ଶିକ୍ଷାର ଜନନୀ ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ପାଳିତ

କଳାହାଣ୍ଡି,୩/୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ ସଂସ୍କୃତି ଭବନ ଠାରେ ଭାରତର ପ୍ରଥମ ଶିକ୍ଷୟତ୍ରୀ ତଥା ଶିକ୍ଷାର ଜନନୀ କ୍ରାନ୍ତୀଜ୍ୟୋତି ମାତା ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ଆଜି ମହା ସମାରୋହରେ ପାଳିତ ହୋଇ ଯାଇଛି । ଆଜି ମାଁ ଲଙ୍କେଶ୍ୱରି ମନ୍ଦିରର ଠାରୁ ବିଶାଳ ଶୋଭାଯାତ୍ରାରେ ଆସିଥିଲେ । ମାତା ସାବିତ୍ରୀ ବାଇ ଫୁଲେ ଜନ୍ମ ଜୟନ୍ତୀ କମିଟିର ସଭାପତି ଦୁର୍ଗା ପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି… Continue reading ଶିକ୍ଷାର ଜନନୀ ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ପାଳିତ

ସାହିତି୍ୟକା ଜୟଶ୍ରୀ ଦାସଙ୍କୁ ଶ୍ରୀକ୍ଷେତ୍ର ରତ୍ନ ସମ୍ମାନ

ପୁରୀ,୩.୧.୨୦୨୫: ଜାତୀୟ ସ୍ତରୀୟ ଶ୍ରୀକ୍ଷେତ୍ର ମହୋସôବ ୨୦୨୫ ପୁରୀସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଡ. ତି୍ରଲୋଚନ ବରାଳ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଶଶଧର ପଣ୍ଡା, ସମ୍ମାନିତ ଅତିଥି ଭାବେ ଆଇନଜୀବୀ କେଶବ ଚନ୍ଦ୍ର ରାଉତ, ବ୍ୟଙ୍ଗ କବି ସଂପଦ କୁମାର ରଥ ଉପସ୍ଥିତ ରହିବା ସହ ଉତ୍କଳର କଳା, ସଂସ୍କୃତିକୁ ଆଗେଇ ନେବା ଓ ନୂତନ ପ୍ରତିଭା ମାନଙ୍କୁ ଆଗକୁ ଆଣିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ… Continue reading ସାହିତି୍ୟକା ଜୟଶ୍ରୀ ଦାସଙ୍କୁ ଶ୍ରୀକ୍ଷେତ୍ର ରତ୍ନ ସମ୍ମାନ

ସମାଜସେବାରେ ପ୍ରଦୀପ କୁମାର ବାରିକଙ୍କୁ ଡକ୍ଟରେଟ୍ ସମ୍ମାନ

ଖୋର୍ଦ୍ଧା,୩.୧.୨୦୨୫: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଗୋପୋଳପୁର ପଂଚାୟତର ସରଂଚପ ତଥା ସମାଜସେବୀ ପ୍ରଦୀପ କୁମାର ବାରିକଙ୍କୁ ସମାଜସେବା କ୍ଷେତ୍ରରେ ସମ୍ମାନିତ କରାଯାଇଛି । ଆମେରିକାନ ମେରିଟ୍ କାଉନସିଲ୍ ଦ୍ୱାରା ପୁରୀ ଟାଉନ ହଲ ଠାରେ ୱାର୍ଲଡ୍ ଚାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଡକ୍ଟରେଟ୍ ସମ୍ମାନରେ ସମ୍ମାନିତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀଯୁକ୍ତ ବାରିକ ବୋଲଗଡ଼ ବ୍ଲକ୍ର ବିଭିନ୍ନ ସମାଜସେବା, ଅସହାୟଙ୍କ ସେବା, ବୃକ୍ଷରୋପଣ, ଜନସଚେତନତା ଆଦି ବହୁ ସାମାଜିକ କାର୍ଯ୍ୟ… Continue reading ସମାଜସେବାରେ ପ୍ରଦୀପ କୁମାର ବାରିକଙ୍କୁ ଡକ୍ଟରେଟ୍ ସମ୍ମାନ

