OBC-ST-SC ମିଳିତ ମହାସଂଘ କଳାହାଣ୍ଡି ର ଦାବୀ ପତ୍ର ପ୍ରଦାନ

କଳାହାଣ୍ଡି: (ରିପୋର୍ଟ: ପ୍ୟାରିଲାଲ ଦୁର୍ଗା): ଗତ 29 ତାରିଖ ଦିନ ଓଡିଶା ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯେଉଁ ଉତ୍ତର ଦେଇଛନ୍ତି, ତାହା ଓଡିଶାର ବହୁଜନ ସମାଜ ଉପରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି I ବିଶେଷ କରି ଓଡିଶା ସରକାରଙ୍କ ଶାସନ ବ୍ୟବସ୍ଥାରେ 85% ଜନସଂଖ୍ୟା ବିଶିଷ୍ଟ OBC-ST-SC ସମାଜକୁ ମାତ୍ର 30% ଚାକିରୀ ଦେବା I ପ୍ରଥମ ଶ୍ରେଣୀ ଚାକିରୀରେ ଏହି ବର୍ଗ… Continue reading OBC-ST-SC ମିଳିତ ମହାସଂଘ କଳାହାଣ୍ଡି ର ଦାବୀ ପତ୍ର ପ୍ରଦାନ

କାନ୍ତକବି ଲକ୍ଷ୍ମୀକାନ୍ତ ଥିଲେ ଓଡ଼ିଆ ଭାଷା ସାହିତ୍ୟର ମୁଖ୍ୟ ପୂରୋଧା

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ସାହିତ୍ୟିକ, କବି, ଔପନ୍ୟାସୀକ ତଥା ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଥିବା ମହାନ ବ୍ୟକ୍ତିତ୍ୱ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ 137 ତମ ଜୟନ୍ତୀ ସ୍ଥାନୀୟ ମୁଖ୍ୟ ମହାଡାକପାଳଙ୍କ କାର୍ୟାଳୟ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ ସଭା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଆମେ ଭୁବନେଶ୍ୱରର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି I ଅଭିଯାନର ଅଧ୍ୟକ୍ଷ, ବାଗ୍ନୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ସଂଯୋଜନାରେ… Continue reading କାନ୍ତକବି ଲକ୍ଷ୍ମୀକାନ୍ତ ଥିଲେ ଓଡ଼ିଆ ଭାଷା ସାହିତ୍ୟର ମୁଖ୍ୟ ପୂରୋଧା

ରାଜସୁନାଖଳା ମହୋତ୍ସବରେ ସରପଞ୍ଚ ସମ୍ମାନିତ 

kanuri mahosttab at rajsunakhala

ଖୋର୍ଦ୍ଧା: ରାଜସୁନାଖଳା ମହୋତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି I ରାଜସୁନାଖଳା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ଗ୍ରାମ ପଂଚାୟତର ସରପଞ୍ଚ ତଥା ମହିମା ସେବା ଫାଉଣ୍ଡେସନର ଉପଦେଷ୍ଟା ସମାଜସେବୀ ପ୍ରଦୀପ କୁମାର ବାରିକଙ୍କୁ ମୁଖ୍ୟ ଅତିଥି ଓଡିଶା ବିଧାନସଭା ବାଚସ୍ପତି ମାନନୀୟା ସୁରମା ପାଢ଼ୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ I ସମାଜସେବା ତଥା ପଂଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ଉକ୍ତ… Continue reading ରାଜସୁନାଖଳା ମହୋତ୍ସବରେ ସରପଞ୍ଚ ସମ୍ମାନିତ 

ବଜାରରେ ନୂଆ ମାରୁତି ଡିଜାୟାର ଲଞ୍ଚ

maruti dzire new model launches

ନୂଆଦିଲ୍ଲୀ: ନଭେମ୍ବରରେ ଭାରତୀୟ ବଜାରରେ ନୂଆ ମାରୁତି ଡିଜାୟାର ଲଞ୍ଚ କରାଯାଇଥିଲା | ଏହି କାରର ଲଞ୍ଚ ହେବାର ଏକ ମାସ ବିତି ନଥିଲେ ମଧ୍ୟ ୩୦ ହଜାରରୁ ଅଧିକ ୟୁନିଟ୍ ପାଇଁ ବୁକିଂ କରାଯାଇଛି। ମାରୁତି ପ୍ରତିଦିନ ଡିଜାୟାରର ନୂତନ ଜେନେରେସନ ମଡେଲର ପ୍ରାୟ ୧୦୦୦ ଗାଡି ପାଇଁ ବୁକିଂ କରୁଛି  | ମାରୁତି ପକ୍ଷରୁ କୁହାଯାଇଛି ଯେ ପୂର୍ବ ମଡେଲ ତୁଳନାରେ ପ୍ରତିଦିନ ପ୍ରାୟ ଦୁଇଗୁଣ ବୁକିଂ ଚାଲିଛି। କାରରେ ଲୋକଙ୍କ ସୁରକ୍ଷା ପ୍ରତି… Continue reading ବଜାରରେ ନୂଆ ମାରୁତି ଡିଜାୟାର ଲଞ୍ଚ

ସବୁ ରେକର୍ଡ ଭାଙ୍ଗିଲା ‘ପୁଷ୍ପା ୨’

ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭୀନିତ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍’ କମାଲ କରୁଛି।କେବଳ ଭାରତରେ ନୁହେଁ ବିଶ୍ୱରେ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଉତ୍ସହା ଦେଖିବାକୁ ମିଳିଛି। ପରଦାକୁ ଫିଲ୍ମ ଆସିବା ପୂର୍ବରୁ ଲୋକଙ୍କ ମଧ୍ୟରେ ଯାହା ଆଶା ଥିଲା ତାହା ପରଦାକୁ ଆସିବା ପରେ ପୂରଣ କରିଛି ଫିଲ୍ମ । ଏହିପରି ଚଳଚ୍ଚିତ୍ରଟି ୪ ଦିନ ମଧ୍ୟରେ ସାରା ବିଶ୍ୱରେ ୮୦୦ କୋଟି ପାର୍ କରିଛି ଏବଂ ଖୁବଶୀଘ୍ର ୧୦୦୦… Continue reading ସବୁ ରେକର୍ଡ ଭାଙ୍ଗିଲା ‘ପୁଷ୍ପା ୨’

ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

CM reviews preparations for Pravasi Bharatiya Divas

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସଫଳ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ପ୍ରସ୍ତୁତି ସମୀକ୍ଷା କରିଥିଲେ। ସମୀକ୍ଷାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର… Continue reading ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁଣି ଆପାର୍ଟମେଣ୍ଟକୁ ଟାର୍ଗେଟ

କଲେଜ ଅଧ୍ୟକ୍ଷଙ୍କ ଘରୁ ନେଇଗଲେ ୧00 ଗ୍ରାମର ସୁନାଅଳଙ୍କାର ଓ ୪0 ହଜାର ଟଙ୍କା : ସୁରକ୍ଷାକର୍ମୀଙ୍କ ଉପରେ ସନ୍ଦେହ।ବାଲିଅନ୍ତା: ପୁଣି ଲୁଟିଆଙ୍କ ଟାର୍ଗେଟରେ ବହୁତଳ କୋଠା l ଘର ମାଲିକ ଅନୁପସ୍ଥିତିର ସୁଯୋଗ ନେଇ କଳାକନା ବୁଲାଉଛନ୍ତି ଲୁଟିଆ l ଗତକିଛି ଦିନ ତଳେ ପିପିଲି ଥାନା କେଇସି କଲେଜ ସମ୍ମୁଖରେ ଥିବା ଏକ ବହୁତଳ କୋଠାରେ ରହୁଥିବା ୪ ଜଣଙ୍କ ଘରୁ ଚୋରୀ କରିଥିବା ବେଳେ ବାଲିଅନ୍ତା ଥାନା ରଙ୍ଗବଜାରରେ ଥିବା ଏକ ବହୁତଳ… Continue reading ପୁଣି ଆପାର୍ଟମେଣ୍ଟକୁ ଟାର୍ଗେଟ

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୁଜିତ କୁମାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୁଜିତ କୁମାର । ବିଜୁ ଜନତା ଦଳ ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ପଦ୍ମ ଧରିଥିବା ସୁଜିତ କୁମାରଙ୍କୁ ଆଜି ବିଜେପି ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରାର୍ଥୀ ଘୋଷଣା କରିଥିଲା । ଆନ୍ଧ୍ର, ହରିୟାଣା ଓ ଓଡିଶାର 3… Continue reading ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୁଜିତ କୁମାର

ସୋହେଲାରେ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବରଗଡ଼: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବରଗଡ଼ ଜିଲ୍ଲା ସୋହେଲାର ଇଚ୍ଛାପାଲି ପଡ଼ିଆଠାରେ ଆୟୋଜିତ ଚାଷୀ ସମାବେଶରେ ଚାଷୀଙ୍କୁ ୮୦୦ ଟଙ୍କାର ବୋନସ୍ ପ୍ରଦାନ କରାଯିବାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଈରାଶିଷ ଆଚାର୍ଯ୍ୟ, ଅଶ୍ବିନୀ ଷଡ଼ଙ୍ଗୀ ଓ ସନତ ଗଡ଼ତିୟା, ପଦ୍ମଶ୍ରୀ ହଳଧର… Continue reading ସୋହେଲାରେ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବେପରୁଆ ଗାଡି ଚାଳକଙ୍କ ପାଇଁ ବଳି ପଡୁଛନ୍ତି ଗୋ ମାତା

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅର୍ନ୍ତଗତ ନିହଲପ୍ରସାଦ ଚଡେଈଧରା ରାସ୍ତାର ନିତ୍ୟାନନ୍ଦ ପୁର ପାଖରେ BBPL କମ୍ପାନୀର ଏକ ହାଇୱା ଗାଡ଼ି ର ଡ୍ରାଇଭର ବେପରୁଆ ଭାବରେ ଗାଡ଼ି ଚଲାଇ ଗତ କାଲି ଦୁଇଟି ଗାଇ ଉପରେ ଚଢ଼ାଇ ଦେଇଥିବା ବେଳେ ଗୋଟିଏ ଗାଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଗାଇଟି ଗୁରୁତର ଅବସ୍ତାରେ ପଡ଼ିଥିଲା। ଖବର ପାଇ ସ୍ଥାନିୟ ଲୋକ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ନିହଲପ୍ରସାଦ… Continue reading ବେପରୁଆ ଗାଡି ଚାଳକଙ୍କ ପାଇଁ ବଳି ପଡୁଛନ୍ତି ଗୋ ମାତା

You cannot copy content of this page