ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ

କଳାହାଣ୍ଡି,୨୩/୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ରବିବାର ଦିନ କେସିଙ୍ଗା ସହର ର ସୁପରିଚିତ ତଥା ପ୍ରଥମ ସିବିଏସଇ ସ୍କୁଲରେ ୪୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏହା ଉତ୍ସବକୁ କେସିଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଉଦ୍ଘାଟନ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ସାଗର ଚରଣ ଦାସ ଯୋଗ ଦାନ କରିଥିଲେ ।କେସିଙ୍ଗା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦୀନବନ୍ଧୁ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ ।ବାର୍ଷିକ ଉତ୍ସବ ଉପଲକ୍ଷେ ଗତ… Continue reading ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ

ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ

କଳାହାଣ୍ଡି,୨୩/୧୨(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ ନଂ-୧ ମୁଖିଗୁଡ଼ାଙ୍କ ଦ୍ବାରା ଆୟୋଜିତ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ଗୁମାବହାଲ ସ୍ଥିତ କଲମପୁର ବିଭାଜନ ନଂ -୧ ପରିସର ମଧ୍ୟରେ ମହା ସମାରୋହରେ ରବିବାର ପାଳିତ ହୋଇଯାଇଛି। ଅଧିକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ବକ୍ତା, କୃଷକ ନେତା ଦୀପ୍ତି ନାରାୟଣ ପ୍ରହରାଜ, ପ୍ରଶାନ୍ତ… Continue reading ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ

ପୋଟେସ ଗ୍ରାମରେ ଗୁଡ଼ିଚଗା ପର୍ବ ପାଳିତ

କଳାହାଣ୍ଡି, ୨୩/୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପୋଟେସ ଗ୍ରାମ ଠାରେ ଆଦିବାସୀଙ୍କ ପାରମ୍ପରିକ ଟୋକିମରା ପର୍ବର ଉପପର୍ବ ଗୁଡ଼ିଚଗା ରବିବାର ଦିନ ସମ୍ପନ୍ନ ହେଇଯାଇଛି। ଆଦିବାସୀ ପରମ୍ପରାର ଅନନ୍ୟ ପର୍ବ ଟୋକିପରବ। ପରମ୍ପରା ଅନୁସାରେ ପ୍ରତିବର୍ଷ ପୌଷ ମାସର ରବିବାର ଦିନ ଏହି ପର୍ବ ପାଳନ କରାଯାଇଥାଏ। ଟୋକିପର୍ବ ପଡୁଥିବା ଗ୍ରାମରେ ବର୍ଷ ସାରା ବିଭିନ୍ନ ପୂଜା ପାଠ ଉତ୍ସବ ଲାଗିରହିଥାଏ। ଏହି ପର୍ବର ବିଧି ବିଧାନ ମୂତାବକ ପୌଷ… Continue reading ପୋଟେସ ଗ୍ରାମରେ ଗୁଡ଼ିଚଗା ପର୍ବ ପାଳିତ

ପ୍ରେମ ପାଇଁ ଫିଲ୍ମ ଷ୍ଟାଇଲରେ ଅପହରଣ

ରାତି ଅଧରେ ଯୁବକଙ୍କୁ ହାଣି ଯୁବତୀଙ୍କୁ ଟେକି ନେଲେ ଭୁବନେଶ୍ବର : ରାଜଧାନୀରେ ପ୍ରେମ ପାଇଁ ଫିଲ୍ମ ଷ୍ଟାଇଲରେ ଅପହରଣ । ଯୁବତୀଙ୍କୁ କାରରେ ଟେକି ନେଲେ ୪ ଜଣ ଯୁବକ । ଗତକାଲି ବିଳମ୍ବିତ ରାତିରେ ମୈତ୍ରୀ ବିହାର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ରାତି ପ୍ରାୟ ୧ ଟା ୩୦ ବେଳେ ରୁମକୁ ଫେରିବା ବେଳେ ଲୁମ୍ବିନୀ ବିହାର ଅଞ୍ଚଳରେ ହଠାତ ତାଙ୍କ… Continue reading ପ୍ରେମ ପାଇଁ ଫିଲ୍ମ ଷ୍ଟାଇଲରେ ଅପହରଣ

