୍ୟାହ୍ନ ୧୨ଟା ସମୟରେ ବୈକୁଣ୍ଠଧାମ ଆଶ୍ରମକୁ ଭଙ୍ଗାଯାଇଛି। ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ବେଆଇନ୍ ନିର୍ମାଣ ହେତୁ ଏହାକୁ ଭଙ୍ଗାଯାଇଥିବା ବିଡିଏ କର୍ତ୍ତୃପକ୍ଷ କହିଛନ୍ତି। ଶୁକ୍ରବାର ଦିନ ଏହାକୁ ଭଙ୍ଗାଯିବ ବୋଲି ବିଡ଼ିଏ ପକ୍ଷରୁ ଗୁରୁବାର ଏନେଇ ଘୋଷଣା କରାଯାଇଥିଲା। ଜବର ଦଖଲ କରି ବୈକୁଣ୍ଠଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଥିଲା। ଏହାପରେ ବୁଲଡୋଜର ଆଶ୍ରମରେ ଚାଲିଛି। ଜବର ଦଖଲ… Continue reading ମାଟିରେ ମିଶିଲା ବୈକୁଣ୍ଠଧାମ ଆଶ୍ରମ

ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି

singapur president in odisha

ଭୁବନେଶ୍ବର: ଆଜି ଠାରୁ ସିଙ୍ଗାପୁର ରାଷ୍ଟ୍ରପତି ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ କମିସନରେଟ୍ ପୁଲିସ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବରରେ ଏକାଧିକ କାର‌୍ୟ୍ୟକ୍ରମରେ ସିଙ୍ଗାପୁର ରାଷ୍ଟ୍ରପତି ଯୋଗଦେବେ । ଏଥିପାଇଁ ୪୦ ପ୍ଲାଟୁନ୍ ପୁଲିସ୍‌, ୧୫୦ ଅଧିକାରୀ ଦାୟିତ୍ବରେ ରହିବା ସହିତ ଡଗ୍ ସ୍କ୍ବାଡ, ବମ୍ ସ୍କ୍ବାଡ, ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି। ୧୭ ତାରିଖ ସକାଳ ୧୦ଟା ୫୦ ମିନିଟ୍‌ରୁ ୧୧ଟା ୪୦ ମଧ୍ୟରେ ଏୟାରପୋର୍ଟ ଛକ-ହସ୍ପିଟାଲ୍ ଛକ-ଏଜିଛକ-ରାଜଭବନ ଛକ-ଗୋପବନ୍ଧୁ… Continue reading ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି

ଧର୍ମଗଡ ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା” ର ଦୂତୀୟ ସନ୍ଧ୍ୟା

2nd day of dharmagarh ghumura fest

ଦେଖଣା ହାରିଙ୍କ ମନ ମୋହିଳା ବଜାଶାଳ, ଘୁମୁରା ର ବୀର ବାଦ୍ୟ କଳାହାଣ୍ଡି, ୧୭/୧(ପ୍ୟାରିଲାଲ ଦୁର୍ଗା): ରାଜ୍ୟ ଓ ରାଜ୍ୟ ବାହାରର କଳା ଓ କଳାକାର ମାନଙ୍କ ମହା ସମାବେଶ ହେଉଛି କଳାହାଣ୍ଡି ଉତ୍ସବ ‘ଘୁମୁରା’ । ଜିଲ୍ଲାରୁ ପ୍ରବହମାନ ଏଇ ସାଂସ୍କୃତିକ ଧାରା ସାରା ରାଜ୍ୟ ତଥା ଦେଶକୁ ଯୋଡ଼ି ରଖିବାରେ ସଫଳ ହୋଇପାରିଛି ବୋଲି କଳାହାଣ୍ଡି ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଅତିଥିମାନେ ବକ୍ତବ୍ୟ ରେ କହିଥିଲେ | ଦ୍ବିତୀୟ ସନ୍ଧ୍ୟାର ଗୁରୁତ୍ଵପୂର୍ଣ୍ଣ ସମାରୋହ ଭଣ୍ଡାରଘରଣୀ… Continue reading ଧର୍ମଗଡ ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା” ର ଦୂତୀୟ ସନ୍ଧ୍ୟା

କେଗାଁଠାରେ ବ୍ଲକ ସ୍ଥାପନା ପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଲେ ଅଞ୍ଚଳବାସୀ

କଳାହାଣ୍ଡି,୧୭ା୧(ପ୍ୟାରିଲାଲ ଦୁର୍ଗା): ବର୍ତ୍ତମାନ ରାଜ୍ୟ ସରକାର ଓଡିଶାରେ ବ୍ଲକ ପୁନଃଗଠନ କରାଯିବ ବୋଲି ପକ୍ରିୟା ଆରମ୍ଭ ହେବ ବୋଲି ଘୋଷଣା କରିବା ପରେ ୧୯୯୩ ମସିହାରୁ କଳହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର କେଗାଁଠାର ବ୍ଲକ ସ୍ଥାପନା ପାଇଁ ଦାବୀ କରିଆସୁଥିବା ଅଞ୍ଚଳବାସୀ ଗତକାଲି ଭବାନୀପାଟଣାଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଝାରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଗୋଲାମୁଣ୍ଡା ବ୍ଲକର କେଗାଁ ଅଞ୍ଚଳ ଏକ ହରିଜନ ଓ ଆଦିବାଶୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏହି… Continue reading କେଗାଁଠାରେ ବ୍ଲକ ସ୍ଥାପନା ପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଲେ ଅଞ୍ଚଳବାସୀ

