କଳାହାଣ୍ଡିର ଗୋଲାମୁଣ୍ଡା ଚାଷୀ ସଂଘକୁ ପ୍ରଶଂସା କଲେ ମୋଦୀ

Farmers seed a green revolution in rain-shadow Kalahandi

ଗୋଲାମୁଣ୍ଡା: ଚାଷ କରି କ୍ୟାରିୟର କୁ ସଜାଡ଼ି ପାରିଛନ୍ତି ଓଡ଼ିଶା ର ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ। ଏଠି ଦେଖିବାକୁ ମିଳିଚି ସବୁଜ ବିପ୍ଳବ। ତେବେ ଚାଷୀ ଆଜି ଚାଷ କାର୍ଯ୍ୟ ଛାଡ଼ି ଦାଦନ ଖଟିବାକୁ ବିଦେଶମୁହାଁ ହେଉଥିବାବେଳେ କିଛି ସଚେତନ ଯୁବକ ଆଜି କରିଦେଖାଇଛନ୍ତି ସବୁଜ ବିପ୍ଳବ। ଏହି ଦୃଢ଼ମନୋବଳ ସହ ନିଜ ଚାଷ ଜମିରେ କିପରି ସୁନା ଫଳେଇ ହେବ ଆଉ ନିଜର କ୍ୟାରିୟକୁ ସୁଦୃଢ଼ କରିହେବ ଦଶଜଣ ଯୁବକ… Continue reading କଳାହାଣ୍ଡିର ଗୋଲାମୁଣ୍ଡା ଚାଷୀ ସଂଘକୁ ପ୍ରଶଂସା କଲେ ମୋଦୀ

ସାଇ ମେମୋରିଆଲ କ୍ରିକେଟ କପ-୨0୨୪ ଉଦଘାଟିତ

sai memorialcricket culb tournament1

ବାଳକାଟି,୨୮|୧୨: ବାଳକାଟି କଲେଜ ପଡିଆରେ ୟଙ୍ଗଷ୍ଟାର ଓ ଜଗେଶ୍ଵରୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଶନିବାର ସାଇ ମେମୋରିଆଲ କ୍ରିକେଟ କପ-୨0୨୪ ଉଦଘାଟିତ ହୋଇଯାଇଛି l ଏଥିରେ ସ୍ଥାନୀୟ ସରପଞ୍ଚ ରୀନାରାଣୀ ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ସମାଜସେବୀ ପବିତ୍ର ବେହେରା, ଯୁବ ସ୍ବେଛାସେବୀ ମିଲନ ଜେନା, ତୁଷାର ଜେନା ପ୍ରମୁଖ ଯୋଗଦେଇ ଏହାର ଉଦଘାଟନ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଟି ଦଳ ୧୯ ବର୍ଷରୁ କମ ଖେଳାଳୀ ଭାଗ ନେଇଥିବା ବେଳେ ପ୍ରତିଦଳ… Continue reading ସାଇ ମେମୋରିଆଲ କ୍ରିକେଟ କପ-୨0୨୪ ଉଦଘାଟିତ

ମାଲଖମ୍ବ ସମରକଳାରେ ଦର୍ଶକ ବିଭୋର ୧୮ତମ

ଆନ୍ତର୍ଜାତୀକ ୬୪ ଯୋଗିନୀ ମହୋତ୍ସବ ଉଦଯାପନୀ ସନ୍ଧ୍ୟା ଉଦଯାପିତ ବାଲିଅନ୍ତା,୨୮|୧୨: ହୀରାପୁର ଗ୍ରାମ୍ୟକମିଟି ଓ ୬୪ ଯୋଗିନୀ ମହୋତ୍ସବ କମିଟି ଆନୁକୂଲ୍ୟରେ ଆୟୋଜିତ ଅଷ୍ଟାଦଶ ଆନ୍ତର୍ଜାତୀକ ୬୪ ଯୋଗିନୀ ମହୋତ୍ସବର ଆଜି ଥିଲା ଉଦଯାପନୀ ସନ୍ଧ୍ୟା l ଆଜି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଆଜିର ସନ୍ଧ୍ୟାର ପ୍ରଥମ ଅର୍ଘ୍ୟରେ ଥିଲା ଆନ୍ତର୍ଜାତୀକ ଖ୍ୟାତିସମ୍ପନ୍ନ ଅନୁଷ୍ଠାନ ପୁରୀ ଜିଲ୍ଲାର ଫେଟ ଫାଇଟର କଳାକାର ମାନେ… Continue reading ମାଲଖମ୍ବ ସମରକଳାରେ ଦର୍ଶକ ବିଭୋର ୧୮ତମ