ସାହିତ୍ୟ ଛାତ୍ରଛାତ୍ରୀଙ୍କ ସଠିକ୍ ମାର୍ଗ ଦର୍ଶକ

ରାଉରକେଲା: ଭାଷା ଯେତେ ସରଳ ହେବ ଆମ ସାହିତ୍ଯ ସେତେ ରୁଦ୍ଧିମନ୍ତ ହେବ,ସାହିତ୍ୟ ରୁଦ୍ଧିମନ୍ତ ହେଲେ ଆମ ସଂସ୍କ୍ରୁତି ସମ୍ରୁଦ୍ଧ ହେବ,ସଂସ୍କ୍ରୁତି ସମ୍ରୁଦ୍ଧ ହେଲେ ଆମ ପିଲାଙ୍କର ସଠିକ ମାର୍ଗ ଦର୍ଶକ ସାଜିବ | ଏହା ଥିଲା ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଆୟୋଜିତ ରାଉରକେଲା ସାହିତ୍ଯ ସଂସଦର ଶିଶୁ ମହୋତ୍ସବ ଓ ସାରସ୍ବତ ସମାରୋହରେ ମୁଖ୍ୟବକ୍ତା ପ୍ରଫେସର ଡ.ଶ୍ୟାମ ପ୍ରସାଦ ସ୍ବାଇଁ ଙ୍କ ଅଭିଭାଷଣ , ସଂସଦର କାର୍ଯ୍ୟକାରୀ ସଭାପତି ଅନିଲ କୁମାର ଦାଶଙ୍କ ସଭାପତିତ୍ବ… Continue reading ସାହିତ୍ୟ ଛାତ୍ରଛାତ୍ରୀଙ୍କ ସଠିକ୍ ମାର୍ଗ ଦର୍ଶକ

ବୁଢ଼ାଡଙ୍ଗର ଲୋକ ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ ବଜାସାଲ ନାଚରେ ଦୁଲୁକିଲା ମଞ୍ଚ

କଳାହାଣ୍ଡି,୨୨/୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଲୋକ ସଂସ୍କୃତି ଓ ଆଦ୍ୟକଳାର ପ୍ରତିବିମ୍ବ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ରବିବାର ଦିନ କେସିଙ୍ଗା ଜଗନ୍ନାଥ ମନ୍ଦିର ପଡିଆଠାରେ ମହା ସମାରୋହରେ ଉଦ୍ଘାଟିତ ହୋଇଯାଇଛି। ପ୍ରଥମ ଦିନର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଯୋଗଦେଇ ଅନୁଷ୍ଠାନ ର ପତାକା ଉତ୍ତୋଳନ କରିଥିଲେ।ପରେ କେସିଙ୍ଗାର ଇଷ୍ଟ ଦେବୀ ମାଆ ବୁଢ଼ାଡଙ୍ଗରଙ୍କ ମନ୍ଦିରରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବାହାରି ମଞ୍ଚକୁ ଆସିଥିଲା।ପୁଣି… Continue reading ବୁଢ଼ାଡଙ୍ଗର ଲୋକ ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ ବଜାସାଲ ନାଚରେ ଦୁଲୁକିଲା ମଞ୍ଚ

ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ର ୫୩ତମ ପ୍ରତିଷ୍ଠା ଦିବସ ରେ ସମ୍ମାନିତ ହେଲେ ବିନ୍ଦୁ ମହାନନ୍ଦ

କଳାହାଣ୍ଡି ,୨୨|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ର ୫୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ‍୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବରେ ପୂର୍ତ୍ତ ଆଇନ ଓ ଅବକରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାଶ,ଏକାମ୍ର ବିଧାୟକ ବାବୁ ସିଂ , ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ପ୍ରମୁଖ… Continue reading ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ର ୫୩ତମ ପ୍ରତିଷ୍ଠା ଦିବସ ରେ ସମ୍ମାନିତ ହେଲେ ବିନ୍ଦୁ ମହାନନ୍ଦ

