ଉତ୍କେଲା ଆଇ ଏମ ଏଫ ଏଲ ସୋଫ ରୁ ଚୋରା ଚାଲାଣ ବେଳେ ଧରିଲା ମୋବାଇଲ ଟିମ

କଳାହାଣ୍ଡି , ୨୫/୧୨ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କେସିଙ୍ଗା ବ୍ଲକ ଅଧିନସ୍ଥ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଏଫ ଏଲ ସଫ ରୁ ଗତ ମଙ୍ଗଳବାର ଦିନ ଦି ପହରରେ ବାଇକ ଯୋଗେ ଗାଁ ଗାଁ ଙ୍କୁ ଚୋରା ଚାଲାଣ ହେଉଥିବାଲେ ପାଶ୍ଟିକୁଡ଼ି ଠାରେ ଜିଲ୍ଲା ଏକ୍ସସାଇଜ ମୋବାଇଲ ଟିମ ବାଇକ ରେ ଦୁଇଜଣ ବିଦେଶୀ ମଦ ନେଉଥିବା ସନ୍ଦେହ କରି ଅଟକାଇଥିଲେ ଓ ତଦନ୍ତ କରିଥିଲେ ସେଥିରେ ବିଦେଶୀ ମଦ ୩୯, ୬୦୦ବିୟର ଏବଂ… Continue reading ଉତ୍କେଲା ଆଇ ଏମ ଏଫ ଏଲ ସୋଫ ରୁ ଚୋରା ଚାଲାଣ ବେଳେ ଧରିଲା ମୋବାଇଲ ଟିମ

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୧୫ ଆଫଗାନୀ ମୃତ

Pakistan's air strike on Afghanistan

ଇସଲାମାବାଦ: ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ କରିଛି ପଡୋଶୀପାକିସ୍ତାନ। ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନ ପକ୍ତିକା ପ୍ରଦେଶର ବରମଲ ଜିଲ୍ଲାର ଲମନ ସମେତ ସାତୋଟି ଗାଁକୁ ଟାର୍ଗେଟ କରିଛି। ପାକିସ୍ତାନୀ ଅଧିକାରୀମାନେ ତେହରିକ ତାଲିବାନ ପାକିସ୍ତାନ(ଟିଟିପି)ର ଏକ ତାଲିମ ଶିବିରକୁ ଧ୍ୱଂସ କରି ଏହି ଆକ୍ରମଣରେ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଦାବି କରିଛି। ଖାମା ପ୍ରେସ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣ ୨୪ଡିସେମ୍ବର ରାତିରେ ମହିଳା ଏବଂ ଶିଶୁଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ… Continue reading ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୧୫ ଆଫଗାନୀ ମୃତ

ପରଲୋକରେ ମା’ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ ସତପଥି

Professor Sanjay Satpathy, the venerable head of Ma'manikeswari University, passed away.

କଳାହାଣ୍ଡି,୨୫ା୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ବୁଧବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। କିଛି ଦିନ ତଳେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ କର୍କଟ ରୋଗରେ ଆକ୍ରାନ୍ତ ଥିବାବେଳେ ତାଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ମଧ୍ୟ ହୋଇଥିବା ଜଣାପଡିଥିଲା। ଗତ ଅକ୍ଟୋବର ତାରିଖଠାରୁ ଦେହ ଅସୁସ୍ଥ ଥିବା ନେଇ ସେ ବିଶ୍ବବିଦ୍ୟାଳୟରୁ… Continue reading ପରଲୋକରେ ମା’ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ ସତପଥି

ଆମ୍ବେଦକରଙ୍କ ନାମକୁ ଗୃହମନ୍ତ୍ରୀଙ୍କ ତାତ୍ସଲ୍ୟ ପ୍ରତିବାଦରେ ଜିଲ୍ଲା କଂଗ୍ରେସର ରାଲି

District Congress rally in protest against Home Minister's decision to mention Babasaheb Ambedkar's name in Parliament.