୬୪ ଯୋଗିନୀ ମହୋତ୍ସବର 2ୟ ସନ୍ଧ୍ୟା: ଗୋଟିପୁଅ ନୃତ୍ୟରେ ଦର୍ଶକ ବିମୋହିତ

ବାଲିଅନ୍ତା,୨୭|୧୨:ଓଡିଶା ପ୍ରସିଦ୍ଧ ତନ୍ତ୍ରପୀଠ ୬୪ ଯୋଗିନୀ ପୀଠ ପରିସରରେ ମହୋତ୍ସବ କମିଟି ଓ ହୀରାପୁର ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୮ ତମ ଆନ୍ତର୍ଜାତୀକ ୬୪ ଯୋଗିନୀ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ଗୋଟିପୁଅ ନୃତ୍ୟରେ ଦର୍ଶକ ବିମୋହିତ l ଏହି ନୃତ୍ୟକୁ ଭୁବନେଶ୍ୱର ଆରାଧନା ଡ୍ୟାନ୍ସ ଏକାଡେମୀର କଳାକାର ଅତି କୌଶଳତାର ସହ ପରିବେଷଣ କରିଥିଲେ l ଯେଉଁଥିରେ ପାଞ୍ଚଦେବୀ ଶ୍ରୁତି, ଦେଖଗୋ ରାଧା ମାଧବ ଚାଲି ଏବଂ ବନ୍ଧ ନୃତ୍ୟ ପରିବେଷଣ ଅତି… Continue reading ୬୪ ଯୋଗିନୀ ମହୋତ୍ସବର 2ୟ ସନ୍ଧ୍ୟା: ଗୋଟିପୁଅ ନୃତ୍ୟରେ ଦର୍ଶକ ବିମୋହିତ

୧୮ ତମ ୬୪ ଯୋଗିନୀ ମହୋତ୍ସବ ଅନୁଷ୍ଠିତ

ବାଲିଅନ୍ତା,୨୬|୧୨(ନି. ପ୍ର): ବାଳକାଟି ସ୍ଥିତ ହୀରାପୁର ଗ୍ରାମର ପ୍ରସିଦ୍ଧ ତନ୍ତ୍ରପୀଠ ୬୪ ଯୋଗିନୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି ୧୮ ତମ ଆନ୍ତର୍ଜାତୀକ ୬୪ ଯୋଗିନୀ ମହୋତ୍ସବ l ଏଥିରେ ମୁଖ୍ୟଅତିଥିଭାବେ ସ୍ଥାନୀୟ ବିଧାୟକ ନବ କିଶୋର ମଲ୍ଲିକ ଯୋଗଦେଇ ଏହାକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ଉଦଘାଟନ ଉତ୍ସବରେ ଓଡିଶୀ ନୃତ୍ୟରେ ଝୁମିଥିଲେ ଦର୍ଶକ l ଆନ୍ତର୍ଜାତୀକ କ୍ଷାତିସମ୍ପନ୍ନ ନୃତ୍ୟଅନୁଷ୍ଠାନ ‘ଆରାଧନା ଡ୍ୟାନ୍ସ ଏକାଡେମୀ’ର କଳାକାରଙ୍କ ଦଳଗତ ପ୍ରସ୍ତୁତି ନବକିଶୋର ମିଶ୍ରଙ୍କ ରଚନାରେ… Continue reading ୧୮ ତମ ୬୪ ଯୋଗିନୀ ମହୋତ୍ସବ ଅନୁଷ୍ଠିତ

ଧାମରା ସଂଘର ବାର୍ଷିକ ପ୍ରତିଯୋଗିତା

Dhamra Association Annual Competition

ରାଉରକେଲା ତା 26/12/24: ରାଉରକେଲାର ଅଗ୍ରଣୀ ସାଂସ୍କ୍ରୁତିକ ଓ ସାମାଜିକ ଅନୁଷ୍ଠାନ ଧାମରା ସଂଘରେ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | ସାଂସ୍କ୍ରୁତିକ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ଅବାହକତ୍ବରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ମାନ୍ଯବର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଉଦ୍ଘାଟକ ଭାବେ ଯୋଗଦାନ କରି ଉପସ୍ଥିତ ପିଲାମାନଙ୍କୁ ଅ ଶୀର୍ବଚନିକା ପ୍ରଦାନ କରି କହିଲେ ପିତାମାତା ହେଉଛନ୍ତି ସମସ୍ତଙ୍କର ପ୍ରଥମ ଗୁରୁ ତେଣୁ ପ୍ରତିଦିନ ସକାଳୁ ପିତାମାତାଙ୍କୁ ହିଁ… Continue reading ଧାମରା ସଂଘର ବାର୍ଷିକ ପ୍ରତିଯୋଗିତା