ନିଆଁ ଲାଗି ଜଳି ଗଲା ଘର ଓ ଯାବତୀୟ ଘରୋଇ ସାମଗ୍ରୀ

ଗୋଲାମୁଣ୍ଡା :୨୧/୧୨(ଜନ୍ମେଜୟ ନାଏକଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଫୋଇରିପାଣି ଗ୍ରାମର ଧନୁ ମାଝୀଙ୍କ ଘରେ ନିଆଁ ଲାଗି ଯାବତୀୟ ଜିନିଷ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଧନୁ ମାଝୀ ଏକ କୁଳିମଜୁରିଆ ତଥା ଗରିବ ଶ୍ରେଣୀର ଲୋକ  ହୋଇଥିବାରୁ ଏକ ଚାଲ ଛପର ଘରେ ୭ ପରିବାର ବସବାସ କରି ରହି ଆସୁଥିଲେ।ପରିବାର ସମସ୍ତେ ବିଲ କାମରେ ଯାଇଥିବା ସମୟରେ ଘରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡିଯାଇଛି ।ଖବର ପାଇ ଗ୍ରାମବାସୀଙ୍କ… Continue reading ନିଆଁ ଲାଗି ଜଳି ଗଲା ଘର ଓ ଯାବତୀୟ ଘରୋଇ ସାମଗ୍ରୀ

OTN TV ର ସପ୍ତମ ସ୍ଵନକ୍ଷତ୍ର ଦିବସ  ଓ ବନ୍ଧୁ ମିଳନ ଉତ୍ସବ

ଧର୍ମଗଡ଼,୨୧/୧୨,(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁକଲ୍ୟାଣ ମଣ୍ଡପଠାରେ OTN TV ର ସପ୍ତମ ସ୍ଵନକ୍ଷତ୍ର ଦିବସ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କଳାହାଣ୍ଡି ଜିଲ୍ଲା OTN ଟିଭିର ସ୍ୱତନ୍ତ୍ର ପ୍ରତିନିଧି ମୁରଲୀ ତାଣ୍ଡି ଓ OTN TV ର ପ୍ରତିଷ୍ଠାତା ତଥା ସମ୍ପାଦକ ସତ୍ୟରଞ୍ଜନ ଦାସ ଙ୍କ ନେତୃତ୍ଵ ରେ ଅନେକ  ସାମ୍ୱାଦିକ,ସମ୍ମାନିତ ଅତିଥି ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।ମୁଖ୍ୟ ଅତିଥି ଭାବେ… Continue reading OTN TV ର ସପ୍ତମ ସ୍ଵନକ୍ଷତ୍ର ଦିବସ  ଓ ବନ୍ଧୁ ମିଳନ ଉତ୍ସବ

କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗରେ ଏଫ୍,ଏଲ,ଏନ୍ ଯୋଜନା ବାଟ ମାରଣା

ପ୍ରକୋଷ୍ଠ ନିର୍ମାଣ କାର୍ଯ୍ୟରେ ଘୋଟାଲା ଅଭିଯୋଗ କଳାହାଣ୍ଡି,୨୨|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ-ଉତ୍କଳ ବୁଲେଟିନ): କଳାହାଣ୍ଡି ଜିଲ୍ଲାର ନର୍ଲା ତଥା ଲାଞ୍ଜିଗଡ଼ ବ୍ଲକ୍ ଅନୁନ୍ନତ ବ୍ଲକ ଭାବରେ ଜିଲ୍ଲାରେ ବେଶ ପରିଗଣିତ ଅଟେ। ଏହି ଦୁଇ ବ୍ଲକର ଛାତ୍ରଛାତ୍ରୀଙ୍କ ଶିକ୍ଷାସ୍ୱାସ୍ଥ୍ୟ ଭଳି ମୌଳିକ ଅଧିକାର ନିମନ୍ତେ କେନ୍ଦ୍ର ସରକାର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞ୍ୟାନ ଯୋଜନା ବା ଏଫ୍, ଏଲ୍ ଏନ୍ କର୍ଯ୍ୟରେ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବଡ… Continue reading କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗରେ ଏଫ୍,ଏଲ,ଏନ୍ ଯୋଜନା ବାଟ ମାରଣା

You cannot copy content of this page