କଳାହାଣ୍ଡି, ୨୫|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ସଦ୍ୟ ସମାପ୍ତ ହୋଇଥିବା ପାର୍ଲ୍ୟାମେଣ୍ଟର ଶୀତକାଳୀନ ଅଧିବେଶନରେ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଲୋଚନା ବେଶ୍ ସରଗରମ ହୋଇଥିଲା । ଗତ ୧୭ ତାରିଖ ଦିନ ଆଲୋଚନାରେ ଅଂଶ ଗ୍ରହଣକରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ବିରୋଧୀ ଦଳ ମେଣ୍ଟ ସମ୍ବିଧାନ ନିର୍ମାତା ବାବାସାହେବଙ୍କ ନାମକୁ ବାରମ୍ବାର ବିଭିନ୍ନ ପ୍ରସଙ୍ଗରେ ଉଚ୍ଚାରଣ କରୁଥିଲେ। ଇତ୍ୟବସରରେ ଶାସକ ଦଳ ପକ୍ଷରୁ ଗୃହମନ୍ତ୍ରୀ ଶ୍ରୀ ଶାହା ତାଙ୍କ ବକ୍ତବ୍ୟରେ “ଆମ୍ବେଦକର…… Continue reading ଆମ୍ବେଦକରଙ୍କ ନାମକୁ ଗୃହମନ୍ତ୍ରୀଙ୍କ ତାତ୍ସଲ୍ୟ ପ୍ରତିବାଦରେ ଜିଲ୍ଲା କଂଗ୍ରେସର ରାଲି

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଭବ୍ୟ ସ୍ଵାଗତ

Golamunda Block Chairperson Vinta Mahananda receives a grand welcome from thousands of supporters

ଧର୍ମଗଡ଼, ୨୪:୧୨, (ଜନ୍ମେଜୟ ନାଏକଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ  ବିନ୍ଦୁ ମହାନନ୍ଦ ଗତ ଡ଼ିସେମ୍ବର ୨୨ ତାରିଖରେ ଓଡ଼ିଶା ରାଜ୍ୟସ୍ତରୀୟ ଓ. ୟୁ. ଜେ ର ୫୩ତମପ୍ରତିଷ୍ଠାଉତ୍ସବରେ ସାମ୍ବାଦିକତା ,ସମାଜସେବା, ସାଂଗଠାନିକ ଓ ଦକ୍ଷତା ପାଇଁ ଓଡ଼ିଶା ୟୁନିଅନ ଅଫ ଜର୍ଣାଲିଷ୍ଟ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ଠାରେ ଭାରତ ସରକାରଙ୍କର ମାନ୍ୟବର ଶିକ୍ଷା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସରକାରଙ୍କ ମାନ୍ୟବର ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ  ପୃଥିରାଜ ହରିଚନ୍ଦନଙ୍କ… Continue reading ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଭବ୍ୟ ସ୍ଵାଗତ

ବେତନଟୀ ପ୍ରିମିୟର ଲିଗ୍ ଷଷ୍ଠ ଦିନ ରେ : ୧୧ ଷ୍ଟାର ମୋରଡା ଓ ମା ଦୁର୍ଗା ଫାଇଟର ବିଜୟ

ବେତନଟୀ: ବେତନଟୀ କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ବେତନଟୀ ପ୍ରିମିୟର ଲିଗ ସିଜିନ -୧୧ ର ଷଷ୍ଠ ଦିନରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ ଟି  ବାହାନଡା ଟାଇଗର ଓ ୧୧ ଷ୍ଟାର ମୋରଡା ମଧ୍ୟରେ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ଦାନି -୧୧ ଚିତ୍ରଡା ଓ ମା ଦୁର୍ଗା ଫାଇଟର ମଧ୍ୟରେ ହୋଇଥିଲା | ପ୍ରଥମ ମ୍ୟାଚରେ ୧୧ ଷ୍ଟାର ମୋରଡା ୧୯.୧ ଓଭରରେ ସମସ୍ତ ୱିକେଟ ହରାଇ ୧୩୯ ରନ… Continue reading ବେତନଟୀ ପ୍ରିମିୟର ଲିଗ୍ ଷଷ୍ଠ ଦିନ ରେ : ୧୧ ଷ୍ଟାର ମୋରଡା ଓ ମା ଦୁର୍ଗା ଫାଇଟର ବିଜୟ

ବଗାଡ଼ ଠାରେ ନବ ନିର୍ମିତ ଯାଦବ ଭବନ କୁ ଉଦ୍ଘାଟନ କଲେ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ।

କଳାହାଣ୍ଡି,୨୪/୧୨(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବଗାଡ ୱାର୍ଡ ନ ୨ ରେ ୨୮ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ଯାଦବ ଭବନକୁ ପଞ୍ଚାୟତରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଉଦ୍ଘାଟନ କରିଥିଲେ । ଏଠାରେ ପ୍ରକାଶ ଥାଉ କି ଯାଦବ ଭବନ ନିର୍ମାଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ବେଳେ ପୂର୍ବତନ ସଦର ବିଧାୟକ ପ୍ରଦୀପ୍ତ କୁମାର ନାଏକ ୮ ଲକ୍ଷ… Continue reading ବଗାଡ଼ ଠାରେ ନବ ନିର୍ମିତ ଯାଦବ ଭବନ କୁ ଉଦ୍ଘାଟନ କଲେ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ।