ଗୋଲାମୁଣ୍ଡା ବ୍ଲକ ରେ କଳାହାଣ୍ଡି ଉତ୍ସବ ଘୁମୁରା ର ପ୍ରଚାର ରଥ

ଗୋଲାମୁଣ୍ଡା,୨/୧/୨୫/( ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଗୋଲାମୁଣ୍ଡା ବ୍ଲକରେ କଳାହାଣ୍ଡି ୨୦୨୫ ଉତ୍ସବ ନିମନ୍ତେ କଳାହାଣ୍ଡିର ବୀରବାଦ୍ୟ ଘୁମୁରା କୁ ନେଇ ଓ ସବୁଜ ସଙ୍କେତ ଦେଇ ପ୍ରଚାର ପ୍ରସାର ପାଇଁ ରଥ ଗଡୁଛି ।ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ସବୁଜ ପତାକାରେ ସଙ୍କେତ ଦେଇ ଥିବା ବେଳେ ସଂଯୋଜକତଥା ବିଡ଼ିଓ ଶ୍ରୀ ଯୁକ୍ତ ଶ୍ରୀଧର ପଣ୍ଡା, ନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାଏକ ପ୍ରମୁଖ ଓ ବହୁ… Continue reading ଗୋଲାମୁଣ୍ଡା ବ୍ଲକ ରେ କଳାହାଣ୍ଡି ଉତ୍ସବ ଘୁମୁରା ର ପ୍ରଚାର ରଥ

ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ଡାକ୍ତରଖାନାର ସୁପରଭାଇଜର

ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ୪ ହଜାର ଟଙ୍କା କଳାହାଣ୍ଡି, ୨|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-୪ହଜାର ଟଙ୍କା ଲାଞ୍ଚ ନେଉଥ‌ିବା ବେଳେ ମାଡିବସିଲେ ଭିଜିଲାନ୍ସ ଟିମ |ଏଭଳି ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଡାକ୍ତରଖାନାରେ |ଏହି ଡାକ୍ତର ଖାନାର କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ମହାରଣା ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ନିମନ୍ତେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ।ତଲଝାପି ପଞ୍ଚାୟତ ର ନିକେସଜୋର ଗ୍ରାମର… Continue reading ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ଡାକ୍ତରଖାନାର ସୁପରଭାଇଜର

କିସ୍-କଳାହାଣ୍ଡିରେ ନୂତନ ବର୍ଷ 2025 ପାଳିତ

କଳାହାଣ୍ଡି,0୨/0୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସ୍ଥିତ ବାଦିଲି ଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟରେ ନୂତନ ବର୍ଷ ପାଳିତ ହେଇଯାଇଛି | ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁନିତା ପଣ୍ଡା ଓ ପ୍ରାଥମିକ ଶିକ୍ଷୟତ୍ରୀ ସୁଶ୍ରୀ କୁମୁଦିନୀ ମାଝୀ କିସ୍ ଛାତ୍ରୀ ମାନଙ୍କୁ ନେଇ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଭେଟି ନୂତନ ବର୍ଷର ଅଭିନନ୍ଦନ ଜଣେଇ ଥିଲେ | ପରେ ସନ୍ଧ୍ୟାରେ ନୂତନ ବର୍ଷକୁ ଆହୁରି ସରସ ସୁନ୍ଦର କରିବା ପାଇଁ… Continue reading କିସ୍-କଳାହାଣ୍ଡିରେ ନୂତନ ବର୍ଷ 2025 ପାଳିତ

ଡକ୍ଟରେଟ ଉପାଧିରେ ସମ୍ମାନିତ ହେଲେ ଶିକ୍ଷାବିତ ତ୍ରିଲୋଚନ ବାଗ         

ଧର୍ମଗଡ଼ ୨/୧/୨୫/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ)       ଓଡ଼ିଆ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଧିନସ୍ତ ଜୟନ୍ତପୂର ଗ୍ରାମର ଜଣେ ଅବସର ପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ବାଗ ଙ୍କୁ ପୁରୀ ଟାଉନହଲ ଠାରେ ୱାଲର୍ଡ ଚେରିଟି ୱେଲଫେୟାର ଫାଉଣ୍ଡେସନ ଦିଲ୍ଲୀ ତରଫରୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି ।ପୂର୍ବରୁ ସେ ୧୯୯୫ମସିହାରେ ଓଡିଶାର ମାନ୍ୟବର ରାଜ୍ୟପାଳ ତାଙ୍କୁ ସମ୍ମାନ ଜନକ ଶିକ୍ଷକ ପୁରସ୍କାର ପ୍ରଦାନ କରିଥିବା ବେଳେ ସେପ୍ଟେମ୍ବର ୫… Continue reading ଡକ୍ଟରେଟ ଉପାଧିରେ ସମ୍ମାନିତ ହେଲେ ଶିକ୍ଷାବିତ ତ୍ରିଲୋଚନ ବାଗ         