ଚଳନ୍ତା ଟ୍ରେନରୁ ଖସି ମାଆ-ପୁଅ ଗୁରୁତର

ଢେଙ୍କାନାଳ ଦାଣ୍ଡିମାଳ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନରୁ ଓହ୍ଲାଇବାବେଳେ ଚଳନ୍ତା ଟ୍ରେନରୁ ଖସି ପଡ଼ିଲେ ମାଆ-ପୁଅ । ମାଆ ଗୁରୁତର ହୋଇଥିବା ବେଳେ ୧୨ ବର୍ଷିୟ ପୁଅର ଅବସ୍ଥା ସଙ୍କଟାପନ୍ନ ରହିଛି । ଉଭୟ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମାଆ ଭଗବତୀ ଦେହୁରୀ ଓ ୧୨ ବର୍ଷୀୟ ପୁଅ ରୁଦ୍ର ନାରାୟଣ ଦେହୁରୀ ମେରାମଣ୍ଡଳୀ ଷ୍ଟେସନରୁ ପାସେଞ୍ଜର ବଦଳରେ ପୁରୀ ଦୁର୍ଗ ଏକ୍ସପ୍ରେସରେ ଚଢିଯାଇଥିଲେ । ଢେଙ୍କାନାଳ ନିକଟସ୍ଥ ଦାଣ୍ଡିମାଳ ଷ୍ଟେସନରେ ସେମାନଙ୍କ ଓହ୍ଲାଇବାରଥିଲା ।… Continue reading ଚଳନ୍ତା ଟ୍ରେନରୁ ଖସି ମାଆ-ପୁଅ ଗୁରୁତର

ଧର୍ମଗଡ଼ ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ

Dharmagarh Assembly Congregation Development Committee Meeting

କଳାହାଣ୍ଡି,27|12(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଧର୍ମଗଡ଼ ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଆଜି ଧର୍ମଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ବିଧାୟକ, ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ସମୀକ୍ଷା ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଅନୁସୂଚିତ ଜାତି, ଜନଜାତି, ଖାଦ୍ୟ ସୁରକ୍ଷା, ସହର ଏବଂ ଗ୍ରାମ୍ୟ ସ୍ୱଚ୍ଛତା ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ, ଖଣି ସମସ୍ୟା, ଶ୍ରମିକ ସମସ୍ୟା, ଗମନା ଗମନ, ସାମାଜିକ ସୁରକ୍ଷା,… Continue reading ଧର୍ମଗଡ଼ ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ

ଭିଜିଲାନ୍ସ ଜାଲରେ ଜୁନାଗଡ଼ ଥାନା ର ଏଏସ୍‌ଆଇ

ASI of Junagadh police station caught in vigilance net

ଧରିବା ପୂର୍ବରୁ ଥାନାରୁ ଫେରାର କଳାହାଣ୍ଡି, ୨୭|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ ଗୁରୁବାର ରାତିରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗୋଇରାପଦର ପ୍ରଭା ପୂଝାରୀଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ସ୍ଥାନୀୟ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ମାଡିବସିଥିଲା। ହେଲେ ଏଏସ୍‌ଆଇ ଖେମୁଣ୍ଡୁ ଭିଜିଲାନ୍ସ ବିଭାଗକୁ ଚକ୍‌ମା… Continue reading ଭିଜିଲାନ୍ସ ଜାଲରେ ଜୁନାଗଡ଼ ଥାନା ର ଏଏସ୍‌ଆଇ

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୧୨ତମ ଜୟନ୍ତୀ

ଜୟନ୍ତୀ ଉପଲକ୍ଷେ ଶକ୍ତିପୀଠ ଉତରମୁଖୀ ଠାକୁରାଣୀଙ୍କ ପ୍ରାଙ୍ଗଣରେ ଭବ୍ୟ ଉତ୍ସବ ବାଲିଅନ୍ତା: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୧୨ତମ ଜୟନ୍ତୀ ଉପଲକ୍ଷେ ବାଲିଅନ୍ତା ବ୍ଲକର ପ୍ରଶୀଦ୍ଧ ଶକ୍ତିପୀଠ ଉତରମୁଖୀ ଠାକୁରାଣୀଙ୍କ ପ୍ରାଙ୍ଗଣରେ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା। ସରକଣା ସେବା ସମବାୟ ସମିତିର ସଭାପତି ତଥା ପ୍ରମେୟ ପ୍ରତିନିଧି ସୋମନାଥ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଅଭିଶେକ ସିଂ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସୁଭ… Continue reading ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୧୨ତମ ଜୟନ୍ତୀ

You cannot copy content of this page