ଛିଲିପା ଠାରେ ରେ ପଞ୍ଚାୟତ ସ୍ଥରୀୟ  କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଳିତ

କଳାହାଣ୍ଡି,୪|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛିଲିପା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ସରପଞ୍ଚ ବିଭୁଦତ୍ତ ପ୍ରଧାନୀଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମେହେର, ସମ୍ମାନିତ ଅତିଥି ଭାବରେ ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ, ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, ଜିଲ୍ଲାପରିଷଦ ସଦସ୍ୟ… Continue reading ଛିଲିପା ଠାରେ ରେ ପଞ୍ଚାୟତ ସ୍ଥରୀୟ  କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଳିତ

ଜଗତସିଂହପୁରରେ ଭୟଙ୍କର ବାଣ ବିସ୍ଫୋରଣ, ବାଣ ଭିଡିବା ବେଳେ ବଡ଼ ଅଘଟଣ

ଜଗତସିଂହପୁର: ଜଗତସିଂହପୁରରେ ଭୟଙ୍କର ବାଣ ବିସ୍ଫୋରଣ । ଜଗତସିଂହପୁର ବଡ଼ବାଗ ଅଞ୍ଚଳରେ ବାଣ ଭିଡିବା ବେଳେ ଏହି ବଡ଼ ଅଘଟଣ ଘଟିଛି । ଉଡିଗଲା ଘର ଛାତ, ୨ ଜଣଙ୍କ ମୃତ୍ୟୁ । ୨ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର । ବେଆଇନ ବାଣ ଭିଡିବା ବେଳେ ବିସ୍ଫୋରଣରେ ଘରର ଛାତ ଉଡିଯାଇଛି । ବଡ଼ବାଗ ଅଞ୍ଚଳର ସୁଶୀଲ ଦାସଙ୍କ ଘରେ ବେଆଇନ ବାଣ ଭିଡିବା ବେଳେ ଏହି ଅଘଟଣ ଘଟିଛି । ବିସ୍ଫୋରଣ ତୀବ୍ରତା ଏମିତି ଥିଲା… Continue reading ଜଗତସିଂହପୁରରେ ଭୟଙ୍କର ବାଣ ବିସ୍ଫୋରଣ, ବାଣ ଭିଡିବା ବେଳେ ବଡ଼ ଅଘଟଣ

କେସିଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସାମାଜିକ ସମରସତା ଗତିବିଧି ପ୍ରଶିକ୍ଷଣ

କଳାହାଣ୍ଡି ,୪ |୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଶୁକ୍ରବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ସାମାଜିକ ସମରସତା ଗତିବିଧି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଳାହାଣ୍ଡି , ନୂଆପଡ଼ା, ରାୟଗଡା, ବଲାଙ୍ଗୀର ,ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର କାର୍ଯ୍ୟ କର୍ତ୍ତା ମାନେ ଅଂଶ ଗ୍ରହଣ କରି ଥିଲେ। ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂଯୋଜକ ଡିଲେଶ୍ୱର ମହାନ୍ତଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମ ରେ ଅଖିଳ ଭାରତୀୟ ସଂଯୋଜକ ଶ୍ୟାମ ପ୍ରସାଦ ଜୀ… Continue reading କେସିଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସାମାଜିକ ସମରସତା ଗତିବିଧି ପ୍ରଶିକ୍ଷଣ

ନୂଆବର୍ଷରେ ନୂଆସୋମେଶ୍ୱରପୁର ହାଇସ୍କୁଲ୍ ର ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ବୃକ୍ଷ ରୋପଣ