Untitled

ରାଜଧାନୀରେ ରାସ୍ତା ପାର୍ଶ୍ବ ଜବରଦଖଲ ଉଚ୍ଛେଦ ବେଳେ ଅସନ୍ତୋଷ । ପ୍ରଥମେ ଥଇଥାନ ନକରି ଉଚ୍ଛେଦ ପାଇଁ ବାଧ୍ୟ କରାଯାଉଥିବାକୁ ନେଇ ବିରୋଧ କରୁଛନ୍ତି ଉଠାଦୋକାନୀ । ଜେସିବି ଆଗରେ ବସି ଉଚ୍ଛେଦକୁ ବିରୋଧ କରିଛନ୍ତି । ଭୁବନେଶ୍ବର ଆଚାର‌୍ୟ୍ୟ ବିହାରରୁ ବାଣୀବିହାର ରାସ୍ତା ପାର୍ଶ୍ଵ ଦୋକାନଗୁଡ଼ିକ ଭାଙ୍ଗିବା ପାଇଁ ସକାଳୁ ପହଞ୍ଚିଛି ଏନଫୋର୍ସମେଣ୍ଟ ଟିମ୍ । ଟିମ୍ ପହଞ୍ଚିବା ପରେ ଉଠାଦୋକାନୀମାନେ ଉଚ୍ଛେଦକୁ ବିରୋଧ କରିଛନ୍ତି । ପୂର୍ବରୁ ଉଠାଦୋକନୀ ସଂଘ ପକ୍ଷରୁ ଏହାକୁ ଇେ… Continue reading Untitled

ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ‘ଘୁମୁରା’ ଉତ୍ସବ ପାଳନ ପାଇଁ ଗଡ଼ିଲା ରଥ ପ୍ରଚାର ପ୍ରସାର ରଥ

କଳାହାଣ୍ଡି 0୨/0୧(ପ୍ୟାରିଲାଲ ଦୁର୍ଗା)-: କଳାହାଣ୍ଡି ଜିଲ୍ଲାର ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଆୟୋଜିତ ହେଉଛି। ଏହି ଉତ୍ସବ ପ୍ରଥମେ ପଞ୍ଚାୟତ ସ୍ତରରେ ପାଳନ କରାଯାଉଛି । ପରେ ବ୍ଲକସ୍ତରୀୟ ଏବଂ ଶେଷରେ ଜିଲ୍ଲାସ୍ତରରେ ପାଳନ କରାଯାଇଥାଏ | ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଜାନୁଆରୀ ୧୦, ୧୧, ୧୨ରେ ଅନୁଷ୍ଠିତ ହେବ । ଏ ନେଇ ମଙ୍ଗଳବାର ପ୍ରଚାର… Continue reading ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ‘ଘୁମୁରା’ ଉତ୍ସବ ପାଳନ ପାଇଁ ଗଡ଼ିଲା ରଥ ପ୍ରଚାର ପ୍ରସାର ରଥ

ସାଇ ଫାଇଟରକୁ ହରାଇ କଳିଙ୍ଗ ୱାରିୟର “ସାଇ ମେମୋରିଆଲ କପ” ଚମ୍ପିୟାନ

ବାଲିଅନ୍ତା: ବାଳକାଟି କଲେଜ ପଡିଆରେ ୟଙ୍ଗଷ୍ଟାର ଓ ଜାଗେଶ୍ବରୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ୪ ଦିନ ଧରି ଚାଲିଥିବା ସାଇ ମେମୋରିଆଲ କ୍ରିକେଟ କପ -୨0୨୪ ରେ ‘କଳିଙ୍ଗ ୱାରିୟର’ ଚମ୍ପିୟାନ ହୋଇଛି l ଏହି ଟୁର୍ନାମେଣ୍ଟରେ ମୋଟ ୮ ଟି ଦଳ ଭାଗ ନେଇଥିଲେ l ଆଜି ଉଦଯାପିତ ବା ଫାଇନାଲ ମ୍ୟାଚଟି ସାଇ ଫାଇଟର ଓ କଳିଙ୍ଗ ୱାରିୟର ମଧ୍ୟରେ ଖେଳା ଯାଇଥିଲା l ଏଥିରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି… Continue reading ସାଇ ଫାଇଟରକୁ ହରାଇ କଳିଙ୍ଗ ୱାରିୟର “ସାଇ ମେମୋରିଆଲ କପ” ଚମ୍ପିୟାନ

You cannot copy content of this page