ଆସନ୍ତାବର୍ଷ ଠାରୁ ୫ ଦିନ ହେବ ବାଳକାଟି ପଞ୍ଚୁ୍ଦୋଳ ମେଳଣ

୩ ଦିନ ରହିବେ ଠାକୁର : ୪ ଦିନରେ ହରିହର ଭେଟ ଓ ଆତସବାଜୀ ପ୍ରଦର୍ଶନ ବାଳକାଟି,୨୨|୧୨: ଆସନ୍ତାବର୍ଷ ଠାରୁ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵରଙ୍କ ଓଡିଶା ପ୍ରସିଦ୍ଧ ବାଳକାଟି ପଞ୍ଚୁ୍ଦୋଳ ମେଳଣ ୫ ଦିନ ଧରି ଅନୁଷ୍ଠିତ ହେବ l ପ୍ରତିବର୍ଷ ଜମାଣ ପରେ ମେଳଣ ପଡିଆରେ ଠାକୁର ଗୋଟିଏ ଦିନ ରହିବା ପରେ ପରଦିନ ହରିହର ଭେଟ ହୋଇଥାଏ l ମାତ୍ର ଆସନ୍ତା ବର୍ଷଠାରୁ ଏହି ମେଳଣକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଏବଂ… Continue reading ଆସନ୍ତାବର୍ଷ ଠାରୁ ୫ ଦିନ ହେବ ବାଳକାଟି ପଞ୍ଚୁ୍ଦୋଳ ମେଳଣ

ବିଶ୍ୱ ଓଡିଶୀ ଉତ୍ସବ

ଭୁବନେଶ୍ୱର, ତା 24/12/24: ସ୍ଥାନୀୟ ଭଞ୍ଜ କଳାମଣ୍ଡପଠାରେ ଅନୁଷ୍ଠିତ ହୋଇଥିବା “ନୃତ୍ୟ ନୌବେଦ୍ୟ” ପକ୍ଷରୁ ବିଶ୍ୱ ଓଡିଶୀ ଉତ୍ସବ ଅବସରରେ ଅନୁଷ୍ଠାନର ଦୁଇ ନୃତ୍ୟ ଶିଳ୍ପୀ ସ୍ଵାଗତିକା ସାହୁ ଓ ଶୁଚିସ୍ମିତା ସାହୁଙ୍କ କଳା ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା I ଗୁରୁ ପ୍ରଭାତ କୁମାର ସ୍ୱାଇଁ ଙ୍କ ନିର୍ଦ୍ଧେଶନା ଓ ଗୁରୁ ଶ୍ରୀକାନ୍ତ କୁମାର କୁଣ୍ଡୁଙ୍କ ସଂଗୀତ ନିର୍ଦ୍ଧେଶନା ରେ ବାଦ୍ୟ ଗୁରୁ ସୁକାନ୍ତ କୁମାର ଗୁରୁଙ୍କ ସୁରତାଳ ରୋମାଞ୍ଚକର ହୋଇ ଥିଲା. I ସମସ୍ତ… Continue reading ବିଶ୍ୱ ଓଡିଶୀ ଉତ୍ସବ

କିଏ ହାତେଇବ ଜୁନାଗଡ ନଗରପାଳ ସିଂହାସନ

ନଗରପାଳ ଉପନିର୍ବାଚନରେ ନିର୍ବାଚିତ ହୋଇ ରାଜ କରିବ କିଏ ? କଳାହାଣ୍ଡି,୨୪|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ରାଜ୍ୟରେ ଅନାସ୍ଥା ପ୍ରସ୍ତାବ ରେ ବିଭିତ୍ତ ପୌରାଳୟର ନଗରପାଳ ମାନେ ନିଜ ପଦବୀ ହରେଇବା ପରେ ତାଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧ୍ୟକ୍ଷ ମାନେ ଦାୟିତ୍ଵରେ ଅଛନ୍ତି। ସାମ୍ବିଧାନିକ ଵିଧି ବ୍ଯବସ୍ଥା କ୍ରମେ ଆଗାମୀ ଦିନରେ ଏହି ପୋରାଞ୍ଚଳ ଗୁଡିକରେ ଉପର୍ନିବାଚନ ହେବା ଏକରକମ ସୁନିଶ୍ଚିତ ବୋଲି ଧରାଯାଇପାରେ। ରାଜ୍ୟରେ ବିଜେପି ସରକାର ଥାଇବି ଅନାସ୍ଥା ପ୍ରସ୍ତାବରେ ପଦ ହରାଇଲେ ଜୁନାଗଡ଼ର ବିଜେପି… Continue reading କିଏ ହାତେଇବ ଜୁନାଗଡ ନଗରପାଳ ସିଂହାସନ

You cannot copy content of this page