ସାକ୍ଷୀଗୋପାଳ: ବୃକ୍ଷ ହିଁ ଜୀବନ, ବୃକ୍ଷ ରୋପଣ କରନ୍ତୁ, ପରିବେଶକୁ ସୁରକ୍ଷା ଦିଅନ୍ତୁ । ଏଭଳି ଅନୁଚିନ୍ତା ସହିତ ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି ସ୍ଥାନୀୟ ନୂଆସୋମେଶ୍ୱରପୁର ସ୍କୁଲ୍ର ୨୦୦୭ ବ୍ୟାଚ୍ ର ପୂର୍ବତନ ଛାତ୍ର ଓ ଛାତ୍ରୀ । ବନ୍ଧୁ ମିଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସ୍କୁଲ୍ ଦିନର ସ୍ମୃତିକୁ ତାଜା କରିବା ସହିତ ପରିବେଶ ସୁରକ୍ଷା ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ନବବର୍ଷର ତୃତୀୟ ଦିନ ତଥା ଶୁକ୍ରବାର ବଳପୁର ସାଗରସ୍ନାନ… Continue reading ନୂଆବର୍ଷରେ ନୂଆସୋମେଶ୍ୱରପୁର ହାଇସ୍କୁଲ୍ ର ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ବୃକ୍ଷ ରୋପଣ

ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’- ୨0୨୫ ଧର୍ମଗଡର ମା’ ଭଣ୍ଡାର ଘରଣୀ ମଞ୍ଚରେ ଅନୁଷ୍ଠିତ ହେବ

କଳାହାଣ୍ଡି,୪|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ୧୪ ତାରିଖରୁ ଭବାନୀପାଟଣାରେ ଜ଼ିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୪ ଦିନ ଧରି ପାଳନ ହେବାକୁ ଥିବା ବେଳେ ୧୫ ତାରିଖରୁ ୧୭ ଯାଏଁ ଧର୍ମଗଡ଼ରେ ୩ ଦିନ ଧରି ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ ହେବ । ଏଥିପାଇଁ ଧର୍ମଗଡ ବ୍ଲକ ସଭା ଗୃହରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ତଥା ଧର୍ମଗଡ଼ ଉତ୍ସବ କମିଟିର ଅଧ୍ୟକ୍ଷ ଧିମାନ ଚକମା ଏଥିରେ… Continue reading ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’- ୨0୨୫ ଧର୍ମଗଡର ମା’ ଭଣ୍ଡାର ଘରଣୀ ମଞ୍ଚରେ ଅନୁଷ୍ଠିତ ହେବ

ବିଧାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଗଣମାଧ୍ୟମ ପ୍ରତିନିଧି

ବାଲିଅନ୍ତା୩|୧: ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କୁ ଆଜି ଗଡ଼ଶ୍ରୀରାମପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବାଲିଅନ୍ତା ବ୍ଲକ ଅଞ୍ଚଳର ବିଭିନ୍ନ ଖବରକାଗଜର ସମ୍ବାଦଦାତା ମାନେ ନୂତନବର୍ଷର ଅଭିନନ୍ଦନ ଜଣାଇବା ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି l ଏଥିସହ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ବିକାଶମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ l ଏହି ପରିପ୍ରେକ୍ଷୀରେ ସାମ୍ବାଦିକଙ୍କ ନିମନ୍ତେ ଏକ ଘର ଯୋଗାଇବା ପାଇଁ ଉପସ୍ଥିତ ସମ୍ବାଦଦାତା ମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l… Continue reading ବିଧାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଗଣମାଧ୍ୟମ ପ୍ରତିନିଧି

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ ଯୁବ ସଂଗଠନ ଗଠିତ

କଳାହାଣ୍ଡି,୩/୧/(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବଗାଡ଼ ମଣ୍ଡଳ ପକ୍ଷ ରୁ କୁର୍ଲୁପଡ଼ା ଗ୍ରାମରେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ ଯୁବ ସଂଗଠନ ଗଠିତ ହୋଇଯାଇଛି। ଏଥିରେ ଶିବ ପ୍ରସାଦ ସାହୁ ଙ୍କ ଆବାହକତ୍ବରେ ଉକ୍ତ ସଭା ଆହ୍ୱାନ କରାଯାଇଥିଲା। ମା ଚଣ୍ଡୀ ସମଲେଇଙ୍କ ପୂଜାର୍ଚନା ନେଗୀ ଓ ବେହେରା ଙ୍କ ଦ୍ୱାରା କରାଯାଇଥିଲା। ନେଗୀ କୋଦଣ୍ଡ ସାହୁଙ୍କ ଅଧ୍ୟକ୍ଷତାରେ ଉକ୍ତ ସଭାଟି ଆରମ୍ଭ ହୋଇଥିଲା।ଏଥିରେ ଜିଲ୍ଲା ଉପସଭାପତି ଯୁବରାଜ ସାହୁ… Continue reading ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ ଯୁବ ସଂଗଠନ ଗଠିତ