ପଣ୍ଡିଗାଁ ଗୌନ୍ତିଆ ପଡା ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଗୁରୁତର

କଳାହାଣ୍ଡି୧୬/୦୧(ପ୍ୟାରିଲାଲ ଦୁର୍ଗା): କଲମପୁର ଥାନା ଅର୍ନ୍ତଗତ ପଣ୍ଡିଗାଁ ଗୌନ୍ତିଆ ପଡା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଦୁଇଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ ପାତ୍ରବସା ଗ୍ରାମର ବଳଦେବ ମାଝି (୫୪) ଓ ଅନ୍ୟଜଣେ ହେଲେ ବରଦୋଳି ଗ୍ରାମର ବନ ବିହାରି (୬୫) ବୋଲି ଜଣା ପଡିଛି। କୌଣସି ଏକ ଅଜଣା ଗାଡି ଏମାନଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିବା ବେଳେ ବଳଦେବ ମାଝିଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ କଲମପୁର… Continue reading ପଣ୍ଡିଗାଁ ଗୌନ୍ତିଆ ପଡା ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଗୁରୁତର

ଦଶପୁର ବନପାଲ ଙ୍କ ଦ୍ଵାରା ମହିମା ସାଗରରେ ପକ୍ଷୀ ଗଣନା ଆରମ୍ଭ

କଳାହାଣ୍ଡି, ୧୬/୧(ପ୍ୟାରିଲାଲ ଦୁର୍ଗା): ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତି ବର୍ଷ ଜାନୁୟାରୀ ମାସରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଥିଲା ବେଳେ ଚଳିତ ବର୍ଷରେ ମଧ୍ୟ ଜାନୁୟାରୀ ମାସର ଦିତୀୟ ସପ୍ତାହରୁ ଆସନ୍ତା ତା ୧୮/୧/୨୫ ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେଉଛି ବୋଲି ବନପାଲ ଛାତ୍ରୀ ମାନଙ୍କୁ ସୁଚନା ଦେଇ ଥିଲେ,,ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେ ଗାଁ ରେଞ୍ଜ ଅଧିନରେ ଥିବା ଦଶ ପୁର ବନପାଲ ପ୍ରଦୀପ… Continue reading ଦଶପୁର ବନପାଲ ଙ୍କ ଦ୍ଵାରା ମହିମା ସାଗରରେ ପକ୍ଷୀ ଗଣନା ଆରମ୍ଭ

ଆଦର୍ଶ ବିଦ୍ୟାଳୟରେ ବନ ବିଭାଗ ତରଫରୁ ପକ୍ଷୀଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

କଳାହାଣ୍ଡି,୧୬/୧(ପ୍ୟାରିଲାଲ ଦୁର୍ଗା): ଶୀତ ଋତୁ ଆସିଲେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥାଏ। ପକ୍ଷୀଙ୍କ ବିଷୟରେ ଅବଗତ କରାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି।ଏହି ପାରିପେଖି ରେ ଆଜି କଳାହାଣ୍ଡି ଜିଲ୍ଲା ଦକ୍ଷୀଣ ବନାଞ୍ଚଳ ଅଧିନସ୍ତ କଲମପୁର ବନପାଳ ଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ କଲମପୁର ଆଦର୍ଶ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି। ଗୁରୁବାର କଲମପୁର ବନପାଳ ଏକାଦଶୀ ନାଏକ ଙ୍କ ନେତୃତ୍ୱରେ ଏକଦଳ ଆଦର୍ଶ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ… Continue reading ଆଦର୍ଶ ବିଦ୍ୟାଳୟରେ ବନ ବିଭାଗ ତରଫରୁ ପକ୍ଷୀଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଅରୋଶିଖା ପକ୍ଷରୁ ଦିବ୍ୟାଙ୍ଗ ଙ୍କୁ ସହାୟତା

ବାଲିଅନ୍ତା, 16/01/25: ସାମାଜିକ ଅନୁଷ୍ଠାନ ଅରୋଶିଖା ପକ୍ଷରୁ ବାଲିଅନ୍ତା ବ୍ଲକ ର ପ୍ରାୟ 35 ଜଣ ଦିବ୍ୟାଙ୍ଗ ପିଲାମାନଙ୍କୁ ଶୁଖିଲା ଖାଦ୍ୟ, ଶୀତବସ୍ତ୍ର, ଖେଳ ବଲ ପ୍ରମୁଖ ଅନୁଷ୍ଠାନର ଉପାଧ୍ୟକ୍ଷ ତଥା ଦିବ୍ୟାଙ୍ଗ ସାଥି ଚନ୍ଦ୍ର ପ୍ରକାଶ ଓ ଅନୁଷ୍ଠାନର ସମ୍ପାଦକ ପଦ୍ମ ଚରଣ ମହାପାତ୍ର ବଣ୍ଟନ କରିଥିଲେ I ଅସହାୟ ଓ ଅଭାବୀଙ୍କ ସେବା ମାଧବଙ୍କ ସେବା ସହିତ ସମାନ ବୋଲି ମତବ୍ୟକ୍ତ କରିବା ସହିତ ଆଗକୁ ଏହି ପ୍ରୟାସ ବାଲିପାଟଣା ବ୍ଲକ ସହ ବିଭିନ୍ନ… Continue reading ଅରୋଶିଖା ପକ୍ଷରୁ ଦିବ୍ୟାଙ୍ଗ ଙ୍କୁ ସହାୟତା

You cannot copy content of this page