ଭୁବନେଶ୍ୱର: ସ୍ଥାନୀୟ ବାଣୀବିହାର ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଉତ୍କଳ ସମ୍ମିଳନୀ ସହିତ ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ 183 ତମ ଜୟନ୍ତୀ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ସଂଯୋଜନାରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଓଡ଼ିଆ ଭାଷା ସାହିତ୍ୟ, ଗଦ୍ୟ ଭଣ୍ଡାର, ସ୍ୱାଧୀନତା ସଂଗ୍ରାମ ରେ ସାମିଲ ସହିତ କଥା ସମ୍ରାଟର ମୂର୍ତ୍ତିମନ୍ତ ପ୍ରତୀକ ତଥା ଓଡ଼ିଆ… Continue reading ବ୍ୟାସକବି ଫକୀର ମୋହନ ସେନାପତିଙ୍କ 183 ତମ ଜୟନ୍ତୀ
ବ୍ୟାସକବି ଫକୀର ମୋହନ ସେନାପତିଙ୍କ 183 ତମ ଜୟନ୍ତୀ