କ୍ରାନ୍ତିଜ୍ୟୋତି ତଥା ଶିକ୍ଷାର ଜନନୀ ମାତା ସାବିତ୍ରୀ ବାଈଫୁଲେଙ୍କ ୧୯୫ ତମ ଜନ୍ମବାର୍ଷିକୀ ପାଳିତ‌

କଳାହାଣ୍ଡି,୩/୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଜ୍ଞାନ ଜ୍ୟୋତି ତଥା ଶିକ୍ଷାର ଜନନୀ ମାତା ସାବିତ୍ରୀ ବାଈଫୁଲେ ଙ୍କ ୧୯୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଓଏସସିଏଫ୍ ର ମହିଳା ଶାଖା ପକ୍ଷରୁ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଏ.ଡି.ଏମ୍ କଳାହାଣ୍ଡି ଯୋଗଦାନ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ହଳଧର ନିଆଲ, ଭନ୍ତେ ଜୀ… Continue reading କ୍ରାନ୍ତିଜ୍ୟୋତି ତଥା ଶିକ୍ଷାର ଜନନୀ ମାତା ସାବିତ୍ରୀ ବାଈଫୁଲେଙ୍କ ୧୯୫ ତମ ଜନ୍ମବାର୍ଷିକୀ ପାଳିତ‌

ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

କଳାହାଣ୍ଡି, ୩/୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୁନାଗଡ ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବୟାଳିଶି ତମ ବାର୍ଷିକ କ୍ରୀଡା ଉଦଯାପିତ ହେଇଯାଇଛି ଉଦ୍ଘାଟନୀ ଉତ୍ସବରେ ଶ୍ରୀମତୀ ସବିତା ମେହେର ଅଧ୍ୟକ୍ଷା ଜୁନାଗଡ ବ୍ଲକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସଭାରେ ଅଧ୍ୟକ୍ଷ ଶ୍ରୀ ବିଭୂତି ଭୂଷଣ ମେହେର ସଭାପତିତ୍ବ କରିଥିଲେ ସମ୍ମାନିତ ଅତିଥି ଭାବେ ଶ୍ରୀ ଅରୁପl ନନ୍ଦ ନାଗ, ଶ୍ରୀ ଦେବେନ୍ଦ୍ର କୁମାର ବେହେରା, ପ୍ରାଧ୍ୟାପିକା ସାଗରିକା ଦାସ,… Continue reading ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

୩୧ତମ ବେତନଟୀ ଧମାକା ମହୋତ୍ସବ ପାଳିତ

ବେତନଟୀ: ପ୍ରତ୍ୟେକ ବର୍ଷପରି ଏହିବର୍ଷ YMA ପାଳିଚି ଧମାକା ମହୋତ୍ସବ, ବିଗତ ବର୍ଷ କୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ବାଗତ କରାଯାଇଛି। ଏହି ମହୋତ୍ସବ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି, ପ୍ରତିଯୋଗୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇ ସେମାନଙ୍କର ଅନ୍ତରର କଳା କୁ ପରିସ୍ପୁଟିତ କରିଥିଲେ। ଦୁଇ ତାରିଖ ଦିନ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ଭାରତୀ ହାଁସଦା, ବଡ଼ସାହି ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ… Continue reading ୩୧ତମ ବେତନଟୀ ଧମାକା ମହୋତ୍ସବ ପାଳିତ

You cannot copy content of this page